Yearly Archives

2020

ସ୍ୱଚ୍ଛତମ, ସୁସ୍ଥତମ ଭାରତର ସଂକଳ୍ପକୁ ଦୋହରାଇବାର ସମୟ ଉପନୀତ : ହରଦୀପ ସିଂ ପୁରୀ

• ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସ୍ୱଚ୍ଛ ଭାରତ ମିଶନ(ସହରାଞ୍ଚଳ)ର ଗୌରବମୟ ୬ ବର୍ଷ ପୂର୍ତ୍ତି ପାଳନ• ‘ସ୍ୱଚ୍ଛତା କେ ୬ ସାଲ ବେମିସାଲ’ ଶୀର୍ଷକ ୱେବିନାର ଆୟୋଜିତ• ଶ୍ରୀ ହରଦୀପ ସିଂ ପୁରୀଙ୍କ ଦ୍ୱାରା ଇଣ୍ଟରଆକ୍ଟିଭ ଏସବିଏମ-ୟୁ ପୋର୍ଟାଲ ଡକ୍ୟୁମେଣ୍ଟାରୀ ଲର୍ଣ୍ଣିଂସର
Read More...

ଦକ୍ଷ ହକି ଖେଳାଳୀ ସୃଷ୍ଟି ପାଇଁ ଉଦ୍ୟମ

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁର ଜିଲ୍ଲାର ହକି ଖେଳାଳୀମାନଙ୍କୁ ଉତ୍ସାହିତ କରି ପ୍ରତିଭାବାନ ଦକ୍ଷ ଖେଳାଳି ସୃଷ୍ଟି କରିବା ପାଇଁ ଯୁଯୁମୁରା ହାଇସ୍କୁଲ ପଡ଼ିଆରେ ହକି ଟର୍ଫ୍ ବିଛାଇବା କାମ ଚାଲିଛି । କେନ୍ଦ୍ର ସରକାରଙ୍କ ୱାର୍କିଂ ଏଜେନ୍ସି ୱାଫକ୍ସ ଦ୍ଵାରା ଏହି କାର୍ୟ୍ୟ
Read More...

ନାବାଳିକା ଝିଅ ତୁଳସୀ କରିବ କ’ଣ, ଚାରିଦିଗ ତାର ଅନ୍ଧାର : ପ୍ରଶାସନର ଦୃଷ୍ଟି ପଡ଼ୁ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ୍‌ ମହୁଲପାଟି ଗ୍ରା.ପ. ଅନ୍ତର୍ଗତ ଗୋଇନ୍ଦିମାଲ ଗାଁର ଲଛମନ କୁମ୍ଭାର(୯୦) ଜଣେ ପକ୍ଷାଘାତ ରୋଗୀ । ଖୁବ୍‌ ଗରିବ ଭୂମିହୀନ ଲଛମନ୍‌ଙ୍କ ଦୁଃଖ ଏବେ କହିଲେ ନସରେ । ସ୍ତ୍ରୀ ସରୋଜିନୀ ଗତ ୨୦୧୬ରେ ଆରପାରିକୁ ଚାଲିଗଲେ । ଏବେ ଝିଅ ତୁଳସୀ(୧୭)କୁ
Read More...

ସମ୍ବଲପୁର-କଟକ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନ ମାନର : ସମ୍ବଲପୁର ସାଂସଦ ନୀତିଶ ଗଙ୍ଗଦେବ

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁର-କଟକ ୪୨ ନମ୍ୱର ରାଜ୍ୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନ ମାନର ବୋଲି ସମ୍ବଲପୁର ସାଂସଦ ନୀତିଶ ଗଙ୍ଗଦେବ କେନ୍ଦ୍ରୀୟ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ପତ୍ର ଲେଖିଛନ୍ତି । ଗାତ ଖାଲରେ ଭର୍ତ୍ତି ଏହି ରାସ୍ତାରେ ପ୍ରତିଦିନ ଦୁର୍ଘଟଣା
Read More...

କ୍ରମାଗତ ଭାବେ ୧୧ ଦିନ ପାଇଁ କରୋନା ସକ୍ରିୟ ମାମଲା ସଂଖ୍ୟା ୧୦ ଲକ୍ଷରୁ କମ

● ୧୨ ଦିନରେ ସୁସ୍ଥ ହେଲେ ୧୦ ଲକ୍ଷ ଆକ୍ରାନ୍ତନୂଆଦିଲ୍ଲୀ, (ପିଆଇବି) : କ୍ରମାଗତ ୧୧ ଦିନ ଧରି ଭାରତରେ କରୋନା ସକ୍ରିୟ ମାମଲା ୧୦ ଲକ୍ଷରୁ କମ ରହିଛି ।ଆଜି କରୋନା ସକ୍ରିୟ ମାମଲାର ସଂଖ୍ୟା ରହିଛି ୯,୪୨,୨୧୭ ।ପ୍ରତିଦିନ ଅଧିକରୁ ଅଧିକ ଆକ୍ରାନ୍ତ ସୁସ୍ଥ ହେଉଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ
Read More...

