Yearly Archives

2020

ଲାଲୁ ମୋଦୀଙ୍କୁ ପଚାରିଲେ, ଶ୍ରମିକମାନଙ୍କୁ ଫେରାଇ ଆଣିବା ବେଳେ ଡବଲ ଇଞ୍ଜିନ କେଉଁଠି ଥିଲା

ରାଂଚି : ଗତ ତିନି ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ବିହାର ବିଧାନସଭା ନିର୍ବାଚନରେ ​​ଲାଲୁ ପ୍ରସାଦ ଯାଦବ ଦେଖା ଯାଉନାହିଁ‌ନ୍ତି । କିନ୍ତୁ ସୋସିଆଲ ମିଡିଆ ମାଧ୍ୟମରେ ସେ ନୀତୀଶ କୁମାରଙ୍କ ଦଳ ଜନତା ଦଳ ୟୁନାଇଟେଡ ଏବଂ ଭାରତୀୟ ଜନତା ପାର୍ଟି ଉପରେ ଆକ୍ରମଣ କରୁଛନ୍ତି । ଲାଲୁଙ୍କ ଟ୍ୱିଟରେ
Read More...

ଦେଢ଼ କୋଟି ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ : ଲମତାପୁଟ ବ୍ଲକ ଅନ୍ତର୍ଗତ ଅନକାଡେଲି ପଞ୍ଚାୟତର ହନୁମାଲ ଗାଁରେ ଆଜି ପୋଲିସ ଚଢାଉ କରି ୮କୁଇଣ୍ଟାଲ ୧୨ କେଜି ୭୦୦ ଗ୍ରାମ ଗଞ୍ଜେଇ ଜବତ କରିଥିବା ଜଣାପଡ଼ିଛି । ଏହାର ଆନୁମାନିକ ମୂଲ୍ୟ ଦେଢ କୋଟି ଟଙ୍କା ହେବ ବୋଲି ଚୁହାଯାଇଛି । ହନୁମାଲ ଗାଁରେ ବହୁ ପରିମାଣରେ ଗଞ୍ଜେଇ
Read More...

ସତ୍ୟନାରାୟଣ ସାହିତ୍ୟ ସଂସଦ ପକ୍ଷରୁ କବିତା ଆସର

କୋଣାର୍କ : ପବିତ୍ର କୁମାର ପୁର୍ଣ୍ଣମୀ ତିଥିରେ ସତ୍ୟନାରାୟଣ ସାହିତ୍ୟ ସଂସଦ, ଯମଧର୍ମ ଆନୁକୂଲ୍ୟରେ ରଙ୍ଗାଜୀବ ଗଙ୍ଗାଧର ମେହେର ଓ ଗଣକବି ବୈଷ୍ଣବ ପାଣିଙ୍କ ସ୍ମୃତିଚାରଣ ସଭା ଆଇନଜୀବୀ ତଥା କବି ହରେକୃଷ୍ଣ ସ୍ବାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସାହିତ୍ୟ ଆଲୋଚନା ଓ
Read More...

କାଲି ଠୁ ଖୋଲିବ ଭୁବନେଶ୍ୱର ଏମ୍‌ସ ଓପିଡି

ଭୁବନେଶ୍ୱର : କରୋନା କଟକଣା ପାଇଁ ବନ୍ଦ ରହିଥିବା ଭୁବନେଶ୍ୱର ଏମ୍‌ସ ଓପିଡି କାଲି ଠୁ ଖୋଲିବ ବୋଲି ସୂଚନା ମିଳିଛି । ତେବେ ପ୍ରଥମ ପର୍ୟ୍ୟାୟରେ ମାତ୍ର ତିରିଶ ଜଣ ରୋଗୀ ଚିକିତ୍ସା ସେବା ପାଇବା ପାଇଁ ନାମ ପଞ୍ଜୀକରଣ କରିପାରିବେ ବୋଲି କୁହାଯାଇଛି । ତେବେ ପରବର୍ତ୍ତି ସମୟରେ କରୋନା
Read More...

ଉପନିର୍ବାଚନ ପ୍ରସ୍ତୁତି : ପ୍ରତି ବୁଥ୍‌ରେ ରହିବେ ଆଶାକର୍ମୀ ଓ ସ୍ୱେଚ୍ଛାସେବୀ

ଭୁବନେ‌ଶ୍ୱର : ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ସା‌ମ୍ନାକୁ ଆସି ଯାଇଥିବା ବେଳେ ଏହାର ପ୍ରସ୍ତୁତି ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ନଭେମ୍ବର ୩ରେ ଭୋଟ ହେବାକୁ ଥିବା ବେଳେ କରୋନା କଟକଣା ଭିତରେ ନିର୍ବାଚନ
Read More...

