Yearly Archives

2020

ରାମଚନ୍ଦ୍ରପୁରରେ ଚତୁର୍ଥ ବର୍ଷିକ ବୀର ବଜରଙ୍ଗବଲୀ ଫୁଟବଲ୍‌ ପ୍ରତିଯୋଗିତା ଉଦ୍‌ଯାପିତ : ଟ୍ରାଇବ୍ରେକରରେ ନକ୍‌ଟାସରକୁ…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ରାମଚନ୍ଦ୍ରପୁର ସ୍ଥିତ ପଲ୍ଲିଶ୍ରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଗତ ୨୧ ତାରିଖ ଠାରୁ ଆରମ୍ଭ ହୋଇଥିବା ଚତୁର୍ଥ ବାର୍ଷିକ ବୀର ବଜରଙ୍ଗବଲୀ ଫୁଟବଲ ପ୍ରତିଯୋଗିତା ସୋମବାର ଉଦଯାପିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ମୋଟ ୮ଟି ଯଥା
Read More...

ମଟର ସାଇକେଲ ଚୋର ସକ୍ରିୟ : ସାଢେ଼ ଛ’ ଫୁଟ୍‌ ବାଡ଼ା ଉପରୁ ଟେକିନେଲେ ହୋଣ୍ଡା ସାଇନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହରରେ ମାତିଛନ୍ତି ମଟର ସାଇକେଲ ଚୋର । ଗତକାଲି ସଂଧ୍ୟାରେ ବୁଲେଟ୍‌ ଚୋରି ଭଳି ଏକ ଘଟଣା ସହରରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଗତ ରାତିରେ ପୁଣି ଘଟିଛି ଆଉ ଏକ ଘଟଣା । ସାଢେ଼ ଛ’ ଫୁଟ୍‌ ବାଡ଼ା ଉପରୁ ଟେକି ନେଇଛନ୍ତି ହୋଣ୍ଡା ସାଇନ୍‌ ମଟର ସାଇକେଲ ।
Read More...

ଭିଡିଓ କନଫରେନ୍ସିଂ ଜରିଆରେ ସାଂସଦଙ୍କ ପାଇଁ ବହୁତଳ ଫ୍ଲାଟ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

ନୂଆଦିଲ୍ଲୀ, (ପିଆଇବି) :ନମସ୍କାର, ଲୋକସଭା ବାଚସ୍ପତି ଶ୍ରୀ ଓମ ବିର୍ଲା ଜୀ, ମୋର କ୍ୟାବିନେଟ ସହଯୋଗୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଜୀ, ଶ୍ରୀ ହରଦୀପ ସିଂ ପୁରୀ ଜୀ, ଏହି ସମିତିର ଅଧ୍ୟକ୍ଷ ଶ୍ରୀ ସି.ଆର. ପାଟିଲ ଜୀ, ସାଂସଦ, ଭାଇ ଓ ଭଉଣୀମାନେ!! ଦିଲ୍ଲୀରେ ଜନ ପ୍ରତିନିଧିମାନଙ୍କ ପାଇଁ ଏହି ନୂଆ
Read More...

ଅସହାୟ ଲୋକଙ୍କୁ ଅଇଁଲାସାରୀ ଗ୍ରାମ ପଞ୍ଚାୟତ ବଜରଙ୍ଗ ଦଳ ପକ୍ଷରୁ କମ୍ବଳ ବଣ୍ଟନ

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ସେବା ହିଁ ପରମ ଧର୍ମ । ସେବା ଦ୍ୱାରା ହିଁ ମାନବ ଜୀବନକୁ ସାର୍ଥକ କରିହୁଏ ବୋଲି ବିଜ୍ଞଜନମାନେ ମତ ଦିଅନ୍ତି । ଏହି କ୍ରମରେ ନିଜ ପାରିଶ୍ରମିକରୁ କିଛି ଅର୍ଥ ସମାଜସେବାରେ ସମର୍ପିତ କରିବା ପାଇଁ ଆଗେଇ ଆସିଛନ୍ତି ଅଇଁଲାସାରି ଗ୍ରାମ ପଞ୍ଚାୟତର ବଜରଂଗ ଦଳର
Read More...

ପଞ୍ଚାୟତ କଲେଜ୍ ଛାତ୍ରଛାତ୍ରୀଙ୍କ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ବରଗଡ଼, (ସତ୍ୟ ନାରାୟଣ ପଧାନ) : ୬ ଦଫା ଦାବୀରେ ବରଗଡ଼ ପଞ୍ଚାୟତ କଲେଜ୍ କମ୍ପୁଟର ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେଲଫ ଫାଇନାନ୍ସ ପାଠ୍ୟକ୍ରମରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଏ ପର୍ୟ୍ୟନ୍ତ
Read More...

