Yearly Archives

2020

ବାପା ଗାଳି ଦେବାରୁ ଅଷ୍ଟମ ଶ୍ରେଣୀର ଛାତ୍ର କଲେ ଆତ୍ମହତ୍ୟା

କେନ୍ଦୁଝର : ଅନଲାଇନ୍‌ ଗେମ୍‌ ଯୋଗୁଁ ଜଣେ ଛାତ୍ର‌ଙ୍କ ଜୀବନ ଅକାରଣରେ ଚାଲି ଯାଇଛି । ଗେମ୍ ଖେଳି ଟଙ୍କା ହାରିଗଲେ । ବାପା ଜାଣିବା ପରେ ଏ କଥା ପୁଅକୁ ଗାଳି ଦେଇଛନ୍ତି । ହେଲେ ବାପାଙ୍କ ଗାଳିକୁ ସହି ନପାରି ପୁଅ ବେକରେ ଲୁଗା ଦେଇ ଜୀବନ ହାରି ଦେଇଥିବା ଭଳି ଏକ ଦୁଃଖଦ ଖବର ସାରା ଅଂଚଳରେ
Read More...

ଅତାବିରା ଦେବାହାଲ ଗାଁରେ ଅକ୍ସିଜେନ ପରୀକ୍ଷା

ବରଗଡ, (ଗୋପୀନାଥ ସାହୁ) : ବରଗଡ ଜିଲ୍ଳା ଅତାବିରା ବ୍ଲକ ଦେବାହାଲ ଗାଁରେ ଆଜି ଅକ୍ସିଜେନ ପରୀକ୍ଷା କରାଯାଇଛି । କୋଭିଡ଼ ସମୟରେ ଶରୀରରେ ଅମ୍ଳଜାନ ପରିମାଣ କମି ଯାଉଥିବାରୁ ପୂର୍ବରୁ ସର୍ତକତା ଅବଲମ୍ବନ କରି ଅକ୍ସିଜେନ ପରୀକ୍ଷା କରାଇ ନେଲେ ତାହା ଫଳରେ ଜଣକର ଜୀବନକୁ ରକ୍ଷା କରିହେବ ବୋଲି
Read More...

ବଜାରକୁ ଆସିଲା ମହିନ୍ଦ୍ରାର ନୂଆ ଥାର୍‌

ନୂଆଦିଲ୍ଲୀ : ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ ପକ୍ଷରୁ ନୂଆ ‘ଥାର୍‌’ ମଡେଲ ଶୁକ୍ରବାର ବଜାରକୁ ଆସିଲା । ମହିନ୍ଦ୍ରା ଗ୍ରୁପ୍‌ର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ଏହି ନୂଆ ଏସ୍‌ୟୁଭିକୁ ଉନ୍ମୋଚନ କରାଯାଇଛି । ନୂଆ ଅବତାରରେ ଆସିଥିବା ‘ଥାର୍‌’ ୨ଟି ଟ୍ରିମ ( ଏଏକ୍ସ ଏବଂ
Read More...

ଅନ୍ଧ ରାଇଜେ ଗଲି ମୁଁ ଦର୍ପଣ ବିକି !

ନିରଂଜନ ତ୍ରିପାଠୀ, ସାମ୍ବାଦିକସାରା ବିଶ୍ୱକୁ ଘାଇଲା କରିବାକୁ ଯୋଜନା କରିଥିବା କରୋନା ଅଦୃଶ୍ୟମାନ ଭୂତାଣୁ କବଳରୁ ଭାରତ ମଧ୍ୟ ବାଦ୍‌ ପଡିନି । ଦେଶର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ମାନଙ୍କର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଭିଡିଓ କନଫରେନ୍‌?ସିଂ ମାଧ୍ୟମରେ ବିଚାର ବିମର୍ଷ
Read More...

ଅତର୍କିତ ଆକ୍ରମଣରେ ୨ ଗୁରୁତର : ଦୁହିଁଙ୍କୁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରରେ ଦିନ୍‌ଦାହାଡ଼ା ଚାଲିଛି ଗୁଣ୍ଡାରାଜ୍‌ । ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସହରର କଂସାରୀପଡ଼ା ମଦନଗୁଡ଼ିଆ ବଗିଚା ନିକଟସ୍ଥ ଇଂରାଜୀ ମଦ ଦୋକାନ ସାମ୍ନାରେ । ସ୍ପଷ୍ଟ ଦିବାଲୋକରେ ତଥା ଜନସାଧାରଣଙ୍କ ଜୋର୍‌ସୋର୍‌ ଯାତାୟତ ଭିତରେ ଅତର୍କିତ
Read More...