ସିଆରପିଏଫ.ର ଫିଟ ଇଣ୍ତିଆ ଫ୍ରିଡମ ରନ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ତ ଝାରବନ୍ଧ ବ୍ଲକ ଜଗଦଲପୁର ଠାରେ ଥିବା ୧୮୯ ବ୍ୟାଟେଲିୟନ ସିଆରପିଏଫ୍ ଜବାନମାନଂକ ଦ୍ୱାରା ଫିଟ୍ ଇଣ୍ତିଆ ଫ୍ରିଡମ୍ ରନ୍ ପାଳନ କରାଯାଇଛି । ଏସିଷ୍ଟେଣ୍ତ କମାଣ୍ତେଷ୍ଟ ରାଜୀବ କୁମାର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ।
Read More...

ଗାନ୍ଧୀ ଜୟନ୍ତୀରେ କୃଷି ବିଲ୍‌କୁ ବିରୋଧ ଓ ପ୍ରତିବାଦ ସଭା

ବେଲପଡ଼ା, (ସିପୁନ ଖମାରୀ) : ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ବେଲପଡା ଜୟ କୋସଲ କୃଷକ ସଙ୍ଗଠନ ତରଫରୁ କେନ୍ଦ୍ର ସରକାର ଦ୍ୱାରା ଆଗତ ହେଇଥିବା କୃଷି ବିଲ୍‌କୁ ବିରୋଧ କରାଯାଇଛି । ପଶ୍ଚିମ ଓଡ଼ିଶା କୃଷକ ସମନ୍ୱୟ ସମିତିର ଆହ୍ୱାନ କ୍ରମେ ଆଜି ସ୍ଥାନୀୟ ତାରିଣୀ ମନ୍ଦିର ଛକଠାରେ ବିରୋଧ
Read More...

କବିତା : ସବୁ କିଛି ଠିକ୍‌ ଠାକ୍‌ ଚାଲେ

ରତ୍ନମୟ ତ୍ରିପାଠୀ ସବୁକିଛି ଠିକ୍‌ ଥିବା ବେଳେତୁମ ପାଇଁ ହଠାତ୍‌ ବଦଳିଯାଏସମାଜ, ସଭ୍ୟତା, ସରକାରନିଶବ୍ଦ ରାତିର ଅନ୍ଧାର ଭିତରେପାପ କରେ ଜଣେଦଣ୍ଡପାଅ ତୁମେ । କାହାକୁ ଆଉ ବିଶ୍ୱାସ କରିବ ଯେ'ଘର, ବାହାର, ଅଫିସ, ସ୍କୁଲ, ଗାଡି ମଟରସବୁଠିତ ଅସୁରକ୍ଷିତ ତୁମେ । ତୁମକୁ ନ୍ୟାୟ ଦେବା
Read More...

ନୂଆ ଏନ୍‌ଏସି ଗଠନ ତାଲିକାରେ ଲୋଇସିଂହା :୧୦ ବର୍ଷର ପ୍ରତୀକ୍ଷା, ଆଶା ନା ଆଶଙ୍କା ?

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଦୀର୍ଘ ୧୦ ବର୍ଷ ହେଲା ଲୋଇସିଂହା ଏନ୍‌ଏସି ହେବ, ଅନେକ ଥର ଏମିତି ତାଲିକା ପ୍ରକାଶ ପାଇଛି । ଏମିତିକି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଶ୍ରେୟ ନେବା ପାଇଁ ରାସ୍ତାଘାଟରେ ଫ୍ଲେକ୍ସ ମଧ୍ୟ ଲାଗିଛି । କିନ୍ତୁ ଆଶାରେ ପଡି ରହିଥିବା ଲୋଇସିଂହାବାସୀଙ୍କ ୧୦
Read More...

ବଲାଙ୍ଗିର ଚିମ୍‌ନିଭାଟି ପଡ଼ାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଚିମ୍‌ନିଭାଟି ପଡ଼ାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି । ସ୍ଥାନୀୟ ଶାସ୍ତ୍ରୀ କ୍ଲବ୍‌ ଦ୍ୱାରା ଆୟୋଜିତ ଏହି ଜୟନ୍ତୀ ପାଳନରେ ବିଜେଡ଼ି. ନେତା ଶମ୍ଭୁ ନାଗ ସଭାପତିତ୍ୱ କରିଥିବା ବେଳେ ବକ୍ତା ଭାବେ ଯୋଗଦାନ କରିଥିଲେ ମନୋରଂଜନ
Read More...