ଲାଞ୍ଚ ନେଇ ଡାକ୍ତର ଗିରଫ

ମାଲକାନଗିରି : ଜଣେ ଡାକ୍ତର ଲାଞ୍ଚ ନେବା ବେଳେ ଭାଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ସୂଚନା ଅନୁସାରେ ମାଲକାନଗିରି ଜିଲା ପୋଡିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ୟ୍ୟରତ ପାନୁ ଚରଣ ମଣ୍ଡଳ ପୂର୍ବରୁ ଲାଞ୍ଚ ନେଇ ଥରେ ଭାଜିଲାନ୍ସ ‌ଦ୍ୱାରା ଗିରଫ ହୋଇଥିବା ବେଳେ ଏବେ ଆଉଥରେ ଗିରଫ୍‌ ହୋଇଥିବା ଜଣାପଡ଼ିଛି । ଜାଣିବାକୁ ମିଳିଛି ପୂର୍ବରୁ ସଂପୃକ୍ତ ଡ଼ାକ୍ତର ଖଣ୍ଡପଡ଼ାରେ କାର୍ୟ୍ୟରତ ଥିବାବେଳେ ସାଢେ଼ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲା ।

Leave A Reply

Your email address will not be published.