ବଲାଙ୍ଗିର ଶାନ୍ତିପଡ଼ାର ରମେଶ ଚନ୍ଦ୍ର ବହିଦାରଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଶାନ୍ତିପଡ଼ା ନିବାସୀ ରମେଶ ଚନ୍ଦ୍ର ବହିଦାର(୭୦)ଙ୍କ ଗତକାଲି ଦେହାନ୍ତ ହୋଇଯାଇଥିବା ବେଳେ ତାଙ୍କ ବିୟୋଗରେ ସାରା ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ସେ ଜଣେ ପରୋପକାରୀ ତଥା ଖୁବ୍‌ ସ୍ନେହୀ ମଣିଷ ଥିଲେ । ଓଡ଼ିଆ ରାଜ୍ୟ ପରିବହନ ବିଭାଗରୁ ଅବସର ନେଇଥିବା ସ୍ୱର୍ଗତ ବହିଦାର ଜଣେ ମିଷ୍ଟଭାଷୀ ଓ ମେଳାପୀ ବ୍ୟକ୍ତି ଭାବେ ସୁନାମ ଅର୍ଜନ କରିଥିଲେ । ତାଙ୍କ ଅମର ଆତ୍ମାର ସତ୍‌ଗତି ପାଇଁ ପଡ଼ାବାସୀ ପ୍ରାର୍ଥନା କରିଛନ୍ତି ।

Leave A Reply

Your email address will not be published.