Yearly Archives

2020

ବିକାଶ ଯୋଜନାରେ ତାଲିମ ପ୍ରଦାନ

ଗୁଡ଼ଭେଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଗୁଡ଼ଭେଳା ବ୍ଳକ ଜାମୁଟ ପଞ୍ଚାୟତ କାର୍ୟ୍ୟାଳୟ ପରିସରରେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ଷ୍ଟିଲ ଇଣ୍ଡିଆ ମିଶନ ତରଫରୁ ଜୈବିକ କୃଷି ଉପରେ ତାଲିମ ପ୍ରାପ୍ତ ୪୦ଜଣ ଚାଷୀଙ୍କୁ ତାଲିମ ଦିଆଯାଇଥିଲା । ଏହି କାର୍ୟ୍ୟକ୍ରମରେ ମୁଖ୍ୟ
Read More...

ସିନାପାଲିରେ ଗଡ଼ିଲା ସଚେତନତା ରଥ

ନୂଆପଡା, (ପି.କେ.ସାହୁ) : ସିନାପାଲି ବ୍ଲକ କୃଷି ବିଭାଗରୁ ମାଣ୍ଡିଆ ପାଇଁ ଜିଲ୍ଲାଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସିନାପାଲି ବ୍ଲକ କୃଷି ଅଧିକାରୀ ସୁଧାଂଶୁ ମେହେର ମଣ୍ଡିଆ ସଚେତନତା ରଥ ଶୁଭାରମ୍ଭ କରିଛନ୍ତି । ମଣ୍ଡିରେ ମାଣ୍ଡିଆ କିଣିବେ ବୋଲି ସିନାପାଲି ଅଞ୍ଚଳର ବିଭିନ୍ନ ଗାଁରେ ଏକ
Read More...

ଲାଞ୍ଜିଗଡ଼ ଯୁବକ ସଂଘର ୨୮ତମ ବାର୍ଷିକ ଉତ୍ସବ ପାଲିତ

କଳାହାଣ୍ଡି, (ପି.କେ.ସାହୁ) : ଲାଞ୍ଜିଗଡ଼ ହାଇସ୍କୁଲ ପଡ଼ିଆରେ ଥିବା ନୂତନ କମ୍ୟୁନିଟି ହଲ ଠାରେ ଲାଞ୍ଜିଗଡ଼ ଯୁବକ ସଂଘ ପକ୍ଷରୁ ୨୮ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ସଂଘର ସଭାପତି ହିମାଦ୍ରୀ ପେଶନିଆଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ୟ୍ୟକ୍ରମରେ ହରିହର ସାଂସ୍କୃତିକ ଅନୁଷ୍ଠାନ
Read More...

ବଲାଙ୍ଗିର ରାଜ୍ୟ ରାଜପଥ ନଂ.୪୨ କୁର୍ଲିଠାରେ ବିରାଟ ଗାତ : ଯଥାଶୀଘ୍ର ମରାମତି ଦାବୀ

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜି-ବଲାଙ୍ଗିର ଜିଲ୍ଲା ସଦର ମହକୁମାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ନଂ.୪୨ ଚଳିତ ବର୍ଷା ଋତୁରେ ସ୍ଥାନେ ସ୍ଥାନେ ବିରାଟ ଗାତମାନ ହୋଇଛି । ରାସ୍ତାର ଉଭୟ ପାଶ୍ୱର୍ଗୁଡିକରେ ଗାତ ମାନ ହୋଇଥିବାରୁ ଦୈନିକ ଛୋଟବଡ ଦୁର୍ଘଟଣାମାନ ହେଉଛି । ଏପରିକି
Read More...

ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ବୌଦ୍ଧ ଯୁବ ସମାଜ ପକ୍ଷରୁ କ୍ୟାଣ୍ତେଲ ଶୋଭାଯାତ୍ରା

ବୌଦ୍ଧ, (ବଂଶୀଧର ମାଝୀ) : ହତ୍ୟାକାଣ୍ତର ଶିକାର ହୋଇଥିବା ଯୁବ ବ୍ୟବସାୟୀ ସ୍ବର୍ଗତ ପ୍ରମୋଦ ପ୍ରସାଦ(ରାଜା)ଙ୍କ ଆତ୍ମାର ସଦଗତି ନିମନ୍ତେ ଏବଂ କରୋନାରେ ପ୍ରାଣ ହରାଇ ଥିବା ଚିକିତ୍ସକ ବିଶ୍ବନାଥ ରାଉତଙ୍କୁ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ବୌଦ୍ଧ ଯୁବ ସମାଜ ପକ୍ଷରୁ ରବିବାର ସନ୍ଧ୍ୟା ୬ ଘଣ୍ଟା
Read More...

