Yearly Archives

2020

କୁଶଙ୍ଗରେ ୫ ଦିନିଆ ଜନତା ସଟ୍‌ଡାଉନ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ମହାମାରୀ କରୋନା ଦିନକୁ ଦିନ କାୟା ବିସ୍ତାର କରୁଛି । କରୋନା ସଂକ୍ରମଣ ସଂଖ୍ୟା ବଢୁଥିବା ବେଳେ ଲୋଇସିଂହା ବ୍ଲକ ଅନ୍ତର୍ଗତ କୁଶଙ୍ଗ ଗ୍ରାମରେ ବିଗତ ୨ ଦିନ ମ୍ମରେ ୧୪ ଜଣ ନୂଆ ସଂକ୍ରମଣ ଚିହ୍ନଟ ହୋଇଥିବା ଜଣାଯାଇଛି । ‘ଳରେ ଗ୍ରାମରେ ଲୋକଙ୍କ ମନରେ ଭୟ
Read More...

ବକେୟା ପ୍ରାପ୍ୟ ପ୍ରଦାନ ଦାବୀରେ ପାଚିକା ସହାୟିକା ସଂଘ ପକ୍ଷରୁ ଦାବୀପତ୍ର ପ୍ରଦାନ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ପାଚିକା ସହାୟିକା ମାନଙ୍କ ୨୮ ମାସର ବକେୟା ପ୍ରାପ୍ୟ, ମାର୍ଚ୍ଚ ମାସରୁ ସେପ୍‌ଟେମ୍ବର ମାସର ଦରମା ଓ ଶାଢୀ ପ୍ରଦାନ ଦାବୀରେ ନିଖିଳ ଓଡିଶା ଏମ୍‌ଡିଏମ୍‌ ପାଚିକା ସହାୟିକା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ବିଡିଓ ଓ ବିଇଓଙ୍କୁ
Read More...

କଂଟାବାଂଜି ଟେଲିକମ୍‌ ଠିକା କର୍ମଚାରୀଙ୍କ ୧୧ ମାସ ହେଲା ଦରମା ବନ୍ଦ : କଂଟାବାଂଜି ଏସଡିଟିଏମ କାର୍ଯ୍ୟାଳୟକୁ ବନ୍ଦ…

୨୬ ଦିନର ଦରମାରେ ୧୨ଦିନର ଦରମା ଏସଡିଓ ଲାଂଚ ନେଉଥିବା ଭଳି ସାଂଘାତିକ ଅଭିଯୋଗକଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଟେଲିକମ ସବ୍‌ ଡିଭିଜନରେ କାର୍ଯ୍ୟରତ କୁଶଳି ଓ ଅଣ କୁଶଳି ଠିକା କର୍ମଚାରୀଙ୍କୁ ୧୧ମାସ ହେଲା ଦରମା ଦିଆଯାଇ ନାହିଁ । ଏହାର ପ୍ରତିବାଦ କରି ଠିକା
Read More...

ହାଥ୍‌ରସ୍‌ ପୀଡିତାଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ମହିଳା କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଉତ୍ତର ପ୍ରଦେଶ ଅନ୍ତର୍ଗତ ହାଥ୍‌ରସ୍‌ ଗଣ ଦୁଷ୍କର୍ମ ଘଟଣାରେ ପୀଡିତାଙ୍କ ପରିବାରଙ୍କୁ ନ୍ୟାୟ ପ୍ରଦାନ କରିବା ତଥା ଦୋଷୀକୁ ପ୍ରୋତ୍ସାହନ ଦେଉଥିବା ଯୋଗୀ ଓ ମୋଦୀ ସରକାରଙ୍କ ବରଖାସ୍ତ ଦାବୀରେ ଜିଲ୍ଲା ମହିଳା କଂଗ୍ରେସ କମିଟି ତରଫରୁ ସଭାନେତ୍ରୀ ମିଲନୀ
Read More...

ଭାନପୁର ପଂଚାୟତରେ ନିମ୍ନମାନର ଚାଉଳ ଯୋଗାଣ ଅଭିଯୋଗ

ଖପ୍ରାଖୋଲ, (ଜ୍ୟୋତି ରଂଜନ ପଣ୍ଡା) : ଖପ୍ରାଖୋଲ ବ୍ଲକ ଭାନପୁର ପଂଚାୟତରେ ନିମ୍ନମାନର ଚାଉଳ ଯୋଗାଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଗତ ରବିବାର ଯୋଗାଣ ବିଭାଗ ତରଫରୁ ଗରିବ କଲ୍ୟାଣ ଯୋଜନାରେ ହିତାଧିକାରୀଙ୍କୁ ସେପ୍ଟେମ୍ବର ଓ ଅକ୍ଟୋବର ମାସର ମାଗଣା ଚାଉଳ ଯୋଗାଇବା ପାଇଁ ୬୯୦
Read More...

