Yearly Archives

2020

ଦୁଇ ଦଶନ୍ଧିର ପ୍ରତୀକ୍ଷା ପରେ କଳାହାଣ୍ଡିବାସୀ ପାଇବେ ବିଜୁଳି

କଳାହାଣ୍ଡି, (କେପିଏନ୍‌ଏସ୍‌) : କଳାହାଣ୍ଡିବାସୀ ଦୀର୍ଘ ଦଶନ୍ଧିର ପ୍ରତୀକ୍ଷା ପରେ ଇନ୍ଦ୍ରାବତୀ ପ୍ରକଳ୍ପରୁ ବିଜୁଳି ପାଇବେ । ୧୯୯୯ ଇନ୍ଦ୍ରାବତୀ ବହୁମୁଖୀ ପ୍ରକଳ୍ପ କାର୍ୟ୍ୟକାରୀ ହୋଇଥିଲା । ସେହିଦିନ ଠାରୁ ଦୈନିକ ୨୦୦ରୁ ୨୫୦ ମେଗା ୱାଟ ବିଜୁଳି ଉତ୍ପାଦନ ହେଉଛି । କଳାହାଣ୍ଡିବାସୀ ପାଇଁ
Read More...

କେନ୍ଦ୍ରୀୟ ବୋଙ୍ଗୋପ ସାଗରରେ ଲଘୁଚାପ : ଆଜି ଓଡିଶାର ୧୩ ଜିଲ୍ଲା ଭିଜୁଛି

ଭୁବନେଶ୍ୱର : କେନ୍ଦ୍ରୀୟ ବୋଙ୍ଗୋପ ସାଗରରେ ଲଘୁଚାପ ଯୋଗୁଁ ଭିଜୁଛି ଓଡ଼ିଶା । ଗତ କାଲିଠୁ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ଜାରି ରହିଛି । ଆଜି ରାଜ୍ୟର ୧୩ ଟି ଜିଲ୍ଲାରେ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସେଗୁଡିକ ହେଲା କଟକ,
Read More...

ସଫେଇ ଓ ସଚେତନତା କାର୍ଯ୍ୟକ୍ରମ

ତୁଷୁରା, (ଅଜିତ କୁମାର ସାହୁ) : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଶୁକ୍ରବାର ଜାତିର ପିତା ମହାତ୍ମା ଗାନ୍ଧୀ ଓ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୂର୍ ଶାସ୍ତ୍ରୀଙ୍କ ଜୟନ୍ତୀ ଓ ଅନ୍ତର୍ଜାତୀୟ ଅହିଂସା ଦିବସ ଉପଲକ୍ଷେ ଫିଟ ଇଣ୍ଡିଆ ସଫେଇ ଓ ସଚେତନତା ସଫେଇ ଓ ସଚେତନତା
Read More...

ବଲାଙ୍ଗିର ଶାନ୍ତିପଡ଼ାର ରମେଶ ଚନ୍ଦ୍ର ବହିଦାରଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଶାନ୍ତିପଡ଼ା ନିବାସୀ ରମେଶ ଚନ୍ଦ୍ର ବହିଦାର(୭୦)ଙ୍କ ଗତକାଲି ଦେହାନ୍ତ ହୋଇଯାଇଥିବା ବେଳେ ତାଙ୍କ ବିୟୋଗରେ ସାରା ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ସେ ଜଣେ ପରୋପକାରୀ ତଥା ଖୁବ୍‌ ସ୍ନେହୀ ମଣିଷ ଥିଲେ । ଓଡ଼ିଆ ରାଜ୍ୟ ପରିବହନ ବିଭାଗରୁ ଅବସର
Read More...

ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ ବିବାଦ : ଅନୁମୋଦିତ ସ୍ଥାନରେ ନିର୍ମାଣ ପାଇଁ ଉପଜିଲ୍ଲାପାଳଙ୍କ ତାଗିଦ୍

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ ଝିଟିକି ଗ୍ରାମ ପଞ୍ଚାୟତର ଝିଟିକି ଗ୍ରାମର ଜାମୁଣ୍ତା ପଡାରେ ଏକ ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ ପାଇଁ ଅର୍ଥ ଅନୁମୋଦିତ ହୋଇଥିଲା । ଯେଉଁ ସ୍ଥାନରେ ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ ହେବା କଥା ସେଠାରେ ନିର୍ମାଣ ନ କରି ବସ୍ତି
Read More...

ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ବଲାଙ୍ଗିରରେ ଜାତିର ଜନକ ମହାତ୍ମାଗାନ୍ଧୀ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର୍‌ ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ ପ୍ରତ୍ୟୁଷରୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଡାକବାଜି
Read More...

ରକ୍ତଦାନ କରି ଜୀବନ ବଂଚାଇଲେ ଏସଡିଏମଓ ଡା. ବାଚସ୍ପତି ଦାସ

ପାଟଣାଗଡ, (ଅଜିତ ପୁରୋହିତ) : ପାଟଣାଗଡ ଉପଖଣ୍ଡ ଚିକିତ୍ସାଳୟରେ ସବୁବେଳେ ରକ୍ତର ଅଭାବ ରହୁଥିବା ବେଳେ ଗତକାଲି ମାନବିକତାର ପରିଚୟ ଦେଇ ଜଣେ ଗରିବ ରୋଗୀଙ୍କ ଜୀବନ ବଂଚାଇଛନ୍ତି ପାଟଣାଗଡ ଏସଡିଏମଓ ତଥା ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଡ. ବାଚସ୍ପତି ଦାସ । ଗତକାଲି ଖପ୍ରାଖୋଲ ବ୍ଲକ
Read More...

ରେଳ ଲାଇନ୍‌ କଡ଼ରୁ ମୃତ ଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ପରିବାରବର୍ଗ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି-ରାୟପୁର ରେଳ ସେସ୍କନର କି.ମି. ଖୁମ୍ବ ନଂ.୧୬୪/୫ ନିକଟରେ ଜଣେ ଯୁବକଙ୍କ ମୃତ ଦେହ ରେଳ ଲାଇନ୍‌ କଡ଼ରୁ କଂଟାବାଂଜି ଟାଉନ୍‌ ପୁଲିସ ଓ ଜିଆର୍‌ପି ଉଦ୍ଧାର କରିଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ବେଲପଡ଼ା ଥାନା ବେଲପଡ଼ାର ମହେନ୍ଦ୍ର ପୋଢ଼(୨୫)
Read More...

ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ ଅବସରରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଓ ସେମିନାର କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍ଏସ୍) : ଆଜି ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ଅବସରରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଓ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ନେସ୍‌ନାଲ ଇନ୍‌ଫର୍‌ମେସନ୍‌ ସେଣ୍ଟରରେ ଦିନ ୧୧ ସମୟରେ ଆରମ୍ଭ ହୋଇଛି ସେମିନାର୍‌
Read More...

୪୫ ବର୍ଷର ଏକମାତ୍ର ଗାନ୍ଧୀ ମନ୍ଦିରକୁ ସରକାରୀ ସ୍ତରରେ କୌଣସି ସହଯୋଗ ମିଳିନାହିଁ

ସମ୍ବଲପୁର, (ଦାମୋଦର ପଣ୍ଡା) : ଆଜି ଗାନ୍ଧୀ ଜୟନ୍ତୀ । ଆସନ୍ତୁ ଯିବା ଓଡ଼ିଶାର ଏକମାତ୍ର ଗାନ୍ଧୀ ମନ୍ଦିର । ଯାହା ସମ୍ବଲପୁର ଉପକଣ୍ଠ ଭତରା ଗ୍ରାମଠାରେ ଅଛି । ଏହି ମନ୍ଦିରରେ ପୂଜା ପାଉଛନ୍ତି ଗାନ୍ଧୀ । ସକାଳୁ ଭଜନ ହୁଏ ରଘୂପତି ରାଘବ ରାଜାରାମ । ମନ୍ଦିର ଚୂଡ଼ାରେ ଅଛି ଜାତୀୟ ପକ୍ଷୀ
Read More...