Yearly Archives

2020

ପୃଥିବୀର ଅତି ନିକଟରୁ ଚାଲିଗଲା ଜ୍ୟୋତି‌ଷ୍କ : ଜାଣି ପାରିଲା ନାହିିଁ ନାସା

ୱାଶିଂଟନ୍ : ଏକ ଜ୍ୟୋତି‌ଷ୍କ ପୃଥିବୀର ଅତି ନିକଟବର୍ତ୍ତୀ ହୋଇ ଚାଲିଗଲା ଏବଂ ମହାକାଶ ଏଜେନ୍ସିମାନେ ମଧ୍ୟ ଏଥିପ୍ରତି ସଚେତନ ନଥିଲେ । ଏହି ଜ୍ୟୋତି‌ଷ୍କ ପୃଥିବୀଠାରୁ ୩୦୦ କିଲୋମିଟର ଦୂରରେ ଅତିକ୍ରମ କରିଥିବା କୁହାଯାଇଛି । ୨୦୨୦ଭିଟି୪ ନାମକ ଏହି ଜ୍ୟୋତି‌ଷ୍କ ଗତ୧୩ ନଭେମ୍ବରରେ ପୃଥିବୀ
Read More...

ପୋଲିସ ବିଭାଗ ଅପରାଧ ଶାଖା କର୍ମଚାରୀ ବ୍ରଜବନ୍ଧୁ ପ୍ରଧାନଙ୍କ ଦେହାନ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସରକାରୀ ମୁଖ୍ୟ ଡାକ୍ତରଖାନାରେ ସାଗରପଡା ନିବାସୀ ବ୍ରଜବନ୍ଧୁ ପ୍ରଧାନ(୫୮)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ଦିନ ପରଲୋକ ଘଟିଛି । ସେ କରୋନାରେ ସଂକ୍ରମିତ ହୋଇ ଏକମାସରୁ ଅଧିକ ସମୟ ଧରି ଚିକିତ୍ସିତ ହେଉଥିଲେ । ପ୍ରଥମେ ତାଙ୍କୁ ଗତ ଅକ୍ଟୋବର
Read More...

ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ସମ୍ବଲପୁର, (ଦାମୋଦର ପଣ୍ଡା) : ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ସମ୍ବଲପୁର ଜିଲା ବୁର୍ଲାର ମିର୍ଧାପଡା ନିକଟରେ ଏକ ବିଲ ଭିତରେ ଥିବା ଗଛରୁ ଆଜି ଅନିରୁଦ୍ଧ ପଞ୍ଚବିହାର(୩୨)ଙ୍କ ସନ୍ଦେହଜନକ ତଥା ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର
Read More...

ଅଭାବନୀୟ ଘଟଣା : ବାପପୁଅଙ୍କୁ ମାଡ଼ ମାରି ପୋଖରୀରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ଢେଙ୍କାନାଳ : କୂଅ ପାଣି ବ୍ୟବହାରକୁ ନେଇ ଘଟିଛି ଘଟଣା । ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗଞ୍ଜେଇଡିହ ଗାଁର ଶ୍ୟାମ ସୁନ୍ଦର ଧଳ ଓ ତାଙ୍କ ପୁଅ ସନ୍ତୋଷ ଧଳଙ୍କୁ ନିସ୍ତୁକ ମାଡ଼ ମାରିବା ପରେ ଗତକାଲି ରାତିରେ ଦୁର୍ବୃତ୍ତମାନେ ପୋଖରୀରେ ଫିଙ୍ଗି ଦେଇଥିବା ଖବର ମିଳିଛି
Read More...

ଜବତ ହେଲା ବିପୁଳ ପରିମାଣର ବନ୍ଧୁକ, ଗୁଳି ଏବଂ ମାଓ ସାମଗ୍ରୀ

ନୂଆପଡ଼ା : ବିପୁଳ ପରିମାଣର ବନ୍ଧୁକ, ଗୁଳି ଏବଂ ମାଓ ସାମଗ୍ରୀ ଛତିଶଗଡ଼ ପୁଲିସ ଜବତ କରିଥିବା ଜରାପନିଛି । ଗୁପ୍ତ ସୂଚନାଚୁ ଆଧାରରେ ଗତକାଲି ଭୈଁସାଦନୀର ସିଆରପିଏଫ୍ ଯବାନମାନେ ମାଓ ଶିବିର ଉପରେ ଚଢଉ କରି ବିପୁଳ ପରିମାଣର ବନ୍ଧୁକ ଏବଂ ଗୁଳି ଜବତ କରିଥିବା ବେଳେ ମାଓ ସାମଗ୍ରୀ ବି ଉଦ୍ଧାର
Read More...