ସାମ୍ବାଦିକଙ୍କ ମାତୃ ବିୟୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସକାଳୁ ସାମ୍ବାଦିକ ଜୟଶଙ୍କର ପଟ୍ଟନାୟକଙ୍କ ମାତା ପ୍ରବୀଣା ପଟ୍ଟନାୟକଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ସମୟରେ ତାଙ୍କୁ ୭୫ ବର୍ଷ ହେଉଥିଲା । କିଛି ଦିନ ତଳେ ଘର ବାଥ ରୁମ୍‌ରେ ଖସି ପଡି ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ତାଙ୍କର ମୁଣ୍ଡରେ ରକ୍ତ ଜମାଟ
Read More...

ଫିଲିପାଇନ୍ସରେ ଭୟଙ୍କର ତୋଫାନ : ଏପର୍ଯ୍ୟନ୍ତ ଚାରି ଜଣଙ୍କର ମୃତ୍ୟୁ ଘଟିଛି, ୧୦ ଲକ୍ଷ ଲୋକ ଉଦ୍ଧାର

ମାନିଲା : ଆଜି ସକାଳେ ଫିଲିପାଇନ୍ସରେ ଦୁନିଆର ସବୁଠାରୁ ଶକ୍ତିଶାଳୀ ତୋଫାନ ଗୋନି ଧକ୍କା ଦେଇଛି । ଏହି କାରଣରୁ ପ୍ରବଳ ବର୍ଷା ଓ ପ୍ରବଳ ପବନ ଯୋଗୁଁ ଏପର୍ୟ୍ୟନ୍ତ ୪ ଜଣଙ୍କର ମୃତ୍ୟୁ ହୋଇଛି । ରାଜଧାନୀ ମାନିଲା ସମେତ ତୋଫାନ୍‌ର ରାସ୍ତାରେ ପଡ଼ିଥିବା ସ୍ଥାନରୁ ପ୍ରାୟ ୧୦ ଲକ୍ଷ ଲୋକଙ୍କୁ
Read More...

ସମାଜସେବୀ କୁଶ ନାଗଙ୍କ ବିୟୋଗରେ ଦଳିତ ସମାଜ ତରଫରୁ ଶୋକସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଆମ୍ବେଦକର ପାଠାଗାର ଠାରେ ଦଳିତ ସମାଜ ବଲାଙ୍ଗିର ତରଫରୁ ସ୍ୱର୍ଗୀୟ ସମାଜସେବୀ କୁଶ ନାଗଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ତ୍ରିଲୋଚନ ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ପ୍ରଥମେ ବିଦ୍ୟାଂଗତ
Read More...

ହୋମଗାର୍ଡଙ୍କ ହୃଦଘାତ୍‌ରେ ମୃତ୍ୟୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ହୋମଗାର୍ଡ କାର୍ୟ୍ୟାଳୟରେ କାର୍ୟ୍ୟରତ ହୋମଗାର୍ଡ ଏଚ୍‌ଜି/୩୫ ଚୈତନ୍ୟ ପଧାନଙ୍କ ୪୭ ବର୍ଷ ବୟସରେ ହ୍ରୁଦଘାତରେ ମୃତ୍ୟୁ ଘଟିଛି । ଆଜି ସକାଳ ପ୍ରାୟ ୮ଟା ସମୟରେ ସାଇକଲ ଯୋଗେ ଆସୁଥିବା ବେଳେ ବଲାଙ୍ଗିର ସହର ଭାଗିରଥି ଛକ ଠାରେ ସେ ସାଇଲରୁ
Read More...

ଜିଲ୍ଲା କଂଗ୍ରେସର ସାଙ୍ଗଠାନିକ ବୈଠକ : ଦିଲୀପ ବେହେରା ଓ ଅଜୟ ବାଲୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ ପ୍ରବକ୍ତା ସାନନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ସ୍ଥାନୀୟ କଂଗ୍ରେସ ଭବନ ଠାରେ ଏକ ସାଙ୍ଗଠାନିକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ନବ ନିଯୁକ୍ତ ଜିଲ୍ଲା ସଭାପତି ଦିଲୀପ ବେହେରା ଓ ରାଜିବ
Read More...