Yearly Archives

2020

ପୁଣି ଧୀରେ ଧୀରେ ସଂକ୍ରମଣ ବଢ଼ୁଛି : ଗତ ୨୪ ଘଂଟାରେ ଓଡ଼ିଶାରେ ୧୭୦୯ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପୁଣି କରୋନା ସଂକ୍ରମଣ ଧୀରେ ଧୀରେ ବଢ଼ୁଥିବା ଲକ୍ଷ୍ୟ କରାଯାଉଛି । ଗତ ୨୪ ଘଂଟାରେ ଓଡ଼ିଶାରେ ୧୭୦୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୯୮୫ ଜଣ
Read More...

ସମସ୍ତ ଶିକ୍ଷାନୁଷ୍ଠାନ ନଭେମ୍ବର ୩୦ ଯାଏଁ ବନ୍ଦ ରହିବ : ଓଡ଼ିଶା ସରକାରଙ୍କ ଘୋଷଣା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସମସ୍ତ ଶିକ୍ଷାନୁଷ୍ଠାନ ନଭେମ୍ବର ୩୦ ଯାଏଁ ବନ୍ଦ ରହିବ ବୋଲି ଓଡ଼ିଶା ସରକାର ଘୋଷଣା କରିଛନ୍ତି । ତେବେ ନଭେମ୍ବର ୧୫ ପରେ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାନୁଷ୍ଠାନ ଖୋଲିବା ଉପରେ ନିଜର ଆଦେଶନାମା ରାଜ୍ୟ ସରକାରଙ୍କ
Read More...

ଆଇପିଏଲ୍‌ : ଦିଲ୍ଲୀକୁ ହରାଇ ମୁମ୍ବାଇର ପ୍ଲେ ଅଫ୍ ପକ୍କା

ଦୁବାଇ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୧୩ର ୫୧ ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ୯ ଓ୍ଵିକେଟ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ଟସ୍‌ ଜିଣି ମୁମ୍ବାଇ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇ ଦିଲ୍ଲୀକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଶ୍ରେୟାସ ଆୟରଙ୍କ
Read More...

ଆଜି ସାପ୍ତାହିକ ସମ୍ବାଦପତ୍ର ‘କୋଶଳ ପ୍ରବାହ’ର ଏକବିଂଶତମ ଜନ୍ମ ଦିବସ : ‘କୋଶଳ ପ୍ରବାହ’ ପରିବାର ପକ୍ଷରୁ ଶୁଭେଚ୍ଛା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିରରୁ ପ୍ରକାଶ ପାଉଥିବା ସାପ୍ତାହିକ ସମ୍ବାଦପତ୍ର ‘କୋଶଳ ପ୍ରବାହ’ର ଏକବିଂଶତମ ଜନ୍ମ ଦିବସ । ଏହି ଅବସରରେ ‘କୋଶଳ ପ୍ରବାହ’ ପରିବାର ପକ୍ଷରୁ ଅଗଣିତ ପାଠକ ପାଠିକା, ବିଜ୍ଞାପନଦାତା ତଥା ଶୁଭେଚ୍ଛୁମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ପ୍ରଦାନ
Read More...

ଦୁର୍ଘଟଣାରେ ବୟସ୍କ ବ୍ୟକ୍ତି ଗୁରୁତର ଆହତ

ପଦ୍ମପୁର,(ନିରୋଜ କୁମାର ପାଣୀ) : ପାଇକମାଲ ଥାନା ଅନ୍ତର୍ଗତ କେର୍ମେଲାବାହାଲ ଛକ ନିକଟରେ ବାଇକ ଦୁର୍ଘଟଣାରେ ଜଣେ ବୟସ୍କ ବ୍ୟକ୍ତି ଗୋଡରେ ଗୁରୁତର ଆହତ ହୋଇଛନ୍ତି । ମିଲିଥିବା ସୂଚନା ଅନୁସାରେ ପଦ୍ମପୁରରୁ ପାଇକମାଲ ଅଭିମୁଖେ ଯାଉଥିବା ଏକ ମୋଟର ସାଇକଲ କେର୍ମେଲାବାହାଲ ଛକ ନିକଟରେ ରାସ୍ତାର
Read More...