ମନରେଗା ଯୋଜନାର ପାଉଣା ମିଳି ନ ଥିବା ଅଭିଯୋଗ

କଂଟାବାଂଜି, (ମନିଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲାରୁ ଦାଦନ ଶ୍ରମିକ ଭାବେ ଅନ୍ୟ ରାଜ୍ୟକୁ ଚାଲାଣ ହେଉଥିବା ତୁରେକେଲା ବ୍ଲକ କୁଇବାହାଲ ପଂଚାୟତର ସମରସିଂ ଗ୍ରାମରେ ମନରେଗା ଯୋଜନାରେ କାମ କରିଥିବା ଶ୍ରମିକମାନଙ୍କୁ ଟଙ୍କା ମିଳି ନ ଥିବା ବିଷୟ ଶନିବାର ଦିନ ଅଭିଯୋଗ କରିଛନ୍ତି । ଖବର
Read More...

ମନରେଗା ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ହଡପ ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ଶୂନ୍‌

ପାଟଣାଗଡ, (ଅଜିତ କୁମାର ପୁରୋହିତ) : ବଲାଙ୍ଗିର ଜିଲ୍ଲାର ସବୁଠୁ ପଛୁଆ ବ୍ଲକ ଭାବରେ ଖପ୍ରାଖୋଲ ବ୍ଲକ ରହିଥିବା ବେଳେ ଏ ଅଂଚଳର ଲୋକ ସରଳ ଏବଂ ନିରୀହ ଓ ଏମାନେ ସାଧାରଣ ଜୀବନ ଶୈଳୀରେ ବସବାସ କରିଥାନ୍ତି । ଏହାର ସୁଯୋଗ ନେଇ କିଛି ଦୁର୍ନୀତଗ୍ରସ୍ତ ଅଫିସରଙ୍କ ଦ୍ୱାରା ସରକାରୀ ଟଙ୍କାର
Read More...

କରୋନା କଟକଣା ନିୟମ ମଧ୍ୟରେ ପାଳିତ ହେଲା ଗଜଲକ୍ଷ୍ମୀ ପୂଜା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତର କଛାରପାଲିରେ ଥିବା ପ୍ରଗତି ଯୁବକ ସଂଘ ଆନୁକୂଲ୍ୟରେ ହେଉଥିବା ଗଜଲକ୍ଷ୍ମୀ ପୂଜା ନିରାଡ଼ମ୍ବରରେ କୋଭିଡ କଟକଣା ଭିତରେ ପାଳିତ ହୋଇଯାଇଛି। ପଣ୍ଡିତ ବାଳକୃଷ୍ଣ କର ପୂଜା କାର୍ୟ୍ୟ ସମ୍ପାଦନା କରିଥିବା ବେଳେ ଜଗଦୀଶ ସାହୁ କର୍ତ୍ତା ଦାୟିତ୍ୱ
Read More...

ଘରୋଇ ସ୍କୁଲରେ କାର୍ଯ୍ୟ କରୁଥିବା ସରକାରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ ଦେଇ ବ୍ଳକ ଶିକ୍ଷା ବିଭାଗ ଚୁପ୍‌…

ତୁଷୁରା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଳକ ଅନ୍ତର୍ଗତ ରହେନମାଲ ସରକାରୀ ପ୍ରାଥମିକ ବିଦ୍ୟାଳୟରେ କାର୍ୟ୍ୟ କରୁଥିବା ପରକ୍ଷିତ ପ୍ରଧାନ ନାମକ ଜଣେ ଶିକ୍ଷକ ସ୍କୁଲ ନ ଯାଇ ତୁଷୁରା ସହରରେ ଥିବା ଏକ ଘରୋଇ ସ୍କୁଲକୁ ଛାତ୍ରଛାତ୍ରୀ ଯୋଗାଡ କରୁଥିବା ଅଭିଯୋଗ ହୋଇଥିଲା ।
Read More...

ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୁର୍ନୀତିର ଗନ୍ଧ : କୁଆଡେ଼ ଗଲା ଟଙ୍କା, ସଠିକ ପ୍ରମାଣ ଦେବା ପାଇଁ ପ୍ରଶାସନର…

ସଇଁନ୍ତଲା, (ଅଜିତ କୁମାର ସାହୁ) : ଚଳିତ ବର୍ଷ କରୋନା ମହାମାରୀ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରତ୍ୟେକ ପଞ୍ଚାୟତରେ ଖୋଲା ଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଲକ୍ଷ ଲକ୍ଷ ଟଙ୍କା ଦେଇଛନ୍ତି । କିନ୍ତୁ ତାହାକୁ ଭାଗ ବଣ୍ଟା କରି ହଡ଼ପ୍‌ କରି ଦେଇଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା
Read More...