କରୋନା ପଜିଟିଭ୍‌ ହେବା ପରେ ଟ୍ରମ୍ପ ହସ୍‌ପିଟାଲରେ ଭର୍ତ୍ତି

ୱାସିଂଟନ୍‌ : କରୋନା ପଜିଟିଭ୍‌ ହେବା ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି । ଗତକାଲି ନିଜେ କରୋନା ସଂକ୍ରମିତ ହୋଇଥିବା ନେଇ ଟ୍ୱିଟ୍‌ କରି ସୂଚନା ଦେଇଥିଲେ । ଆମେରିକାର ୱାଲଟର ରିଡ ମିଲିଟାରୀ ମେଡିକାଲ ସେଣ୍ଟରରେ ପ୍ରାଥମିକ ଚିକିତ୍ସା ଗ୍ରହଣ କରୁଛନ୍ତି । ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ କରୋନା ପଜିଟିଭ ହେବା ପରେ ଆଇସୋଲେସନରେ ଥିଲେ । ତେବେ ଡାକ୍ତରଙ୍କ ପରାମର୍ଶ ପରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଆର୍ମି ହସ୍ପିଟାଲରେ ରଖାଯାଇଛି ।

Leave A Reply

Your email address will not be published.