Yearly Archives

2020

ଗଣ୍ଡାବଜା କଳାକାରଙ୍କୁ ସରକାରୀ ସହାୟତା ପ୍ରଦାନ କରାଯାଉ

ପଦ୍ମପୁର, (ନିରୋଜ କୁମାର ପାଣୀ) : କରୋନା ମହାମାରୀ ସାରା ବିଶ୍ୱକୁ ଦୋହଳାଇ ଜୀବନର ଗତିବିଧି ବଦଳାଇ ଦେଇଛି । ଏହି ଦୁଃସମୟ ସମସ୍ତ ଶ୍ରେଣୀର ଜନସାଧାରଣଙ୍କୁ ପରିବାର ପୋଷଣ କରିବା ଦିଗରେ ଘଡିସନ୍ଧି ମୁହୂର୍ତ୍ତରେ ଠିଆ କରି ଦେଇଥିବା ବେଳେ ଓଡିଶା ସରକାର କେତେକ ଶ୍ରେଣୀର ଲୋକମାନଙ୍କ ପାଇଁ
Read More...

ବ୍ରିଟିଶ ସଂଗୀତଜ୍ଞଙ୍କ ପିଆନୋ ବାଦନରେ ବିଭୋର୍‌ ହେଲେ ବଣୁଆ ମାଙ୍କଡ଼

ଲଣ୍ଡନ : ଥାଇଲ୍ୟାଣ୍ଡର ଐତିହାସିକ ଅଟ୍ଟାଳିକା ଦଖଲ କରୁଥିବା ମାଙ୍କଡମାନଙ୍କୁ ଶାନ୍ତ ରଖିବା ପାଇଁ ବ୍ରିଟିଶ ସଂଗୀତଜ୍ଞ ପଲ୍ ବର୍ଟନ୍ ଏକ ନିଆରା ଉପାୟ ପ୍ରସ୍ତୁତ କରିଛନ୍ତି । ଏହି ପଦ୍ଧତିର ସାହାଯ୍ୟରେ ମାଙ୍କଡମାନେ କେବଳ ଶାନ୍ତ ହୋଇନଥିଲେ ବରଂ ଅନେକେ ଶୋଇ ପଡ଼ିଥିଲେ ମଧ୍ୟ । ଲୋପବୁରୀ
Read More...

ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ମୁମ୍ବାଇ କୋର୍ଟରୁ ପାଇଲେ ଜାମିନ

ମୁମ୍ବାଇ : ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆ ମୁମ୍ବାଇର ଏକ କୋର୍ଟରୁ ଜାମିନ ପାଇଛନ୍ତି । ସୁଶାନ୍ତ ସିଂ ରାଜପୁତ ମାମଲାରେ ଡ୍ରଗ୍ସ ପ୍ରସଙ୍ଗରେ ଫିଲ୍ମ ଏବଂ ଟିଭି ଜଗତର ଅନେକ ସେଲିବ୍ରିଟିଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଦ୍ୱାରା ପଚରା
Read More...

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ଟିଟିଲାଗଡ ଥାନା ଅଧିକାରୀଙ୍କ ବଦଳି ଦାବୀ : ବିକ୍ଷୋଭ ପ୍ରଦର୍ଶନ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ଼ ସହରରେ ଆଜି ଆଦିବାସୀ ସଂଘ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଟିଟିଲାଗଡ଼ ଉପଜିଲ୍ଲାପାଳ ଅଫିସ ଏବଂ ଟିଟିଲାଗଡ଼ ଥାନାକୁ ଘେରାଓ କରିବା ସହ ଥାନାଧିକାରୀଙ୍କ ବଦଳି ଦାବୀ କରିଛି । ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଅଭିଯୋଗ କରିଛି ଯେ, ଟିଟିଲାଗଡ଼ ଥାନା
Read More...

ଲାଠୋର ଲାନ୍ଥ ନଦୀ ବ୍ରିଜ୍ ପାଖରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଖପ୍ରାଖୋଲ, (କୃଷ୍ଣା ସେଠୀ) : ଲାଠୋର ଗ୍ରାମ ସୀମାରେ ବହି ଯାଉଥିବା ଲାନ୍ଥ ନଦୀ ବ୍ରିଜ୍ ପାଖରେ ଆଜି ସକାଳୁ ଜଣେ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର ହୋଇଛି । ସୂଚନା ଅନୁସାରେ ସେ ବ୍ୟକ୍ତି ଜଣକ କିଏ, କେଉଁଠୁ ଆସିଥିଲେ କେହି ଜାଣି ନାହାନ୍ତି । ସେ ବ୍ୟକ୍ତି ଜଣକ କିଛି ଦିନ ହେଲା ଲାନ୍ଥ ନଦୀ
Read More...

