ମର୍ମନ୍ତୁଦ ଦୁର୍ଘଟଣା : ୨ ଶିଶୁ ମୃତ, ୪ ଗୁରୁତର
ନବରଙ୍ଗପୁର : ନବରଙ୍ଗପୁର ଜିଲା ଅନ୍ତର୍ଗତ ଚନ୍ଦାହାଣ୍ଡି ବ୍ଲକ ଝରାବାହାଲ ଗାଁରେ ସେମାବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ରାସ୍ତା କଡରେ ରହିଥିବା ଏକ ଘର ଭିତରକୁ ଭ୍ୟାନ ପଶି ଯିବାରୁ ୨ ଶିଶୁଙ୍କ ଅମୂଲ୍ୟ ଜୀବନ ଚାଲିଯାଇଥିବା ଖବର ମିଳିଛି । ଏହି ଘଟଣାରେ ଆଉ ୪ ଶିଶୁ ଗୁରୁତର ହୋଇଥିବା!-->…
Read More...
Read More...