Yearly Archives

2020

ସୁନା ବ୍ୟବସାୟୀ ନିଖୋଜ ଘଟଣା : ନିଖୋଜ ହେବାର ୧୭ଦିନ ପରେ ମୁଦଘାଟ-ଚିପାକାନୀ ଜଙ୍ଗଲରୁ ମୃତ ଦେହ ଉଦ୍ଧାର କଲା ପୁଲିସ

ମୃତ ଦେହ ପାଖେ ରହିଛି ମୃତକଙ୍କ ବାଇକ୍ : ଗୁପ୍ତଧନ ପାଇଁ ହତ୍ୟା ସନ୍ଦେହ, ତଦନ୍ତ କରୁଛି ପୁଲିସ ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଅଧୀନରେ ଥିବା ହାତୀସରା ଗାଁର ନିଖୋଜ ଥିବା ସୁନା ବ୍ୟବସାୟୀର ମୃତ ଦେହ ଦେଓଗାଁ ଓ ପାଟଣାଗଡ଼ ଥାନାର ସୀମା ମୁଦଘାଟ-ଚିପାକାନି ଜଙ୍ଗଳରେ
Read More...

ପେକ୍ସ ପଞ୍ଜିକରଣରୁ ଦୁର୍ନୀତି : ଧାନ ବିକ୍ରି ଟଙ୍କା ଖାଉଥିଲେ ଭୂତ ଚାଷୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଖରିଫ ଧାନ କିଣା । ଚାଷୀ ଏହି ଧାନ କିଣା ପ୍ରକ୍ରିୟାରେ ସାମିଲ ହୁଅନ୍ତି । ଧାନ ବିକନ୍ତି ମଣ୍ଡିରେ । ମିଲର୍ସ ଧାନ ନିଅନ୍ତି । ଚାଷୀଙ୍କ ଖାତାରେ ଧାନ ବିକ୍ରି ଟଙ୍କା ପଡେ । ତେବେ କଟ୍‍ନି ଛଟ୍‍ନି ସହ ବେପାରୀଙ୍କ ଧାନ କିଣାକୁ ନେଇ ପ୍ରତିବାଦ କରନ୍ତି
Read More...

ଚାଲିଗଲେ ଓଡିଶା ରାଜ୍ୟପାଳଙ୍କ ଧର୍ମପତ୍ନୀ ସୁଶୀଳା ଦେବୀ

ଭୁବନେ‌ଶ୍ୱର : ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ପତ୍ନୀଙ୍କ ଦେହାନ୍‌ନ୍ତ ହୋଇଥିବା ସୂଚନା ମିଳିଛି । ରାଜ୍ୟପାଳଙ୍କ ପତ୍ନୀ ସୁଶୀଳା ଦେବୀ ଚିକିତ୍ସାଧିୀନ ରହିଥିବା ବେଳେ ମୃତ୍ୟୁବରଣ କରିଛନ୍ତି । ଗତ ନଭେମ୍ବର ୧ ତାରିଖରେ କରୋନା ସଂକ୍ରମଣର ଶିକାର ହୋଇଥିଲେ ସେ । ଭୁବନେଶ୍ୱରର ଏକ
Read More...

ଚର୍ଚ୍ଚାରେ କ୍ଷୁଦ୍ର ଚଳଚ୍ଚିତ୍ର “ଟାଙ୍ଗର୍”

କଳାହାଣ୍ଡି, (ପି.କେ.ସାହୁ) : ପରମ୍ପରା ସମାଜକୁ ସବୁବେଳେ ନୂଆ ଶିକ୍ଷା ଦିଏ, ମଣିଷକୁ ନିଆରା ପରିଚୟ ଦିଏ । ଅତ୍ୟାଧୁନିକ ମଣିଷକୁ ପୁଣିଥରେ ମାଟିମଗ୍ନ କରିବା ହିଁ “ଟାଙ୍ଗର୍”ର ମୂଳ ଉଦ୍ଦେଶ୍ୟ । ଏଇ ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ପଣ୍ଡିତ ଅଜିତ କୁମାର ଦାଶ ଏବଂ କାହାଣୀ ଓ ସଂଳାପ
Read More...

ରାଜସ୍ଥାନରେ କରୋନା ସଂକ୍ରମଣ ଆଶଂକା : ୮ ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ

ଜୟପୁର : କରୋନା ସଂକ୍ରମଣର ସ୍ଥିତିକୁ ଦୃଷ୍ଟିରେ ରଖି ରାଜସ୍ଥାନ ରାଜ୍ୟ ସରକାର ୮ଟି ଜିଲ୍ଲାରେ ପୁଣି ରାତ୍ରିକାଳୀନ କର୍ଫ୍ୟୁ ଜାରି କରିଛନ୍ତି । ଗତକାଲି ରାତିଠାରୁ ଏହା ଲାଗୁ ହୋଇଥିବା ଜଣାପଡ଼ିଛି । ଜୟପୁର, ଯୋଧପୁର, କୋଟା, ବିକାନେର, ଉଦୟପୁର, ଆଜେମେର, ଅଲୱାର ଏବଂ ଭିଲୱାରାର
Read More...

