ଜଘନ୍ୟ କାଣ୍ଡ : ଯୁବକଙ୍କୁ ପିଟି ପିଟି ହତ୍ୟା, ସୋସିଆଲ ମିଡ଼ିଆରେ ଭାଇରାଲ୍
ଭଦ୍ରକ : ଏକ ଜଘନ୍ୟ କାଣ୍ଡ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି । ଭଦ୍ରକ ସଦର ଥାନା ବଗମରା ଆଦିବାସୀ ସାହିର ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ବେଳେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜିଲାରେ ସରଗରମ ଆଲୋଚନା ଚାଲିଛି । ପୋଲିସ ଏକ ହତ୍ୟା ମାମଲା!-->…
Read More...
Read More...