କମେଡିଆନ୍‌ ଯୋଡ଼ି ଏନସିବି ଜାଲରେ : ଗତକାଲି ଭାରତୀ, ଆଜି ତାଙ୍କ ସ୍ୱାମୀ ହର୍ଷ ହେଲେ ଗିରଫ

ମୁମ୍ବାଇ : ଡ଼୍ରଗସ ମାମଲାରେ ସିନେମା ଜଗତର ଅନେକ ଅଭିନେତା ଅଭିନେତ୍ରୀ ଛ‌ନ୍ଦି ହୋଇ ପଡ଼ିଛ‌ନ୍ତି । ଏହି କ୍ରମରେ କମେଡ଼ିଆନ୍ ଭାରତୀ ସିଂ ଗତକାଲି ଗିରଫ୍‌ ହୋଇଥିବା ବେଳେ ଆଜି ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ଗିରଫ କରିଛି ଏନସିବି । ଏନସିବିର ଜୋନାଲ ଡ଼ାରେକ୍ଟର ଏ ସଂପର୍କରେ ସୁଚନା
Read More...

ଓଡ଼ିଶାରେ ଆଜି ୬୩୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାରେ ଆଜି ୬୩୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୭୩ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୬୫ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ
Read More...

ଗାଧୋଇବା ବେଳେ ଅଘଟଣ : ପୋଖରୀରେ ବୁଡ଼ିଗଲେ ବୃଦ୍ଧା

କଣ୍ଟାବାଞ୍ଜି, (ମନିଶ କୁମାର ହଂସ) : ଗାଧୋଇବା ବେଳେ ଅଘଟଣ ଘଟିଛି । ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପଙ୍ଗନିଆ ଗ୍ରାମର ଜଣେ ବୃଦ୍ଧା ଗାଧୋଇବା ବେଳେ ପାଣିରେ ବୁଡି ପ୍ରାହଣ ହରାଇଥିବା ଜଣାପଡ଼ିଛି । ମୃତ ମହିଳା ଜଣଙ୍କ ପଙ୍ଗନିଆ ଗ୍ରାମର ଚନ୍ଦ୍ରମଣି ବେନିଆଁଙ୍କ ପତ୍ନୀ ଦୂର ବେନିଆଁ
Read More...

ଓଡ଼ିଶାରେ ୫୭ ହଜାର ୩୭୯ କୋଟି ବ୍ୟୟରେ କାର୍ଯ୍ୟକାରୀ ହେଉଥିବା ୪୬ଟି ସାଗରମାଳା ପ୍ରକଳ୍ପର ସମୀକ୍ଷା କଲେ…

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ମନସୁଖ ଲାଲମାଣ୍ଡଭିୟଙ୍କୁ ଧନ୍ୟବାଦ ଜଣାଇଲେ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ଏବଂ ପାରାଦୀପ ବନ୍ଦରର ଅଧ୍ୟକ୍ଷଙ୍କ ସହସମୀକ୍ଷା ୪୬ଟି ସାଗରମାଳା ପ୍ରକଳ୍ପ ମଧ୍ୟରୁ ୫ ହଜାର ୬ କୋଟି ମୂଲ୍ୟର ୧୪ଟି
Read More...

ଜଣେ ସଫଳ ବ୍ୟକ୍ତିତ୍ୱ ଓ ରାଷ୍ଟ୍ରବାଦୀ ବିଚାରଧାରାର ପୃଷ୍ଠପୋଷକ ଥିଲେ ଡା. ମହତାବ : ଧର୍ମେନ୍ଦ୍ର ପ୍ରଧାନ

 ‘ସାମାଜିକ ପରିବନ ପାଇଁ ସମ୍ବାଦ’ ଶୀର୍ଷକ ଉପରେ ଆଲୋଚନା ଡା. ମହତାବ ହେଉଛନ୍ତି ଓଡ଼ିଆ ଲୋକଙ୍କ ପରିଚୟ ତାଙ୍କର କୁଶଳୀ ନୀତି ଯୋଗୁଁ ଗଡ଼ଜାତ ମିଶ୍ରଣରେ ନୀଳଗିରି ଓଡ଼ିଶାରେ ମିଶି ପାରିଥିଲା ରାଷ୍ଟ୍ରୀୟ ସ୍ତରରେ ଓଡିଶାର ନେତୃତ୍ୱକୁ ସ୍ଥାପିତ କରିବାରେ ଅଗ୍ରଣୀ ଭୂମିକା ନେଇଥିଲେ
Read More...