Yearly Archives

2020

ସ୍ୱେଚ୍ଛାସେବୀ ସଂଗଠନ ମାହେଶ୍ୱରୀ ତରଫରୁ ଅସହାୟ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଆଗଲପୁର ମାହେଶ୍ୱରୀ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ମାନେ ଶୀତ ଋତୁର ଆଗମନରେ ଆଜି ପ୍ରଥମ ପର୍ୟ୍ୟାୟରେ ଆଗଲପୁର ଓ ଝାରବନ୍ଦଲି ଗ୍ରାମରେ ଥିବା ଅନେକ ଗରିବ ଅସହାୟ ଅବସ୍ଥାରେ ଥିବା ବୃଦ୍ଧବୃଦ୍ଧା ମାନଙ୍କୁ ଗୋଟିଏ ଗୋଟିଏ
Read More...

ଇମ୍ରାନ‌ଙ୍କ ମନ୍ତ୍ରୀ ସେୟାର କରିଛନ୍ତି ମିଥ୍ୟା ଖବର : ଫ୍ରାନ୍ସ କଲା ପର୍ଦ୍ଦାଫାଶ

ଇସଲାମାବାଦ : ଦୀର୍ଘ ଦିନ ଧରି ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ମୁସଲମାନ ଦେଶଗୁଡିକର ଟାର୍ଗେଟରେ ରହି ଆସିଛନ୍ତି । ମାକ୍ରୋନ୍ ଫ୍ରାନ୍ସରେ 'ଇସଲାମିକ୍ ବିଚ୍ଛିନ୍ନତାବାଦ'କୁ ସଂକଟ ବୋଲି କହି ଆସୁଛନ୍ତି ଏବଂ ଏଥିପାଇଁ ଆଇନ ଆଣିବାକୁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି । ତେବେ
Read More...

ବଲାଙ୍ଗିର ଜିଲ୍ଲାରେ ଏକ୍‌ଟିଭ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩ ଶହ ତଳକୁ : ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୨୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଶହ ତଳକୁ ଖସିଛି । ଆଜି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩ ରହିଥିବା ବେଳେ ବଲାଙ୍ଗିର ପୌରାଂଚଳରେ ମାତ୍ର ୩ ଜଣ ସଂକ୍ରମିତ ହୋଇଛନ୍ତି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୧ରୁ ୩,
Read More...

ଆଧ୍ୟାତ୍ମିକ ଚିନ୍ତାଧାରାରେ ପଙ୍କ ନାନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁରର ପଙ୍କ ନାନୀଙ୍କୁ ସମସ୍ତେ ଭଲ ଭାବରେ ଜାଣିଛନ୍ତି । ତାଙ୍କର ପିଲାଟି ଦିନର ଆଧ୍ୟାତ୍ମିକ ଚିନ୍ତାଧାରା ତଥା ସମାଜ ସେବା ପାଇଁ ସବୁବେଳେ ତତ୍ପର । ଆଜି ପଦ୍ମପୁରରେ ପଙ୍କଜିନୀ ପ୍ରଧାନ ମହିମା ଧର୍ମର ସାଧୁମାନଙ୍କୁ ମହାପୂଣ୍ୟ
Read More...

ଚିତ୍ରଗୁପ୍ତ କଲ୍ୟାଣ ସଂଘର ନୁତନ କର୍ମକର୍ତ୍ତା ଚୟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜାଜୀ ଟାଉନ ହଲରେ, କରଣ ସମାଜର ଏକ ଜରୁରୀ ଅଧିବେଶନ ଶିରିଷ କୁମାର ବହିଦାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କରଣ ସମାଜର ଚିତ୍ରଗୁପ୍ତ କଲ୍ୟାଣ ସଂଘର କାର୍ୟ୍ୟକାରୀ କମିଟିର କର୍ମକର୍ତ୍ତା ଏଇ ଅଧିବେଶନରେ ସର୍ବ ସମ୍ମତି କ୍ରମେ ଚୟନ
Read More...

