csstore

ବଲାଙ୍ଗିର ଜିଲ୍ଲାରେ ଆଜି ୯୫ ଜଣ କରୋନା ଆକ୍ରାନ୍ତ : ୨୪ ଜଣ ବଲାଙ୍ଗିର ପୌରାଂଚଳରୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ୪୫୮୩ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୭୩୫ ଜଣ ସୁସ୍ଥ ହୋଇଛନ୍ତି । ୨୪ ଜଣଙ୍କ ପ୍ରାଣହାନୀ ଘଟିଛି ଏବଂ ବର୍ତ୍ତମାନ ଏକ୍‌ଟିଭ୍‌ ରହିଛନ୍ତି ୮୨୪ ଜଣ । ଆଜି ବଲାଙ୍ଗିର ଜିଲ୍ଲାରେ ୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳରୁ ୨୪ ଜଣ ଚିହ୍ନଟ ହୋଇଥିବା ବେଳେ ୱାର୍ଡ ନଂ.୨ରୁ ୧, ୪ରୁ ୧, ୫ରୁ ୧, ୧୦ରୁ ୨, ୧୨ରୁ ୧, ୧୪ରୁ ୪, ୧୫ରୁ ୧, ୧୯ରୁ ୧, ୨୦ରୁ ୯ ଏବଂ ୨୧ରୁ ୩ ଜଣ ସଂକ୍ରମିତ ହୋଇଛନ୍ତି । ସେହିପରି ଆଗଲପୁର ବ୍ଲକ୍‌ ରିନ୍‌ବଚନ ଗ୍ରା.ପ.ରୁ ୧, ବଲାଙ୍ଗିର ବ୍ଲକ୍‌ ସଦେଇପାଲି ଗ୍ରା.ପ.ରୁ ୧, ତୁଷୁରାବାହାଲ ଗ୍ରା.ପ.ରୁ ୧, ବଙ୍ଗୋମୁଣ୍ଡା ବ୍ଲକ୍‌ ଗ୍ରା.ପ.ରୁ ଭୁଷଲାଡ଼ ଗ୍ରା.ପ.ରୁ ୨, ଜାମଖୁଣ୍ଟା ଗ୍ରା.ପ.ରୁ ୫, ଦେଓଗାଁ ବ୍ଲକ୍‌ ଦେଓଗାଁ ଗ୍ରା.ପ.ରୁ ୩, ଗୁଡ଼ଭେଲା ବ୍ଲକ୍‌ ତୁଷୁରା ଗ୍ରା.ପ.ରୁ ୧, ମାଢେ଼କେଲା ଗ୍ରା.ପ.ରୁ ୩, କଂଟାବାଂଜି ଏନ୍‌ଏସି. ୱାର୍ଡ ନଂ.୨ରୁ ୩, ୩ରୁ ୧, ୪ରୁ ୧, ୫ରୁ ୧, ୧୨ରୁ ୨, ୧୪ରୁ ୧, ଖପ୍ରାଖୋଲ ବ୍ଲକ୍‌ ଖପ୍ରାଖୋଲ ଗ୍ରା.ପ.ରୁ ୧, ଲାଠୋର ଗ୍ରା.ପ.ରୁ ୫, ଲୁହାସିଂହା ଗ୍ରା.ପ.ରୁ ୧, ଲୋଇସିଂହା ବ୍ଲକ୍‌ କନ୍ଦାଜୁରୀ ଗ୍ରା.ପ.ରୁ ୧, ବାଦୀମୁଣ୍ଡା ଗ୍ରା.ପ.ରୁ ୧, ଲୋଇସିଂହା ଗ୍ରା.ପ.ରୁ ୨, ମୁରିବାହାଲ ବ୍ଲକ୍‌ ଗଅଁରେଇ ଗ୍ରା.ପ.ରୁ ୧, ପାଟଣାଗଡ଼ ବ୍ଲକ୍‌ ବନେଇମୁଣ୍ଡା ଗ୍ରା.ପ.ରୁ ୨, ଘଁସିଏନ୍‌ ଗ୍ରା.ପ.ରୁ ୧, ପାଟଣାଗଡ଼ ଏନ୍‌ଏସି. ୱାର୍ଡ ନଂ. ୭ରୁ ୧, ପୁଇଁନ୍ତଲା ବ୍ଲକ୍‌ ଜାମଗାଁ ଗ୍ରା.ପ.ରୁ ୨, ସଇଁନ୍ତଲା ବ୍ଲକ୍‌ ବୁଢ଼ାବାହାଲ ଗ୍ରା.ପ.ରୁ ୮, ଟିଟିଲାଗଡ଼ ବ୍ଲକ୍‌ ମନିଗାଁ ଗ୍ରା.ପ.ରୁ ୧, ଦିଗ୍‌ଶିରା ଗ୍ରା.ପ.ରୁ ୧, ସିହିନୀ ଗ୍ରା.ପ.ରୁ ୩, ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୨ରୁ ୨, ୩ରୁ ୧, ୪ରୁ ୨, ୫ରୁ ୧, ୯ରୁ ୧, ୧୦ରୁ ୧, ୧୧ରୁ ୩, ତୁରେକେଲା ବ୍ଲକ୍‌ କୁଇବାହାଲ ଗ୍ରା.ପ.ରୁ ୨ ଏବଂ ବଡ଼ବାଙ୍କି ଗ୍ରା.ପ.ରୁ ୧ ଜଣ ଆକ୍ରାନ୍ତ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି ।

jayashree
Leave A Reply

Your email address will not be published.