Yearly Archives

2020

ବଲାଙ୍ଗିର ସହରର ଠିକାଦାରପଡ଼ାକୁ ଯାଇଥିବା ରାସ୍ତା ଉପରେ ଭାସୁଛି କଦର୍ଯ୍ୟ ଡ୍ରେନ୍‌ ପାଣି : ପ୍ରଶାସନ ନୀରବ ଦ୍ରଷ୍ଟା

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ସଂକ୍ରମଣ ଯୋଗୁଁ ସବୁଆଡେ଼ ସ୍ୱଚ୍ଛତାକୁ ବିଶେଷ ଦୃଷ୍ଟି ଦିଆଯାଉଥିବା ବେଳେ ବଲାଙ୍ଗିର ସହରର ଠିକାଦାରପଡ଼ାକୁ ଯାଇଥିବା ରାସ୍ତା ଉପରେ ଭାସୁଛି କଦର୍ଯ୍ୟ ଡ୍ରେନ୍‌ ପାଣି । ସୂଚନା ଅନୁସାରେ ମୁଖ୍ୟରାସ୍ତାରୁ ଠିକାଦାରପଡ଼ାକୁ ଯିବା ବେଳେ ରହିଥିବା
Read More...

ଭେଉଁରିଆ ମୁଖ୍ୟ ଛକରେ ଟ୍ରାଫିକ ସମସ୍ୟା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ସହରର ମୁଖ୍ୟ ଭେଉଁରିଆ ଛକ ପାଲଟିଛି ମରଣ ଯନ୍ତା । ପ୍ରତ୍ୟେକ ଦିନ ଭେଉଁରିଆ ଛକରେ ହଜାର ହଜାର ଜନ ସାଧାରଣ ଓ ଛୋଟରୁ ଆରମ୍ଭ କରି ଭାରିଯାନ ଚଳାଚଳ କରୁଛି । ଉତ୍ତର ଦିଗ, ଦକ୍ଷିଣ ଦିଗ, ପୂର୍ବ ଦିଗ, ପଶ୍ଚିମ ଦିଗରୁ ଚାରିଦିଗରୁ
Read More...

ବଲାଙ୍ଗିର ଜିଲ୍ଲାରେ ୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ମ୍ୟୁନିସିପାଲିଟିରୁ ୬

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୧୩୦ରେ ପହଂଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୪୨୭୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୩୪ ଜଣ ଏକ୍‌ଟିଭ୍‌ ରହିଛନ୍ତି । ବଲାଙ୍ଗିର ଜିଲ୍ଲାରେ ଆଜି ୬୨ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ
Read More...

ମନରେଗା ପାଉଣା ନ ମିଳିବାରୁ ଟେମରୀ ସରପଞ୍ଚଙ୍କ କାର୍ଯ୍ୟାଳୟରେ ଗଣ ଧାରଣା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରୀ ଗ୍ରାମର ଶ୍ରମିକମାନେ ଆଜିକୁ ଛଅ ମାସ ପୂର୍ବେ ମନରେଗା ଯୋଜନାରେ ମାଟିକାମ କରିଥିଲେ । ଏକ ସପ୍ତାହର ପାଉଣା ପାଇଥିବା ବେଳେ ଆହୁରି ଦୁଇ ସପ୍ତାହର ଉଚିତ ପ୍ରାପ୍ୟ ଏ ପର୍ୟ୍ୟନ୍ତ ମିଳି ନାହିଁ । ବାରମ୍ବାର
Read More...

ସରକାରୀ ସହାୟତା ପାଇଁ ଉପଜିଲ୍ଲାପାଳଙ୍କ ଠାରେ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ଏକ ଚିର ମରୁଡିଗ୍ରସ୍ତ ଅଞ୍ଚଳ ଅଟେ । ଏ ଅଞ୍ଚଳରେ ଜଳସେଚନର କୌଣସି ସୁବିଧା ନାହିଁ । ଏହି ଅଞ୍ଚଳର ଚାଷୀମାନେ କେବଳ ଖରିଫ ଋତୁର ଫସଲ ଉପରେ ନିର୍ଭର କରିଥାନ୍ତି । ଚଳିତ ବର୍ଷ ଲଘୁଚାପ ଜନିତ ବର୍ଷାରେ ଧାନକେଣ୍ତା ଗୁଡିକରେ ଅଜଣା ରୋଗ ପୋକ
Read More...