ସାଂସଦଙ୍କ ଗୋପାଳ ଗୋଶାଳା ପରିଦର୍ଶନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଲୋକସଭା ସଦସ୍ୟ ସୁରେଶ ପୂଜାରୀ ପବିତ୍ର ଗୋକୁଳାଷ୍ଟମୀ ଅବସରରେ ବରଗଡ଼ ସହର ସ୍ଥିତ ଗୋପାଳ ଗୋଶାଳା ପରିଦର୍ଶନ କରି ଗୋମାତାଙ୍କୁ ଦାନା ଖୁଆଇ ଥିଲେ । ପରେ ଗୋଶାଳାରେ ପକ୍ଷରୁ ଆୟୋଜିତ ହେଉଥିବା ଗୋକୁଳାଷ୍ଟମୀ ଉତ୍ସବରେ ଯୋଗଦାନ କରିଥିଲେ । ଏଠାରେ
Read More...

ଚନ୍ଦନଭାଟିର ଅର୍ଦ୍ଧନିର୍ମିତ ଦୁର୍ଗା ମନ୍ଦିରର ନିର୍ମାଣ କାର୍ଯ୍ୟ ପୁଣି ଆରମ୍ଭ ହେଲା

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଦେଢ ବର୍ଷ ତଳେ ଲୋକଙ୍କ ସହଯୋଗରେ ଆରମ୍ଭ ହୋଇଥିଲା ଚନ୍ଦନଭାଟୀ ବସଷ୍ଟାଣ୍ଡରେ ଥିବା ଦୁର୍ଗା ମନ୍ଦିରର ନିର୍ମାଣ କାର୍ଯ୍ୟ । ହେଲେ କରୋନା ମହାମାରୀ ଯୋଗୁଁ ଅଟକି ରହିଥିଲା ଏହି କାର୍ଯ୍ୟ । ଭକ୍ତଙ୍କ ମନଯୋଗ ଏବଂ ସହଯୋଗରେ ପୁଣି ଅର୍ଦ୍ଧନିର୍ମିତ ମନ୍ଦିର କାମ
Read More...

ଛତିଶଗଡକୁ ବେଆଇନ୍ ବାଲି ଚାଲାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ସରେଇକେଲା ଗ୍ରାମ ପଞ୍ଚାୟତ ସମ୍ବଲପୁରୀ ବାଲିଘାଟିରୁ ଧରା ପଡିଲେ ୯ଟି ଟ୍ରାକ୍ଟର । ସମ୍ବଲପୁରୀ ବାଲିଘାଟ ଠାରେ ଜଗଦଳପୁର ପୋଲିସ ପକ୍ଷରୁ ଅତର୍କିତ ଚଢାଉ କରାଯାଇଥିଲା । ସେହି ସମୟରେ ୫ଟି ବାଲି ବୋଝେଇ ଟ୍ରାକ୍ଟର
Read More...

ଛତୁ ଚାଷ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ସ୍ଥିତ ରାକ୍ଷୀଉଡ଼ାର ସ୍ୱେଚ୍ଛାସେବୀ ସଂଗଠନ ‘ସୃଷ୍ଟି’ ପକ୍ଷରୁ ଜାତୀୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ (ନାବାଡର଼୍) ଭୁବନେଶ୍ୱର ସହାୟତାରେ ପାଟଣାଗଡ଼ ବ୍ଲକ୍‌ ଲରମ୍ଭା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୋଢ଼ପାଲି ଠାରେ କ୍ଷୁଦ୍ର ଉଦ୍ୟୋଗୀ ଉନ୍ନୟନ
Read More...

ବିଏସଏଫ୍‌ ‌ଦ୍ୱାରା ଆବିଷ୍କାର ହେଲା ନାଗ୍‌ରୋଟାଠାରେ ଆତଙ୍କବାଦୀଙ୍କ ପ୍ରବେଶ ପଏଣ୍ଟ : ସୀମାରେ ମିଳିଲା ସୁଡ଼‌ଙ୍ଗ

ସାମ୍ବା : ନାଗ୍‌ରୋଟା ଏନକାଉଣ୍ଟରରେ ୪ ଜଣ ଆତଙ୍କବାଦୀଙ୍କୁ ନିହତ କରିବା ପରେ ରବିବାର ଦିନ ଭାରତୀୟ ସୁରକ୍ଷା ବାହିନୀ ଆଉ ଏକ ବଡ଼ ସଫଳତା ପାଇଛନ୍ତି । ସୀମା ସୁରକ୍ଷା ବଳ (ବିଏସଏଫ) ଏବଂ ଜାମ୍ମୁ କାଶ୍ମୀର ପୋଲିସର ମିଳିତ ଅପରେସନରେ ପାକିସ୍ତାନ ନିକଟ ଅନ୍ତର୍ଜାତୀୟ ସୀମା ନିକଟସ୍ଥ ଜାମ୍ମୁ
Read More...