pakka

ମର୍ମନ୍ତୁଦ ଦୁର୍ଘଟଣା : ୨ ଶିଶୁ ମୃତ, ୪ ଗୁରୁତର

bbehera

ନବରଙ୍ଗପୁର : ନବରଙ୍ଗପୁର ଜିଲା ଅନ୍ତର୍ଗତ ଚନ୍ଦାହାଣ୍ଡି ବ୍ଲକ ଝରାବାହାଲ ଗାଁରେ ସେମାବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ରାସ୍ତା କଡରେ ରହିଥିବା ଏକ ଘର ଭିତରକୁ ଭ୍ୟାନ ପଶି ଯିବାରୁ ୨ ଶିଶୁଙ୍କ ଅମୂଲ୍ୟ ଜୀବନ ଚାଲିଯାଇଥିବା ଖବର ମିଳିଛି । ଏହି ଘଟଣାରେ ଆଉ ୪ ଶିଶୁ ଗୁରୁତର ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା କୁହାଯାଇଛି । ସୂଚନା ଅନୁସାରେ ଘରେ ନିଆଁ ତାପିବା ବେଳେ ଭ୍ୟାନ ମାଡ଼ି ଯାଇଥିଲା ।

jay balangir
Leave A Reply

Your email address will not be published.

sixteen − eight =