ସଇଁନ୍ତଲାରେ କଂଗ୍ରେସ ପକ୍ଷରୁ ସମ୍ବର୍ଦ୍ଧନା ସଭା : କଂଗ୍ରେସ ଦଳକୁ ହଟାଇବା ପାଇଁ କାହାର ଦମ୍‌ ନାହିଁ –…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର କଂଗ୍ରେସ ଦଳ ପକ୍ଷରୁ ବଲାଙ୍ଗିର ଜିଲ୍ଲା ସଭାପତି ଭାବରେ ଦ୍ୱିତୀୟ ଥର ପାଇଁ ଦିଲୀପ ବେହେରାଙ୍କୁ ଦାୟିତ୍ୱ ଦିଆଯାଇ ଥିବାବେଳେ ଆଜି ପୂର୍ବତନ ମନ୍ତ୍ରୀ
Read More...

ବର୍ଷର ଶେଷ ଚନ୍ଦ୍ରଗ୍ରହଣ ନଭେମ୍ବର ୩୦ରେ ହେବ : ଜାଣନ୍ତୁ ଏହାର ଗୁରୁତ୍ୱ

ନୂଆଦିଲ୍ଲୀ : ୨୦୨୦ର ଶେଷ ଚନ୍ଦ୍ରଗ୍ରହଣ ନଭେମ୍ବର ଶେଷ ଦିନରେ ଅର୍ଥାତ୍ ୩୦ ନଭେମ୍ବରରେ ହେବାକୁ ଯାଉଛି । ଏହି ଚନ୍ଦ୍ରଗ୍ରହଣ ହେବ ଉପଛାୟା ଚନ୍ଦ୍ରଗ୍ରହଣ । ଏହି ଚନ୍ଦ୍ରଗ୍ରହଣ ବର୍ଷର ଚତୁର୍ଥ ଚନ୍ଦ୍ରଗ୍ରହଣ ହେବ । ଏହାପୂର୍ବରୁ ୨୦୨୦ ମସିହାରେ ଚନ୍ଦ୍ରଗ୍ରହଣ ୧୦ ଜାନୁଆରୀ, ୫ ଜୁନ୍ ଏବଂ ୫
Read More...

ନ୍ୟାୟିକ ହେପାଜତରେ ଡିସେମ୍ବର ୪ ପର୍ଯ୍ୟନ୍ତ ରହିବେ କମେଡ଼ିଆନ୍‌ ଯୋଡ଼ି ଭାରତୀ ଓ ହର୍ଷ

ମୁମ୍ବାଇ : ନ୍ୟାୟିକ ହେପାଜତରେ ଡିସେମ୍ବର ୪ପର୍ଯ୍ୟନ୍ତ ରହିବେ କମେଡ଼ିଆନ୍‌ ଯୋଡ଼ି ଭାରତୀ ଓ ହର୍ଷ । ଗଞ୍ଜେଇ ଘରେ ରଖିବା ସହ ସେବନ କରୁଥିବା କଥା ସାମ୍ନାକୁ ଆସିବା ପରେ ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କୁ ଗିରଫ କରିଥିଲା
Read More...

ଭେଙ୍ଗରାଜପୁର ଧାନ ମଣ୍ତିକୁ ପ୍ରଶାସନର ଅବହେଳା ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ପଲସଦା ସେବା ସମବାୟ ସମିତି ଲିଃ ଅଧୀନରେ ଥିବା ଭେଙ୍ଗରାଜପୁର ଧାନ ମଣ୍ତିକୁ ଏ ଯାଏଁ ଟୋକନ ଆସିନାହିଁ । ଚଳିତ ବର୍ଷ - ୨୦୨୦ ରେ ୯୧୯ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି । ୧୭ଟି ଗାଁକୁ ଧାନ ଏହି ମଣ୍ତିକୁ ଆସିଥାଏ । ଚଳିତ
Read More...

କୃଷକ ସଂଗଠନ ଦ୍ୱାରା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ସ୍ୱାଗତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୨୦୧୯ ବର୍ଷର ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ପାଇବା ଆଶାରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଅଧୀନସ୍ଥ ଭେଙ୍ଗରାଜପୁର, ଲଖମରା, ବାଦିକଟା ଆଦି ତିନୋଟି ପଞ୍ଚାୟତର ଚାଷୀ ହତାଶ ଓ ନିରାଶ ହୋଇଥିଲେ । କୃଷକ ସଂଗଠନ ମାଧ୍ୟମରେ ଓ ବିଭିନ୍ନ
Read More...