ମୋବାଇଲ୍‌ ହଜିଛି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଚନ୍ଦ୍ରଶେଖରନଗର ନିବାସୀ ଅନନ୍ତ ନାରାୟଣ ପାଣିଗ୍ରାହୀଙ୍କ ଝିଅ ସ୍ୱପ୍ନତା ପାଣିଗ୍ରାହୀ ଶାନ୍ତିପଡ଼ା ଛକ ଅଂଚଳରେ ତାଙ୍କ ସାମସଙ୍ଗ ମୋବାଇଲ୍‌ ଆଜି ଅପରାହ୍ନ ୨ଟାରୁ ୨ଟା ୩୦ ମିନିଟ୍‌ ଭିତରେ ହଜେଇ ଦେଇଥିବା କହିଛନ୍ତି । ଯଦି କୌଣସି ସୁହୃଦୟ ବ୍ୟକ୍ତି ଏହି ମୋବାଇଲ୍‌ ପାଇଛନ୍ତି, ତେବେ ଦୟାକରି ଫେରେଇ ଦେବାକୁ ସ୍ୱପ୍ନିତାଙ୍କ ବାପା ଶ୍ରୀ ପାଣିଗ୍ରାହୀ ଅନୁରୋଧ କରିଛନ୍ତି । ମୋବାଇଲ୍‌ ପାଇଥିବା ସୁହୃଦୟ ବ୍ୟକ୍ତି ଶାନ୍ତିପଡ଼ା ସ୍ଥିତ ‘କୋଶଳ ପ୍ରବାହ’ କାର୍ଯ୍ୟାଳୟରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଉଛି ।

Leave A Reply

Your email address will not be published.