ଧଣ୍ଡାମୁଣ୍ଡା ଛକ ଦୁର୍ଘଟଣାରେ ଆହତ ମହିଳାଙ୍କ ମୃତ୍ୟୁ ଘଟଣା : ଗାଡି ମାଳିକ ଘର ସାମ୍ନାରେ ଶବ ରଖି ଆନ୍ଦୋଳନ
ଖପ୍ରାଖୋଲ, (ଜ୍ୟୋତିରଂଜନ ପଣ୍ଡା) : ଖପ୍ରାଖୋଲ ପାଟଣାଗଡ ରାସ୍ତା ଧଣ୍ଡାମୁଣ୍ଡା ଛକ ନିକଟରେ ଗୁରୁବାର ଟାଟା ସୋମୋ ଓ ମୋଟରସାଇକେଲ ମୁହାଁମୁହିଁ ଦୁର୍ଘଟଣାରେ ତିନି ଜଣ ମୋଟରସାଇକଲ ଆରୋହୀ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଗୁରୁବାର ରାତିରେ ହଂସା ଛୁରା(୬୦)ଙ୍କ ମୃତ୍ୟୁ ହୋଇଥିଲା ।!-->…
Read More...
Read More...