Yearly Archives

2020

ଗତ ୨୪ ଘଂଟାରେ ଓଡ଼ିଶାରେ ୩୬୦୦ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୩୬୦୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୨୧୦୯ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୧୪୯୧
Read More...

ହୀରାକୁଦ ଜଳଭଣ୍ଡାର : ଆଜି ସକାଳୁ ଅଧିକ ତିନୋଟି ଗେଟ୍ ଖୋଲା ଯାଇଛି

ସମ୍ବଲପୁର, (ଦାମୋଦର ପଣ୍ଡା) : ରୁଲ୍ କର୍ଭ ଅନୁଯାୟୀ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ତାର ସର୍ବୋଚ୍ଚ ସୀମା ୬୩୦ ଫୁଟରେ ପହଞ୍ଚିଛି । ଏବେ ବର୍ଷା ଯୋଗୁଁ ଜଳ ପ୍ରବାହ ବୃଦ୍ଧି ପାଉଥିବାରୁ ପାଞ୍ଚଟି ଗେଟ୍ ଦେଇ ଜଳନିଷ୍କାସନ କରାଯାଉଛି । ପୂର୍ବରୁ ମାତ୍ର ଦୁଇଟି ଗେଟ୍ ଖୋଲା ଥିଲା । ଆଜି ସକାଳୁ
Read More...

ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : କରୋନା ମହାମାରୀ ଯୋଗୁଁ ବାହାର ରାଜ୍ୟରେ ଫଶିଥିବା ଏଠାକାର ଦାଦନ ଶ୍ରମିକଙ୍କୁ ଉଦ୍ଧାର କରି ଗତ ଅପ୍ରେଲ ମାସରୁ ସରକାର ଆଣିଥିଲେ । ବଲାଙ୍ଗିର ଆଇଟିଆଇ ପଡିଆରେ ତାଙ୍କର ବ୍ୟବସ୍ଥା କରି ଏଠାରେ ରଖାଯାଇଥିଲା । ତାପରେ ଏଠୁ ନିଜ ନିଜ ଜନ୍ମଭୂମିକୁ ସମସ୍ତ ଦାଦନ
Read More...

ପୁରୀରୁ ଆରମ୍ଭ ହେଉଛି ଟ୍ରେନ୍‌ ଚଳାଚଳ

ପୁରୀ, (କେପିଏନ୍‌ଏସ୍‌) : ପୁରୀ ଜିଲ୍ଳାରୁ ଆରମ୍ଭ ହେଇଛି ଟ୍ରେନ୍‌ ଚଳାଚଳ । ଗତ କାଲି ୨ ଟି ଟ୍ରେନ୍‌ ପୁରୀରୁ ବାହାରିଛି ଦୁର୍ଗ ଏକ୍ସପ୍ରେସ୍‌ରେ ପୁରୀରୁ ଯାଇଛନ୍ତି ଯାତ୍ରୀ । ଆଜି କରୋନା କଟକଣା ଭିତରେ ପୁରୀ ଟ୍ରେନ୍‌ ଚଳାଚଳ କରିବାକୁ ବ୍ୟବସ୍ଥା ହୋଇଛି । ସାମାଜିକ ଦୂରତା ବଜାୟ ରଖିବା
Read More...

ଯୋଗୀଙ୍କ ଉପରେ କଡ଼ା ଟିପ୍ପଣୀ : ‘ଯଦି ସମ୍ଭାଲି ପାରୁନ ତାହେଲେ ମଠକୁ ପଳାଅ’

ଲଖ୍‌ନଉ : ଉତ୍ତର ପ୍ରଦେଶର ମୁଖ୍ୟନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ବିଏସପିର ମୁଖ୍ୟ ମାୟାବତୀ । ହଥ୍‌ରସ୍‌ ଏବଂ ବଳରାମପୁରରେ ଦୁଇ ବାଳିକାଙ୍କୁ ଗଣଧର୍ଷଣ ପରେ ହତ୍ୟା କରାଗଲା, ତାହକୁ ନେଇ ମାୟବତୀ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ କଡ଼ା ଟିପ୍‌ପଣୀ କରିଛନ୍ତି । ଏହା ଏକ ଦୁଃଖଦ ଘଟଣା ଓ ଏହା ସରକାରଙ୍କ
Read More...