ହରିଶଙ୍କର ଛକ ନିକଟରେ ପୋଲିସ ଦ୍ୱାରା ଚଢାଉ : ୫ ଶିଶୁ ସହ ୧୧ ଦାଦନ ଶ୍ରମିକ ଉଦ୍ଧାର

ଖପ୍ରାଖୋଲ, (ଜ୍ୟୋତି ରଂଜନ ପଣ୍ଡା) : ଖପ୍ରାଖୋଲ ଧଣ୍ଡାମୁଣ୍ଡା ରାସ୍ତା ହରିଶଙ୍କର ଛକଠାରେ ଖପ୍ରାଖୋଲ ପୋଲିସ ଚଢାଉ କରି ହାଇଦ୍ରାବାଦ୍‌କୁ ଚାଲାଣ ହେଉଥିବା ୫ ଶିଶୁ ସହ ୩ ଜଣ ମହିଳା ଓ ୩ ଜଣ ପୁରୁଷ ମୋଟ୍‌ ୧୧ ଜଣଙ୍କୁ ପୋଲିସ ଉଦ୍ଧାର କରିଛି । ସୂଚନା ଅନୁସାରେ ଉଦ୍ଧାର ସମସ୍ତ ଶମ୍ରିକ
Read More...

ସାରା ବିଶ୍ୱରେ କୋଭିଡ଼-୧୯ ଭୂତାଣୁ ସଂକ୍ରମିତ କରାଇଥିବା ଚୀନ୍‌କୁ ବହୁତ ମହଙ୍ଗା ପଡ଼ିବ : ଟ୍ରମ୍ପ

ୱାଶିଂଟନ୍‌ : ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ଼ ଟ୍ରମ୍ପ ଚୀନ୍‌କୁ କଡ଼ା ଚେତାବନୀ ଦେଇ କହିଛନ୍ତି, ସାରା ବିଶ୍ୱରେ କୋଭିଡ-୧୯ ଭୂତାଣୁ ସଂକ୍ରମିତ କରାଇଥିବା ଚୀନ୍‌କୁ ଏଥିପାଇଁ ବହୁତ ମହଙ୍ଗା ପଡ଼ିବ । କରୋନା ସଂକ୍ରମଣରୁ ସୁସ୍ଥ ହେବା ପରେ ପରେ ଆର୍ମି ହସ୍‌ପିଟାଲ୍‌ରୁ ହ୍ୱାଇଟ୍‌ ହାଉସ୍‌
Read More...

ବୀରନସିଂହପୁର ଠାରେ ଅଜଣା ଗାଡି ଧକ୍ଳାରେ ବୃ‌ଦ୍ଧ‌ଙ୍କ ମୃତ୍ୟୁ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର ବୀରନସିଂହପୁର ଠାରେ ଆଜି ଭୋର୍ ସକାଳେ ଏକ ଅଜଣା ଗାଡି ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସୁଚନା ଅନୁସାରେ ବୀରନସିଂହପୁର ଗ୍ରାମର ନିଳାଦ୍ରୀ ଭୋକ୍ତା (୫୨) ଆଜି ସକାଳୁ
Read More...

ବନ୍ଧପଡ଼ାରେ ‘ଓଡ଼ିଶା ମୋ ପରିବାର’ର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ : ସଂଗ୍ରହ ହେଲା ୫୪ ୟୁନିଟ…

ଦେଓଗାଁ, (ମନୀଷ କୁମାର ସାହୁ) : ପବିତ୍ର ଗାନ୍ଧୀ ଜୟନ୍ତୀ ଠାରୁ ବଲାଙ୍ଗିର ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହୋଇଥିବା ସପ୍ତାହ ବ୍ୟାପୀ ରକ୍ତଦାନ ଜୀଵନ ବିନ୍ଦୁ କାର୍ଯ୍ୟକ୍ରମ ଦେଓଗାଁ ବ୍ଲକ ବନ୍ଧପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ବୁଧୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ମୋ
Read More...

ଆସନ୍ତା ମାସରୁ ବ୍ରିଟେନ୍‌ରେ ମିଳିପାରେ କରୋନା ଭାଇରସ୍‌ ଟୀକା

ଲଣ୍ଡନ : ସାରା ବିଶ୍ୱ ଏବେ କରୋନା ସହ ଲଢ଼ୁଛି । ଏମିତି ସମୟରେ ଏକ ଭଲ ଖବର ସାମ୍ନାକୁ ଆସୁଛି । ବ୍ରିଟେନ୍‌ରେ ଆସନ୍ତା ମାସରୁ କରୋନା ଭାଇରସ୍‌ ଭେକ୍‌ସିନ୍‌ ଦିଆଯିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବ୍ରିଟେନ୍‌ ହେଲ୍‌ଥ ସିଷ୍ଟମ୍‌ ପକ୍ଷରୁ କ୍ରିସମସ
Read More...