ମାହେଶ୍ବରୀ ଦେବୀପୀଠରେ ଆଜି ଆଶ୍ବିନର ଶେଷପାର୍ବଣ “କୁମାର ପୂର୍ଣ୍ଣମୀ” ତଥା “ମହାଖଳା”…

ସୁବର୍ଣ୍ଣପୁର ( ପ୍ରଭୁଦତ୍ତ ରଥ ) : ସ୍ତମ୍ଭେଶ୍ବରୀ ସଂସ୍କୃତିର ଆଦିଭୂମି ସୁବର୍ଣ୍ଣପୁର ଜିଲ୍ଲାର ୫୦ରୁ ଅଧିକ ମାହେଶ୍ବରୀ ଦେବୀପୀଠରେ ଆଜି ଆଶ୍ବିନର ଶେଷପାର୍ବଣ "କୁମାର ପୂର୍ଣ୍ଣମୀ" ତଥା "ମହାଖଳା" ପୂଜା ଅନୁଷ୍ଠିତ ହୋଇଯାଇଛି । ଭୋର୍ ସକାଳରୁ ଦେବୀ ମାହେଶ୍ବରୀ ଓ ପରମେଶ୍ବରୀଙ୍କ
Read More...

ମାଝୀପଡା ରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

କଂଟାବାଂଜି, (ମନୀଶ କୁମାର ହଂସ) : ସାରା ଭାରତ ବର୍ଷର ରାଜ୍ୟ ଓ ଲୋକମାନଙ୍କୁ ଦେଶଭକ୍ତିର ଏକତାର ଡୋରିରେ ବାନ୍ଧି ଏକ ଅଖଣ୍ଡ ଦେଶ ଗଠନ କରିବାର ଜନନାୟକ ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୬ ତମ ଜନ୍ମ ଜୟନ୍ତୀ ତୁରେକେଲା ବ୍ଳକ ଅନ୍ତର୍ଗତ ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ଭରଚୁଆଲ
Read More...

କଥାନି : ନୂଆଁଖାଇର୍‌ ନୂଆଁ କଥା

ପ୍ରଦୀପ ମିଶ୍ର ନୂଆଁଖାଇର୍‌ ନାଁ ପଡ୍‌ଲେ ଏକା ଟିହିଲୁର୍‌ ତାଲୁ ତପି କରି ଟାଏଁ ଟାଏଁ କର୍‌ସି ! ତାର୍‌ ବାଗିର୍‌ ସୁଖ୍‌ବାସୀ ମାନେ ଗହକି ହେଇକରି ବନେ କେତେ ଦିନ୍‌ ଆଘଥୁ ଯେନ୍‌ ଘର୍‌ ଦୁଆର୍‌ ଲିପା ପୁଛା କରି ଚିକ୍‌ ଚିକ୍‌ କରି ପକାସନ୍‌, ଭେଲି ଭେଲି ହେଇ କରି ସିନ୍ଧି ଦୁକାନୁ
Read More...

ଅନ୍‌ ଲାଇନ ପରୀକ୍ଷା କରାଇବା ପାଇଁ ଦାବୀପତ୍ର ଦେଲା ଛାତ୍ର କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କଲେଜ ଛାତ୍ରଛାତ୍ରୀ ପାଇଁ ଏବେ ପରୀକ୍ଷାର ବେଳ । ବଲାଙ୍ଗିର ସରକାରୀ କଲେଜରେ ବିଭିନ୍ନ ପରୀକ୍ଷା କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଅନ୍ୟପଟେ କରୋନାର ଭୟାବହତା ଭିତରେ ଛାତ୍ରଛାତ୍ରୀ କଲେଜକୁ ଆସି ପରୀକ୍ଷା ଦେବା ପାଇଁ ଅମଙ୍ଗ ହେଉଛନ୍ତି । କଲେଜ
Read More...

ଚଣ୍ତୀ ପୂଜା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପବିତ୍ର ନୃସିଂହନାଥ ନିକଟସ୍ଥ ରଶେଶ୍ବର ରାମଚଣ୍ତୀ ମନ୍ଦିର ପରିସରରେ ମା ଚଣ୍ତୀଙ୍କର ପୂଜା ଶନିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ କର୍ତ୍ତା ଭାବରେ କେଶବ ଚନ୍ଦ୍ର ସାହୁ ଓ ତାଙ୍କ ଧର୍ମପତ୍ନୀ ମମତା ସାହୁ ଦାୟିତ୍ୱ ତୁଲାଇ ଥିଲେ । ପଣ୍ଡିତ ପ୍ରେମାନନ୍ଦ
Read More...