ମହାନଦୀ ଯୁବ ସଂଗଠନ ଓ ସାମାଜିକ ଉନ୍ନୟନ ନାମରେ ନୂଆ ଯୁବ ସ୍ୱେଚ୍ଛାସେବୀ ସଂଗଠନ ଗଠିତ
ସୁବର୍ଣ୍ଣପୁର (ପ୍ରଭୁଦତ୍ତ ରଥ ) : ମାନବ ସେବା ହିଁ ମାଧବ ସେବା । ଏହି ମହତ୍ ବାଣୀକୁ ନେଇ ରାମପୁରର ଭବାନୀ ପାଲିଠାରେ ଏକ ନୂଆ ଯୁବ ସ୍ୱେଚ୍ଛାସେବୀ ସଂଗଠନ ଆନୁଷ୍ଠାନିକ ଭାବେ ଗଠିତ ହୋଇଯାଇଛି । ମହାନଦୀ ଯୁବ ସଂଗଠନ ଓ ସାମାଜିକ ଉନ୍ନୟନ ନାମରେ ପ୍ରତିଷ୍ଠିତ ଏହି ସାମାଜିକ ଅନୁଷ୍ଠାନ!-->…
Read More...
Read More...