କରୋନାର କରୁଣ କାହାଣୀ : ଆର୍ଥିକ ଅନାଟନରୁ ଦୁଇ ସ୍ୱାମୀ ସ୍ତ୍ରୀ ଆତ୍ମହତ୍ୟା କଲେ

ବାଲେଶ୍ୱର, (କେପିଏନ୍‌ଏସ୍‌) : କରୋନା ଧ୍ୱଂସ କରିଦେଇଛି ଜୀବନ ଜୀବିକା । କିଏ ଗ୍ରୁପ୍‌ ଲୋନ୍‌ ନେଇ ହଇରାଣ ହେଉଛି ତ’ କିଏ ହାତ ଉଧାରି ନେଇ ସାମ୍ନା କରୁଛି ଦୁର୍ଦ୍ଦଶା । ଏମିତି ଅଭାବ ଅନାଟନକୁ ସାମ୍ନା କରି ବାଲେଶ୍ୱର ଜିଲ୍ଲା ରୂପ୍‌ସା ଥାନା ଅନ୍ତର୍ଗତ ପୁଡ଼ାଡ଼ିହି ଗାଁରେ କାଶୀନାଥ ରାଉଳ
Read More...

ମହାଶକ୍ତି ଫାଉଣ୍ଡେସନ ତରଫରୁ ଜଳ, ପରିମଳ ଓ ସ୍ୱଚ୍ଛତା ଉପରେ ଦିନିକିଆ ତାଲିମ କାର୍ଯ୍ୟକ୍ରମ

କଳାହାଣ୍ଡି, (କେପିଏନ୍‌ଏସ୍‌) : ମ.ରାମପୁର ବ୍ଲକ୍ ଅନର୍ଗତ ମଦନପୁର ରାଜୀବଗାନ୍ଧୀ ସେବାକେନ୍ଦ୍ର ଠାରେ ନବାର୍ଡ ସହାୟତାରେ ମହାଶକ୍ତି ଫାଉଣ୍ଡେସନ ତରଫରୁ ଜଳ, ପରିମଳ ଓ ସ୍ୱଚ୍ଛତା ଉପରେ ଏକ ଦିନିକିଆ ତାଲିମ କାର୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି । ଉକ୍ତ କାର୍ୟ୍ୟକ୍ରମରେ ମହାତ୍ମା ଗାନ୍ଧୀ
Read More...

ତିନି ବାଇକ୍ ଲୁଟେରା ଧରାପଡ଼ିଲେ ପୋଲିସ ହାତରେ

ଢେଙ୍କାନାଳ : ଲୁଟ୍‌ ବାଇକ୍‌ ସହ ତିନି ଜଣ ଲୁଟେରାଙ୍କୁ ଗିରଫ କରିଛି ପୋଲିସ । ବଡ଼ କଥା ହେଲା, ଗିରଫଙ୍କ ମଧ୍ୟରେ ୨ଜଣ ନାବାଳକ ରହିଥିବା କୁହାଯାଇଛି । ସିସିଟିଭି ଫୁଟେଜ୍‌ ଆଧାରରେ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରୁ ଗିରଫ କରିଛି ଢେଙ୍କାନାଳ ଥାନା ପୋଲିସ ବୋଲି ସୂଚନାରେ କୁହାଯାଇଛି ।
Read More...

କଂଗ୍ରେସ ପକ୍ଷରୁ କୃଷକ ବିରୋଧୀ ବିଲ୍‌ ପ୍ରତ୍ୟାହାର ଦାବୀ ଓ ପଦଯାତ୍ରା

କଳାହାଣ୍ଡି, (କେପିଏନ୍‌ଏସ୍‌) : କେନ୍ଦ୍ର ସରକାରଙ୍କ କୃଷି ବିଲ ପ୍ରତ୍ୟାହାର ଦାବୀ କରି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ କଂଗ୍ରେସ ପକ୍ଷରୁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବ୍ଳକ ବିଡ଼ିଓଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି। ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ସମ୍ପାଦକ ତଥା
Read More...

ଦଳୀୟ କର୍ମୀଙ୍କ ସହ ଅନଲାଇନ୍ ଆପ୍‌ରେ କଥା ହେଲେ ମନ୍ତ୍ରୀ ଟୁକୁନି ସାହୁ : ଜନ ସଚେତନତା ନେଇ ଆଲୋଚନା

ସଇଁନ୍ତଲା, (ଅଜିତ କୁମାର ସାହୁ) : ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଜୁମ୍ ଆପ୍ ମାଧ୍ୟମରେ ନିଜ ନିର୍ବାଚନ ମଣ୍ଡଳୀ ସଇଁତଳା ବ୍ଲକର ଜୋନ୍ ସ୍ତରୀୟ ଦଳୀୟ କର୍ମୀଙ୍କ ସହ ଜନ ସଚେତନତା କାର୍ୟ୍ୟକ୍ରମ ବିଷୟରେ ଆଲୋଚନା କରିଛନ୍ତି । ଅକ୍ଟୋବର ୨ରୁ ନଭେମ୍ବର ୨
Read More...