ମା’ ସମଲେଶ୍ୱରୀଙ୍କ ଦଶହରା ପର୍ବ ଉଦ୍ଯାପିତ
ବରଗଡ଼, (ନିରୋଜ କୁମାର ପାଣୀ) : ସରସରା ସ୍ଥିତ ମା ସମଲେଶ୍ୱରୀ ମନ୍ଦିରରେ ତିନି ଦିନ ଧରି ଗତ ୩୦ ତାରିଖରୁ ୧ ତାରିଖ ପର୍ୟ୍ୟନ୍ତ ଦଶହରା ପର୍ବ ପାରମ୍ପରିକ ରୀତିରେ ଅନୁଷ୍ଠିତ ହୋଇଯାଇଛି । ଘଣ୍ଟ, ଶଙ୍ଖ, ବାଜା ଶୋଭାଯାତ୍ରାରେ କଳସ ଯାତ୍ରା ହୋଇ କଳସ ସ୍ଥାପନ କରି ମନ୍ଦିରରେ ପୂଜାରମ୍ଭ ହୋଇଥିଲା!-->…
Read More...
Read More...