Yearly Archives

2020

କବିତା : ନିଅଣ୍ଟ

ସାବିତ୍ରୀ ପୁରୋହିତ ଏ ଘୋର କଳିକାଳ ବୋଲିକହିଗଲ ଯେ ଅବଧାନେ….ଶିଖରକୁ ପହୁଁଞ୍ଚ ନିଅଣ୍ଟପହୁଁଞ୍ଚକୁ ପାହାଚ ନିଅଣ୍ଟପାନକୁ ପିକ ହୋ ଅବଧାନେ !ବେଙ୍ଗକୁ ସାରୁଗଛ ନିଅଣ୍ଟ । ଗୁଆକୁ କାତି….ଚଉଡ଼ାପଣକୁ ଛାତିଅଂଧାରକୁ ରାତିରାଣ ଖାଇଲି ଅବଧାନେ !ଦୀପକୁ ତେଲ ଆଉତେଲକୁ ବତୀ ନିଅଣ୍ଟ । ଶୁଆ
Read More...

କେନ୍ଦୁ ପତ୍ର ତୋଳାଳୀଙ୍କ ଦ୍ଵାରା କେନ୍ଦୁଲିଫ୍‌ ଅଫିସ ଘେରାଉ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପାଖଣ୍ଡ ଅଞ୍ଚଳର ବହୁ ଲୋକେ ଗାଁ ନିକଟରେ ଥିବା ଜଙ୍ଗଲରୁ କେନ୍ଦୁ ପତ୍ର ସଂଗ୍ରହ କରି ତୋଳାଳି ଓ ବନ୍ଧଲିର କାମ କରିଥାନ୍ତି । ଏମାନଙ୍କ ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ବୀମା, ବୃତ୍‌ତ୍ତି ଆଦି ସହାୟତାର ବ୍ୟବସ୍ଥା କରିଥିଲେ ମଧ୍ୟ
Read More...

ଜଙ୍ଗଲୀ ହାତୀଙ୍କ ଦୌରାତ୍ମ୍ୟ : ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବନାଂଚଳରେ ବ୍ୟାପକ ଫସଲହାନୀ

ସୁବର୍ଣ୍ଣପୁର (ପ୍ରଭୁଦତ୍ତ ରଥ) : ଜଙ୍ଗଲୀ ହାତୀଙ୍କ ଦୌରାତ୍ମ୍ୟରେ ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବନାଂଚଳରେ ବ୍ୟାପକ ଫସଲହାନୀ ଘଟିଥିବାର ଦେଖାଦେଇଛି । ପ୍ରାୟ ୭ଦିନରୁ ଅଧିକ ହେବ ୨ଟି ଦଳରେ ୩୦ରୁ ଅଧିକ ବଣୁଆ ହାତୀ ଉଲୁଣ୍ଡା ରେଂଜର ଜଂଗଲ ପାଶ୍ୱର୍ବର୍ତ୍ତୀ ଗାଁମାନଙ୍କରେ ଉତ୍ପାତ କରି
Read More...

ହାଥ୍‌ରସ୍‌ ଗଣ ଦୁଷ୍କର୍ମ ଘଟଣା : ପୀଡ଼ିତାଙ୍କ ଭାଇ କହିଲା, କ୍ଷେତରେ ଅଚେତ ଅବସ୍ଥାରେ ମିଳିଥିଲା ଭଉଣୀ

ଲଖ୍‌ନଉ : ହାଥ୍‌ରସ୍‌ ଗଣ ଦୁଷ୍କର୍ମ ପୀଡ଼ିତାଙ୍କ ଭାଇ ସେହି ସମୟର ଘଟଣା ସଂପର୍କରେ ବଖାଣିବାକୁ ଯାଇ କହିଛନ୍ତି ଯେ, ଭଉଣୀ କ୍ଷେତ୍ରରେ ଅଚେତ ଅବସ୍ଥାରେ ପଡ଼ିଥିଲା । ତାର ଜିଭ କାଟି ଦିଆଯାଇଥିଲା । ଗୁରୁତର ଭଉଣୀକୁ ସେ ବାଇକରେ ଥାନାକୁ ନେଇ ଯାଇଥିଲା । ସାଙ୍ଗରେ ମା’ ଓ ଭଉଣୀକୁ ମଧ୍ୟ
Read More...

ଗଛରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ନୁନିଆଁପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅମରାମୁଣ୍ଡା ଗ୍ରାମର ଶ୍ୟାମସୁନ୍ଦର ସାହୁଙ୍କ ପୁତ୍ର ସହଦେବ ସାହୁ(୧୯) କୌଣସି ଏକ କାରଣକୁ ନେଇ ପାଣ୍ଡେସରା ପତରା ଡୁଙ୍ଗୁରି ଠାରେ ଗଛରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ଆଗଲପୁର
Read More...

ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ପଦ୍ମପୁର ଗସ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଉତ୍ତରାଞ୍ଚଳ ରାଜସ୍ୱ କମିଶନର ନିରଞ୍ଜନ ସାହୁ ଆଜି ଦିନିକିଆ ପଦ୍ମପୁର ଉପଖଣ୍ତ ଗ୍ରସ୍ତରେ ଆସି ପାଇକମାଲ ଏବଂ ଝାରବନ୍ଦ ଗସ୍ତ କରି କ୍ଷେତ୍ର ପରିଦର୍ଶନ ସହିତ ବିଭିନ୍ନ କାର୍ୟ୍ୟକ୍ରମର ସମୀକ୍ଷା କରିଛନ୍ତି । ପାଇକମାଲ ଗ୍ରସ୍ତ ସମୟରେ ରାଜସ୍ୱ କମିଶନର
Read More...

ଦେଓଗାଁ ହାତୀ ମୃତ୍ୟୁ ଘଟଣାକୁ ୨ସପ୍ତାହ : ରହସ୍ୟ ଘେରରେ ରତାଖଣ୍ଡି ଓ ଉପରଝର ହାତୀ ମୃତ୍ୟୁ : ୧୦ ବର୍ଷରେ ମଲେଣି ୯…

ଦେଓଗାଁ, (ମନୀଷ କୁମାର ସାହୁ) : ମଠଖାଇ ସଂରକ୍ଷିତ ଜଙ୍ଗଲରେ ହୋଇଥିବା ହାତୀ ମୃତ୍ୟୁକୁ ୨ ସପ୍ତାହ ବିତିଛି, ହେଲେ ହାତୀ ମୃତ୍ୟୁକୁ ନେଇ ଅନେକେ ବାଦ ବିବାଦ ଦେଖାଦେଇଛି । ଗୋଟିଏ ରେଞ୍ଜରେ ଦୁଇ ବର୍ଷ ଭିତରେ ଦୁଇଟି ହାତୀ ମୃତ୍ୟୁବରଣ କରିଥିବାରୁ ସହଜେ ଗ୍ରହଣ କରି ପାରୁନାହାନ୍ତି ସ୍ଥାନୀୟ
Read More...

ସାଂଘାତିକ ଅଭିଯୋଗ : ଜାଲ ଦସ୍ତଖତ କରି ପେକ୍ସ ସଂପାଦକ ପ୍ରାୟ ୨ ଲକ୍ଷରୁ ଅଧିକ ଟଙ୍କା ହଡପ କରିଛ‌ନ୍ତି

ଗୁଡଭେଲା, (ଅଜିତ କୁମାର ସାହୁ) ବଲାଙ୍ଗିର ଜିଲା ଗୁଡଭେଲା ବ୍ଳକ ଅନ୍ତର୍ଗତ ଚିଂଚେଡ ଗ୍ରାମର କନ୍ଧେନବୁଢି ମହିଳା ସ୍ୱଂୟ ସହାୟକ ଦଳର ସଦସ୍ୟଙ୍କ ଅଜାଣତରେ ରୁଷୁଡା ପେକ୍ସ ସଂପାଦକ କାର୍ତ୍ତିକ ମଲ୍ଳିକ ଜାଲ ଦସ୍ତଖତ କରି ବ୍ୟାଙ୍କରୁ ୨ଲକ୍ଷ ୯ ହଜାର ୯୭ ଟଙ୍କା ହଡପ କରିଥିବା ଉକ୍ତ ସଂଘର
Read More...

ଅମିତାଭ ବଚ୍ଚନଙ୍କ ସହ ଏବେ ବାହୁବଳୀ ଆସିବେ ବଡ଼ ପରଦାରେ

ମୁମ୍ବାଇ : ବିଗ୍‌ ବି ଅମିତାଭ ବଚ୍ଚନଙ୍କ ସହ ଏବେ ବାହୁବଳୀର ନାୟକ ପ୍ରଭାସ ଖୁବ୍‌ ଶୀଘ୍ର ଆସିବେ ବଡ଼ ପରଦାରେ ବୋଲି ଜଣାପଡ଼ିଛି । ଏଥିରେ ନାୟିକା ରହିବେ ଦୀପିକା ପାଦୁକୋନ । ତେବେ ଦୁଇ ଷ୍ଟାର୍‌ଙ୍କୁ ବଡ଼ ପରଦାରେ ଦେଖିବା ପାଇଁ ଦର୍ଶକମାନେ ଉତ୍ସୁକତା ପ୍ରକାଶ କରିଛନ୍ତି । ନିର୍ଦ୍ଦେଶକ
Read More...

ନବ ନିର୍ମିତ ଅଙ୍ଗନବାଡି କେନ୍ଦ୍ର ଉଦଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଶକ୍ତି ଗ୍ରାମରେ ନୂତନ ଅଙ୍ଗନବାଡି କେନ୍ଦ୍ରକୁ ସରପଞ୍ଚ ଶ୍ରୀମତୀ ଧନମତି ପାଣ୍ତେ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି । ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ଉଦଘାଟନୀ କାର୍ୟ୍ୟକ୍ରମରେ ସାମାଜିକ ଦୂରତା ଅବଲମ୍‌ମ୍ବନ ସହ
Read More...