Yearly Archives

2020

ଓଡ଼ିଶା ସ୍ୱଳ୍ପ ସଂଚୟ ପ୍ରୋତ୍ସାହନ ଯୋଜନା ଏକ୍ୟୁ ସିରିଜ୍‌ ଉଠାଣ ଆସନ୍ତା ୨୪ରେ

ଭୁବନେଶ୍ୱର : ଓଡ଼ିଶା ସ୍ୱଳ୍ପ ସଂଚୟ ପ୍ରୋତ୍ସାହନ ଯୋଜନା ଏକ୍ୟୁ ସିରିଜ୍‌ ଉଠାଣ ଆସନ୍ତା ୨୪ ତାରିଖ ମଙ୍ଗଳବାର ଦିନ ଅପରାହ୍ନ ୨ଟା୩୦ମି.ରେ ଅନୁଷ୍ଠିତ ହେବ ବୋଲି ସଂପୃକ୍ତ ବିଭାଗ ପକ୍ଷରୁ ସୂଚନା ମିଳିଛି । ସର୍ବସାଧାରଣଙ୍କ ପାଇଁ ଲୋକସେବା ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ଉଠାଣ
Read More...

ଗୁଜରାଟ ଗାନ୍ଧୀନଗରସ୍ଥିତ ପଣ୍ଡିତ ଦୀନ ଦୟାଲ ପେଟ୍ରୋଲିୟମ ବିଶ୍ଵବିଦ୍ୟାଳୟର ଅଷ୍ଟମ ସମାବର୍ତ୍ତନ ସମାରୋହରେ…

● ବିଶ୍ଵବିଦ୍ୟାଳୟ ପାଇଁ ଅନେକ ସୁବିଧା ସୁଯୋଗର ଉନ୍ମୋଚନ● ଦେଶର କାର୍ବନ ଫୁଟପ୍ରିଣ୍ଟ ଶତକଡା ୩୦ ରୁ ୩୫ ହ୍ରାସ କରି ପ୍ରାକୃତିକ ବାଷ୍ପ ବ୍ୟବହାର ୪ଗୁଣ ବୃଦ୍ଧି କରିବା ଆମର ଲକ୍ଷ୍ୟ: ପ୍ରଧାନମନ୍ତ୍ରୀ● ଏକବିଂଶ ଶତାବ୍ଦୀର ଯୁବପିଢି ଉନ୍ମୁକ୍ତ ଚିନ୍ତାଧାରା ସହ ଆଗେଇବାକୁ ଆହ୍ଵାନ ଦେଲେ
Read More...

ସଂସଦ ସଦସ୍ୟମାନଙ୍କ ପାଇଁ ଆସନ୍ତା ୨୩ ତାରିଖ ଦିନ ବହୁତଳ ବିଶିଷ୍ଟ କୋଠା ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୩ ତାରିଖ ଦିନ ସଂସଦ ସଦସ୍ୟମାନଙ୍କ ପାଇଁ ନିର୍ମିତ ବହୁତଳ କୋଠାର ଉଦଘାଟନ କରିବେ । ଭିଡିଓ କନଫରେନ୍ସ ଜରିଆରେ ପୂର୍ବାହ୍ନ ୧୧ଟା ବେଳେ ଅନୁଷ୍ଠିତ ହେବାକୁ ଥିବା ଏହି ସମାରୋହରେ ଲୋକସଭା ବାଚସ୍ପତି ଶ୍ରୀ ଓମ ବିର୍ଲା
Read More...

ବିଧବା ଭତ୍ତା ମିଳୁନି ଅସହାୟ ବିଧବା ମହିଳାଙ୍କୁ

ତୁରେକେଲା, (କୈଳାଶ ସଗ୍ରିଆ) : ବିଧବା ଭତ୍ତା ଜଣେ ବିଧବା ମହିଳାଙ୍କୁ ମିଳୁ ନଥିବା ଖବର ଆସିଛି । ସୂଚନା ଅନୁସାରେ ତୁରେକେଲା ବ୍ଲକ ଅନ୍ତର୍ଗତ କରୁଆମୁଣ୍ଡା ଗ୍ରା.ପ.ର ବିର୍ଣ୍ଣା ଗାଁର ଡୁଙ୍ଗୁରିପଡା ଅଧୀନସ୍ଥ ଲୟା ମାଝିଙ୍କ ସ୍ୱାମୀ ହେମନ୍ତ ମାଝି ଗତ ତା୦୯-୧୧-୨୦୧୪ରିଖ ଦିନ ନିଜ ପତ୍ନୀ
Read More...

ସହାୟତା ଅପେକ୍ଷାରେ ଜଲପାଙ୍କେଲ୍ ଗ୍ରାମର ହିରନ ଦାସ

ଖପ୍ରାଖୋଲ, (କୃଷ୍ଣା ସେଠୀ) : ଜଲପାଙ୍କେଲ ଗାଁରେ ରୁହନ୍ତି ଅସହାୟ ହିରନ ଦାସ । ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ସମୟରେ କୈାଣସି ଏକ ଦୁର୍ଘଟଣାରେ ତାଙ୍କର ଗୋଟିଏ ଗୋଡ ଅକାମୀ ହୋଇଯାଇଛି । ତେଣୁ ସେ କୈାଣସି କାମଧନ୍ଦା କରି ପାରନ୍ତି ନାହିଁ । ଅନ୍ୟର ଆଶ୍ରାରେ ଚଳୁଛନ୍ତି । ତାଙ୍କର
Read More...

