ଆଜି ପବିତ୍ର ଅଁଳା ନବମୀ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ଆଜି କାର୍ତ୍ତିକ ମାସ ଶୁକ୍ଲପକ୍ଷ ନବମୀ ତିଥି ବା ପବିତ୍ର ଅଁଳା ନବମୀ । ଚଳିତ ବର୍ଷ କରୋନା ସଂକ୍ରମଣ ଯୋଗୁଁ ସବୁ ପର୍ବପର୍ବାଣୀ ଫିକା ପଡ଼ିଥିବା ବେଳେ ଅଁଳା ନବମୀ ଏହି ଅବସରରେ ମଧ୍ୟ କାଁ ଭାାଁ ମ‌ନ୍ଦିରମାନ‌ଙ୍କୁ ଶ୍ରଦ୍ଧାଳୁଙ୍କୁ ଦେଖିବାକୁ ମିଳୁଛି । ଅନ୍ୟ ବର୍ଷମାନଙ୍କରେ ଶ୍ରଦ୍ଧାଳୁ ଓ ହବିଷ୍ୟାଳିମାନ‌ଙ୍କ ଦ୍ୱାରା ମ‌ନ୍ଦିର ଗୁଡ଼କ ବେଶ୍‌ ଭିଡ଼ ଥାଏ । କିନ୍‌ନ୍ତୁ ଏଥର କରୋନା ମହାମାରୀ ଫିକା କରିଦେଇଛି ସବୁ ପର୍ବକୁ । ତଥାପି କରୋନ ସଂକ୍ରମଣ ସେ‌ତ୍ତ୍ୱ ଶ୍ରଦ୍ଧାଳୁମାନେ ପାଳନ କରୁଛନ୍ତି ପବିତ୍ର ଅଁଳା ନବମୀ ।

Leave A Reply

Your email address will not be published.