ଭେଡେନ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ଶୈଲସୁତା ଦାଶଙ୍କ ଦେହା‌ନ୍ତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ଶୈଲସୁତା ଦାଶଙ୍କ ହୃଦଘାତରେ ପରଲୋକ ହୋଇଥିବା ସୂଚନା ମିଳିଛି । ଜଣେ ଧର୍ମ ପରାୟଣ ମହିଳା ଥିଲେ ସେ ଓ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରି ସମସ୍‌ସ୍ତଙ୍‌ଙ୍କ ପ୍ରିୟ ଭାଜନ ହୋଇପାରିଥିଲେ। ୨୦୦୧ ମସିହାରୁ ଆଜି ପର୍ୟ୍ୟନ୍ତ ଶିକ୍ଷା ଦାନ କରି ବିଶେଷ ଶିକ୍ଷାସେବା ପ୍ରଦାନ କରିଛନ୍‌ନ୍ତି । ତାଙ୍କ ବିୟୋଗରେ ବିଦ୍ୟାଳୟ ପରିଚାଳନା କମିଟି, ଛାତ୍ରଛାତ୍ରୀ, ଅଭିଭାବକ ଓ ଅଭାବିକା ମହଲରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ସ୍ଵାମୀ କାଦୋବାହାଲ ମହାବିଦ୍ୟାଳୟର ପ୍ରାଧ୍ୟାପକ ଅଟନ୍ତି ।

Leave A Reply

Your email address will not be published.