ମଂଚ କଳାକାର ଜ୍ୟୋତିରଂଜନଙ୍କ ବିୟୋଗରେ ନଟରାଜ କଳା ପରିଷଦ ପକ୍ଷରୁ ଶୋକସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଂଚ କଳାକାର ଜ୍ୟୋତିରଂଜନ ପାଣିଗ୍ରାହୀଙ୍କ ଅକାଳ ବିରୋୟଗରେ ଗତକାଲି ସଂଧ୍ୟା ସାଢେ଼ ୬ଟା ସମୟରେ ସ୍ଥାନୀୟ କୋଶଳ କଳାମଣ୍ଡଳରେ ନଟରାଜ କଳା ପରିଷଦ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ୧୫ ଜାନୁଆରୀ ୧୯୮୨ ମସିହାରେ ଜନ୍ମଗ୍ରହଣ କରିଥିବା ମଂଚ କଳାକାର
Read More...

ରାଜଘାଟରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବାପୁଜୀଙ୍କୁ ଶ୍ରଦ୍ଧାଂଜଳି

ନୂଆଦିଲ୍ଲୀ : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଜି ୧୫୧ତମ ଜୟନ୍ତୀ । ଏହି ଅବସରରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଅନ୍ୟ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ବିଶିଷ୍ଟ ରାଜନେତାମାନେ
Read More...

ପାକିସ୍ତାନ ପକ୍ଷରୁ ଗୁଳି ବର୍ଷଣ ପରେ ଏଲ୍‌ଓସିରେ ପ୍ରଚଣ୍ଡ ଉତ୍ତେଜନା : ଭାରତ ବି ଦେଲା କଡ଼ା ଜବାବ

ନୂଆଦିଲ୍ଲୀ : ପାକିସ୍ତାନ ପକ୍ଷରୁ ଏଲ୍‌ଓସିରେ ତୋପ ବର୍ଷଣ ପରେ ପ୍ରଚଣ୍ଡ ଉତ୍ତେଜନା ଦେଖାଦେଇଛି । ପାକିସ୍ତାନର ଗୁଳି ବର୍ଷାରେ ୩ ଭାରତୀୟ ସେନା ଶହୀଦ ହୋଇଥିବା ସୂଚନା ରହିଛି । ଏହି ଉତ୍ତେଜନାରେ ଅନ୍ୟ ୫ ଜଣ ଜବାନ୍‌ ମଧ୍ୟ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଜାମ୍ମୁ-କାଶ୍ମୀରରେ ନିୟନ୍ତଣ
Read More...

ଗାନ୍ଧୀ ଜୟନ୍ତୀରେ କୃଷକଙ୍କ ବୋବାଲ୍‌ : ପଞ୍ଜାବରେ ରେଳ ରୋକୋ, ଦିଲ୍ଲୀ ପର୍ଯ୍ୟନ୍ତ ଘେରାଓ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିବା କୃଷି ବିଲ୍‌କୁ ନେଇ କୃଷକଙ୍କ ରୋଷ କମି ନାହିଁ । ଦେଶର ଅଲଗା ଅଲଗା ସ୍ଥାନରେ ଲଗାତାର୍‌ ବିରୋଧ ପ୍ରଦର୍ଶନ ଚାଲିଛି । ଆଜି ପଞ୍ଜାବରେ କୃଷକମାନଙ୍କ ଦ୍ୱାରା ରେଳ ରୋକୋ ଅଭିଯାନ ଜାରି ରହିଛି । ଏହା ସହ ଉତ୍ତରପ୍ରଦେଶ, ଦିଲ୍ଲୀର ଆଖପାଖ
Read More...

ଭୀମସାର୍‌ରେ ଶହେ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ୍ ଉଦ୍‌ଘାଟିତ ହେବ

ସମ୍ବଲପୁର, (ଦାମୋଦର ପଣ୍ଡା) : ଭୀମସାର୍‌ରେ ଶହେ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ୍ ଅକ୍ଟୋବର ଦ୍ଵିତୀୟ ସପ୍ତାହରେ ଉଦ୍‌ଘାଟିତ ହେବ ବୋଲି ଜଣାଯାଇଛି । ଏଥି ନିମନ୍ତେ ସୁରକ୍ଷିତ ସଂସ୍ଥା ତଥା ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ଚୁକ୍ତି ସରିଛି ବୋଲି ଏକ ସୂତ୍ରରୁ ଜଣାପଡିଛି ।
Read More...