ବିବାହର ୨ ବର୍ଷ ପରେ ଛାଡପତ୍ର ଆବେଦନ କଲେ ଦେଶର ଚର୍ଚ୍ଚିତ ଆଇଏଏସ୍‌ ଯୋଡି ଟିନା ଡାବି ଓ ଅଥର ଖାନ

ଜୟପୁର : ଦେଶର ଚର୍ଚ୍ଚିତ ଆଇଏଏସ୍‌ ଯୋଡି ଟିନା ଡାବି ଓ ଅଥର ଖାନ ଛାଡପତ୍ର ପାଇଁ ଆବେଦନ କରିଛନ୍ତି ବୋଲି ଖବର ମିଳିଛି । ତାଙ୍କ ବିବାହକୁ ମାତ୍ର ୨ ବର୍ଷ ପୂରିଛି । ଦୁଇ ଜଣଙ୍କ ମଧ୍ୟରେ ଆପୋଷ ବୁଝାମୁଣାରେ ଛାଡପତ୍ର ପାଇଁ ନିକଟସ୍ଥ ଜୟପୁର ଫ୍ୟାମିଲି କୋର୍ଟରେ ଗତ ୧୭ ତାରିଖରେ ଆବେଦନ
Read More...

୧୩ କୋଟିରୁ ଅଧିକ କରୋନା ନମୁନା ପରୀକ୍ଷା କରି ଭାରତ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ଅତିକ୍ରମ କରିଛି

● ଅଧିକରୁ ଅଧିକ ନମୁନା ପରୀକ୍ଷା ହେଉଥିବାରୁ ପଜିଟିଭ୍ ହାର ହ୍ରାସ ପାଉଛି● କରୋନା ସକ୍ରିୟ ମାମଲା ଏବେ ମୋଟ ମାମଲାର ୪.୮୬%କୁ ହ୍ରାସ ପାଇଛିନୂଆଦିଲ୍ଲୀ, (ପିଆଇବି) : ବିଶ୍ୱ ମହାମାରୀ କରୋନା ସହ ଲଢ଼େଇରେ ଭାରତ ପୁଣି ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି । ପ୍ରତିଦିନ ୧୦ ଲକ୍ଷରୁ ଅଧିକ ନମୁନା
Read More...

ସରକାରୀ ଯୋଜନା ସାତ ସପନ ଆଦିବାସୀପଡା ଗ୍ରାମବାସୀଙ୍କ ପାଇଁ : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମିଳିବ କେବେ ?

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କେରମେଲି ପଞ୍ଚାୟତ ସମରା (ଆଦିବାସୀପଡା) ଗ୍ରାମବାସୀଙ୍କ ପାଇଁ ଏବେ ସରକାରୀ ଯୋଜନା ସାତ ସପନ ପାଲଟି ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। । ଅଯୋଧ୍ୟା ଦେବଗୁରୁ(୬୫)। ଖୁବ୍‌ ଦୁର୍ବିସହ ଜୀବନ ବଞ୍ଚୁଛନ୍ତି । ଜୀବନ କାଳ
Read More...

ଓଡ଼ିଶା କ୍ରିକେଟ ଆସୋସିଏସନର ବୈଷୟିକ କମିଟିର ବରଗଡ଼ ଜିଲ୍ଲା ଗସ୍ତ : ବୁଲି ଦେଖିଲେ ଚାରୋଟି ପଡିଆ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ଓଡିଶା କ୍ରିକେଟ ଆସୋସିଏସନ୍‌ର ବୈଷୟିକ କମିଟି ବରଗଡ଼ ଜିଲ୍ଲା ଗସ୍ତରେ ଆସି ଜିଲ୍ଲାରେ କ୍ରିକେଟର ଆନୁସଙ୍ଗିକ ବ୍ୟବସ୍ଥା ବୁଲି ଦେଖିଥିଲେ ଏବଂ ଏଠାକାର ବ୍ୟବସ୍ଥାରେ ସନ୍ତୋଷ ପ୍ରକାଶ କରିବା ସହ ଚାରୋଟି ପଡିଆ ବୁଲି ଦେଖିଥିଲେ । ଗତକାଲି ଏହି କମିଟି
Read More...

ଆସନ୍ତା ୨୬ ତାରିଖ ବରଗଡ଼ ବନ୍ଦ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆସନ୍ତା ୨୬ ତାରିଖ ଦିନ ବରଗଡ଼ ଜିଲ୍ଲା ସମ୍ପୁର୍ଣ୍ଣ ବନ୍ଦ କରିବାକୁ ବରଗଡ଼ ଜିଲ୍ଲା ଶ୍ରମିକ କର୍ମଚାରୀ ସମନ୍ଵୟ ସମିତି ପକ୍ଷରୁ ସୂଚୀତ କରାଯାଇଛି । ଆଜି ସମିତିର ଏକ ବୈଠକ ସମିତିର ଯୁଗ୍ମ ଆବାହକ ବ୍ରହ୍ମାନନ୍ଦ ମହାକୁଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ
Read More...