ପୁରୀରୁ ଆରମ୍ଭ ହେଉଛି ଟ୍ରେନ୍‌ ଚଳାଚଳ

ପୁରୀ, (କେପିଏନ୍‌ଏସ୍‌) : ପୁରୀ ଜିଲ୍ଳାରୁ ଆରମ୍ଭ ହେଇଛି ଟ୍ରେନ୍‌ ଚଳାଚଳ । ଗତ କାଲି ୨ ଟି ଟ୍ରେନ୍‌ ପୁରୀରୁ ବାହାରିଛି ଦୁର୍ଗ ଏକ୍ସପ୍ରେସ୍‌ରେ ପୁରୀରୁ ଯାଇଛନ୍ତି ଯାତ୍ରୀ । ଆଜି କରୋନା କଟକଣା ଭିତରେ ପୁରୀ ଟ୍ରେନ୍‌ ଚଳାଚଳ କରିବାକୁ ବ୍ୟବସ୍ଥା ହୋଇଛି । ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ଏବଂ ସେନିଟାଇଜର୍‌ ବ୍ୟବସ୍ଥାକୁ କଡାକଡି ଭାବରେ ଯାଂଚ କରାଯାଇଛି ।

Leave A Reply

Your email address will not be published.