ବଲାଙ୍ଗିର ଜିଲ୍ଲାରେ ୨୮ ଜଣ କରୋନା ସଂକ୍ରମିତ ଚିହ୍ନଟ ଆଜି : ବଲାଙ୍ଗିର ପୌରାଂଚଳରୁ ୮

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୨୮ ଜଣ କରୋନା ସଂକ୍ରମିତ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳରେ ୮ ଜଣ ଚିହ୍ନଟ ହୋଇଛନ୍ତି । ୱାର୍ଡ ନଂ.୧ ଓ ୯ରୁ ରୁ ୨ ଜଣ ଲେଖାଏଁ ଏବଂ ୱାର୍ଡ ନଂ.୨, ୧୫, ୧୮ ଓ ୨୧ରୁ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଥିବା
Read More...

ପ୍ରତ୍ୟେକ ପଞ୍ଚାୟତ ସ୍ତରରେ କପା ମଣ୍ଡି ଖୋଲିବା ପାଇଁ ଦାବୀ କଲା ଜୟ କୋଶଲ କୃଷକ ସଙ୍ଗଠନ

ବେଲପଡ଼ା, (ଅଚ୍ୟୁତ ସିପୁନ ଖମାରୀ) : ବଲାଙ୍ଗିର ଜିଲ୍ଲାରେ ଧାନ ସହିତ ବ୍ୟାପକ ମାତ୍ରାରେ କପା ଚାଷ ମଧ୍ୟ ଫସଲ ହେଉଛି । କପା ଏକ ଆର୍ଥିକ ଓ ଲାଭ ଜନକ ଫସଲ ହେଇଥିବାରୁ ଏହା ବ୍ୟାପକ ମାତ୍ରାରେ ଚାଷ କରାଯାଏ । ତା ସହିତ ବଲାଙ୍ଗିର ଜିଲ୍ଲାର ଜଲବାୟୁ କପା ପାଇଁ ବେଶ ସହାୟକ ହେଉଥିବା ବିଶେଷଜ୍ଞ
Read More...

ଚଳିତ ବର୍ଷର ‘ବେଷ୍ଟ୍‌ ସବ୍‌ ପୋଷ୍ଟ୍‌ ମାଷ୍ଟର ଅଫ୍‌ ଓଡିଶା’ ପାଇଲେ ରଶ୍ମି ପଣ୍ଡା

ଟିଟିଲାଗଡ, (ଗୌରବ ଦର୍ଜୀ) : ଚଳିତ ବର୍ଷ ବେଷ୍ଟ୍‌ ସବ୍‌ ପୋଷ୍ଟ୍‌ ମାଷ୍ଟର ଅଫ୍‌ ଓଡିଶା ପାଇଛନ୍ତି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଅଚଂଳର ରଶ୍ମୀ ପଣ୍ଡା । ସେ ଟିଟାଲଗଡରେ ସବ୍‌ ପୋଷ୍ଟ୍‌ ମାଷ୍ଟର ଭାବେ କାର୍ୟ୍ୟରତ ଅଛନ୍ତି । ତାଙ୍କ କର୍ମନିଷ୍ଠତା ଯୋଗୁଁ ସେ ଆଜି ସାରା ଓଡିଶାରେ ବେଷ୍ଟ ସବ୍‌
Read More...

ଲାଞ୍ଚ ନେଇ ଡାକ୍ତର ଗିରଫ

ମାଲକାନଗିରି : ଜଣେ ଡାକ୍ତର ଲାଞ୍ଚ ନେବା ବେଳେ ଭାଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ସୂଚନା ଅନୁସାରେ ମାଲକାନଗିରି ଜିଲା ପୋଡିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ୟ୍ୟରତ ପାନୁ ଚରଣ ମଣ୍ଡଳ ପୂର୍ବରୁ ଲାଞ୍ଚ ନେଇ ଥରେ ଭାଜିଲାନ୍ସ ‌ଦ୍ୱାରା ଗିରଫ ହୋଇଥିବା
Read More...

ପୃଥ୍ୱୀରାଜ ଗୋଶାଳା ଠାରେ ଗୋପାଷ୍ଟମୀ ପୂଜା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଠିକାଦାର ପଡ଼ାସ୍ଥିତ ପୃଥ୍ୱୀରାଜ ଗୋଶାଳା ଠାରେ ଗୋପାଷ୍ଟମୀ ପୂଜା ପାଳିତ ହୋଇଯାଇଛି । ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ୟ ଗୋପାଷ୍ଟମୀ ଉତ୍ସବ ପାଳନ କରାଯାଇଛି । କୋଭିଡ ନିୟମ ପାଳନ କରି ଉ‌ତ୍ସବ ପାଳନ ହୋଇଥିବା କୁହାଯାଇଛି । ଶ୍ରଦ୍ଧାଳୁ ମାନେ ଆସି
Read More...