ମା’ ଭୈରବୀଙ୍କ ଦାନ ବାକ୍ସରୁ ଚୋରୀ ଉଦ୍ୟମ ବେଳେ ଧରାପଡିଲା ଚୋର

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ପୁରୁଣାକଟକର ପ୍ରତିଷ୍ଠିତ ଶ୍ରୀ ଶ୍ରୀ ମା' ଭୈରବୀ ଦେବୀଙ୍କ ମନ୍ଦିରର ଦାନ ବାକ୍ସ ଭାଙ୍ଗି ଚୋରୀ ଉଦ୍ୟମ କରୁଥିବା ବେଳେ ଜଣେ ଯୁବକ ଧରା ପଡିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଦେବୀଙ୍କ ପୀଠରେ ଶାରଦୀୟ ଷୋହଳ ପୁଜା ଚାଲିଛି । ଏ ଅବସରରେ ପୁରୁଣାକଟକ
Read More...

ଲାଲୁ ଯାଦବଙ୍କୁ ଝାରଖଣ୍ଡ ହାଇକୋର୍ଟରୁ ମିଳିଲା ଜମାନତ୍‌ : କିନ୍ତୁ ଏବେ ଜେଲ୍‌ରେ ହିଁ ରହିବେ

ରାଂଚି : ବିହାର ବିଧାନସଭାର ଠିକ୍‌ ପୂର୍ବରୁ ରାଷ୍ଟ୍ରୀୟ ଜନତା ଦଳର ସୁପ୍ରିମୋ ଲାଲୁ ଯାଦବଙ୍କୁ ଝାରଖଣ୍ଡ ହାଇକୋର୍ଟଙ୍କ ଦ୍ୱାରା ଜମାନତ୍‌ ମିଳିଯାଇଛି । ତେବେ ଲାଲୁ ଯାଦବଙ୍କୁ ଏହି ଜମାନତ୍‌ ଚାଇବାସା ଟ୍ରେଜେରୀ ମାମଲାରେ ମିଳିଥିବା ବେଳେ ଏହି ମାମଲାରେ ଲାଲୁଙ୍କୁ ସିବିଆଇ କୋର୍ଟ ୫ ବର୍ଷର
Read More...

ଟ୍ରକ୍ ଦୁର୍ଘଟଣା ଗ୍ରସ୍ତ : ଅଳ୍ପେକେ ବର୍ତ୍ତିଲେ ଚାଳକ

ବୌଦ୍ଧ, (ବଂଶୀଧର ମାଝୀ): ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ ପୁରୁଣାକଟକ ଥାନା ମାର୍ଦିଙ୍ଗ୍ ନିକଟରେ ଆଜି ମଧ୍ୟାହ୍ନରେ ଏକ ମେସିନ୍ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି । ପ୍ରକାଶ ଯେ ଖଡଗପୁରରୁ ପୁନେ ଅଭିମୁଖେ ଓଡି ୦୫ କ୍ୟୁ ୭୭୪୧ ନମ୍ବର ଗାଡିଟି ଇଟା ତିଆରି
Read More...

ତୁରେକେଲା ବ୍ଲକ ପୂର୍ବତନ ଚେୟାରମେନ ଅଲେଖ ସାହୁଙ୍କ ଦେହାନ୍ତ : ବ୍ଲକ ଗଠନର ମୁଖ୍ୟ ପୁରୋଧାଙ୍କ ବିୟୋଗରେ ଶୋକାକୁଳ…

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ପୂର୍ବତନ ଚେୟାରମେନ ଅଲେଖ ସାହୁଙ୍କ ୮୬ ବର୍ଷ ବୟସରେ ଗତ ରାତିରେ ଦେହାନ୍ତ ହୋଇଯାଇଛି । ମିଳିଥିବା ପାରିବାରିକ ସୂଚନା ଅନୁଯାୟୀ ଗୁରୁବାର ରାତିରେ ସ୍ବର୍ଗତ ସାହୁଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ତୁରେକେଲା
Read More...

ପୋଲିସ ହାତରେ ଧରାପଡ଼ିଲେ ୫ ଲୁଟେରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୋଲିସ ହାତରେ ଧରା ପଡ଼ିଛନ୍ତି ୫ ଲୁଟେରା । ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଅନ୍ନପୂର୍ଣ୍ଣା ଫାଇନାନ୍ସ କଂପାନୀ ବଲାଙ୍ଗିର ଶାଖାରେ ଫିଲ୍‌ଡ଼ କ୍ରେଡିଟ୍‌ ଅଫିସର ଭାବେ ବିଜୟ କୁମାର ବାରିକ କାମ କରୁଥିବା ବେଳେ ସେ ବିଭିନ୍ନ ଗାଁରେ
Read More...