ଗାଏ ମାରୁ ମାନ୍‌କୁ ଜଲଦି ଧରାଯିବାର ଦାବୀ ନେ ବଜରଂଗ ଦଲର୍ ଫାଣ୍ଡି ଘେରାଉ

ଚନ୍ଦନଭାଟି, ( ରାଜେଶ ଦଣ୍ଡସେନା) : ଚନ୍ଦନଭାଟି ପାଖର୍ କୁଶମେଲ ଠାନେ ଘଟିଥିଲା ଗୁଟେ ଗୋହତ୍ୟା ଘଟନା । ଗଲା ସାତଦିନ୍ ତଲେ ଗୁଟେ ଜିଇଁଲା ଗାଏକେ ଆନି କରି କୁଶମେଲ ନଦିଖଁଡି ଜିଇଁତା କାଟୁଥିବାର୍ ଖବର୍ ପାଇ କରି କୁଶମେଲ ବଜରଂଗ ଦଲର୍ ପିଲାମାନେ ପଗଡିଥିଲେ । ଗାଏକାଟୁ ମାନେ କିଛି ଲୁକର ଶବଦ୍ ପାଇକରି ଧରା ପଡ୍‌ବାର ଆଘ ନୁ ଫେରାର୍ ମାରିଦେଲେ । ଫେର୍‌ ପଲେଇ ନିପାରି କରି ଧରା ପଡିଗଲେ ଖଲିଆପାଲିର୍ ଝନେ ବୁଢା । ତାହାକୁ ବଜରଂଗ ଦଲ୍ ଆର୍ କିଛି ଗାଁର୍ ଲୁକେ ସବୁ କଥା ବକ୍‌ତେଇ ଥିଲେ । ସେ ସବୁ ସତ୍ ସତ୍ ମାନିକରି ଘଟନା ଥି କିଏ କିଏ ମିଶିଥିଲେ, କେନତା କରି ଆନଲେ, ସବୁକଥା ଗୁଟ୍ ଗୁଟ୍ କରି କହିଥିଲା । ତାହାକେ ଚନ୍ଦନଭାଟି ଫାଣ୍ଡି ନେ ନେଇକରି ଜିମା ଦେଇଥିଲେ ଆର ବାକି ଅପରାଧୀ ମାନକର୍ ନାଁ ଥି କେଶ୍ ଦେଇଥିଲେ । ଫାଣ୍ଡି ଅଧିକାରୀ ଧରା ପଡିଥିବାର୍ ଅପରାଧିକେ ରଖି ବାକି ଅପରାଧୀକୁ ବହୁତ ଜଲ୍‌ଦି ପଗଡାଯିବା ବଲି ବଜରଂଗ ଦଲର୍ ମେମର୍ ମାନ୍‌କୁ କହିଥିଲେ । ହେଲେ ଘଟନାର୍ ସାତ୍ ଦିନ୍ ଉତାରୁ ବି ଅପରାଧୀମାନେ ଖୁଲମ୍‌ଖୁଲ୍ଲା ବୁଲୁଥିଲେ ବି ନାଇଁ ପଗଡିବାର୍ ତାଏଲ୍ ଆର ପୁଲିସ୍ ଜାନି ଶୁନିକରି ତୁମ୍ ପଡିଛେ ବଲି ଆଏଜ୍ ବଜରଂଗ ଦଲ୍ ବଲାଙ୍ଗିର ତର୍‌ଫୁ ଚନ୍ଦନଭାଟି ଫାଣ୍ଡି ଘେରୋ କରିଥିଲେ । ଫାଣ୍ଡି ଅଧିକାରୀ ବହୁତ ଜଲଦି ଅପରାଧି ମାନ୍‌କୁ ଧରି କରି ତାକର୍ ଉପରେ କାର୍ୟ୍ୟାନୁଷ୍ଠାନ୍ ନିଆଯିବା ବଲି କହିଛନ୍ । ଫେର ଘାଏ ଆଶା ଦେଇଛନ୍ । ଇଆଡେ ଯଦି ଅପରାଧୀକୁ ଜଲ୍‌ଦି ନାଇଁ ପଗଡାଯାଏ, ବଏଲେ ବଜରଂଗ ଦଲ୍ ଆଗକେ ରାଜରାସ୍ତାକେ ଉତରି କରି ଆନ୍ଦୋଳନ କରବା ବଲି ଚେତାବନୀ ଦେଇଛେ ।

Leave A Reply

Your email address will not be published.