ମିର୍ଦ୍ଧାପାଲି ପଂଚାୟତ ଅଂଚଳରେ ଆବାସ ଯୋଜନା ଦୁର୍ନୀତି ବିରୁଦ୍ଧରେ ଭିଆଇପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମିର୍ଦ୍ଧାପାଲି ପଂଚାୟତ ସରକାରୀ ଆବାସ ଯୋଜନା ଦୁର୍ନୀତି ବିରୁଦ୍ଧରେ ଆଜି ବଲାଙ୍ଗିର ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭିଲେଜର୍ସ ଇଣ୍ଡିଆ ପାର୍ଟିର ନେତୃତ୍ୱରେ ପଂଚାୟତର ଆବାସ ଯୋଜନାର ଯୋଗ୍ୟ ହିତାଧିକାରୀ ବିକ୍ଷୋଭ କରି ବଲାଙ୍ଗିର ବ୍ଲକ ବିଡିଓଙ୍କ ଜରିଆରେ
Read More...

ମୋବାଇଲ୍‌ ହଜିଛି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଚନ୍ଦ୍ରଶେଖରନଗର ନିବାସୀ ଅନନ୍ତ ନାରାୟଣ ପାଣିଗ୍ରାହୀଙ୍କ ଝିଅ ସ୍ୱପ୍ନତା ପାଣିଗ୍ରାହୀ ଶାନ୍ତିପଡ଼ା ଛକ ଅଂଚଳରେ ତାଙ୍କ ସାମସଙ୍ଗ ମୋବାଇଲ୍‌ ଆଜି ଅପରାହ୍ନ ୨ଟାରୁ ୨ଟା ୩୦ ମିନିଟ୍‌ ଭିତରେ ହଜେଇ ଦେଇଥିବା କହିଛନ୍ତି । ଯଦି କୌଣସି ସୁହୃଦୟ
Read More...

ଭେଙ୍ଗରାଜପୁରରେ ବାଜୁବନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରଧାନମନ୍ତ୍ରୀ ଫସଲ ବୀମାକୁ ନେଇ ଗତ ୭ ତାରିଖ ଦିନ ଭେଙ୍ଗରାଜପୁର, ବାଦିକଟା, ଲଖମରା ତିନୋଟି ପଞ୍ଚାୟତରୁ ଏକ କୃଷି ପ୍ରତିନିଧି ଦଳ ଦିଲ୍ଲୀ ଅଭିମୁଖେ ଯାଇଥିଲେ ଏବଂ ୯ ତାରିଖ ଦିନ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ଦ୍ୱୟଙ୍କୁ ସାକ୍ଷାତ ଆଲୋଚନା କରିଥିଲେ ।
Read More...

ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ବଲାଙ୍ଗିର ଝିଅ ଶୁଭଶ୍ରୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଫେମିନା ମିସ୍‌ ଇଣ୍ଡିଆ ତରଫରୁ ଅନୁଷ୍ଠିତ ହେବାକୁ ଥିବା ମିସ୍‌ ଇ‌ଣ୍ଡିଆ ପ୍ରତିଯୋଗିତାରେ ଓଡିଶାର ଟପ୍‌ ୫ ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ବଲାଙ୍ଗିରର ଝିଅ ଶୁଭଶ୍ରୀ ରାୟଗୁରୁ ମନୋନୀତ ହୋଇଛନ୍ତି । ସେ ବଲାଙ୍ଗିରର ସ୍ପେସିଆଲ ଜୁଡ଼ିସିଆଲ୍‌ ମାଜିଷ୍ଟ୍ରେଟ୍‌
Read More...

ଆଦିବାସୀଙ୍କ ପ୍ରତି ସରକାରଙ୍କ ପାତର ଅନ୍ତର ନୀତି ପ୍ରତିବାଦରେ ନଭେମ୍ବର ୨୫ ବଲାଙ୍ଗିର ଜିଲ୍ଲାପାଳ ଅଫିସ ଘେରାଓ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଦିବାସୀମାନଙ୍କ ପ୍ରମୁଖ ସମସ୍ୟା ଗୁଡିକ ସମାଧାନ ହେଉ ନାହିଁ । ନକଲି ଆଦିବାସୀମାନଙ୍କୁ ସରକାର ·କିରୀରୁ ବହିଷ୍କାର କରୁନାହିଁ । ଆଦିବାସୀଙ୍କ ଧର୍ମ, ସଂସ୍କୃତି, ପ୍ରଥା ପରମ୍ପରା, ଭାଷା, ଦେବାଦେବୀ ପୂଜାପୀଠର ସୁରକ୍ଷା, ସଂରକ୍ଷଣ କରୁନାହିଁ । ଜଙ୍ଗଲ ଜମିର
Read More...