Browsing Tag

padmapur news

ଅସହାୟ ମହିଳା ଚନ୍ଦ୍ରକାନ୍ତୀ ଆଜି ନିରାଶ୍ରୟ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକର କଟାବାହାଲ ପଂଚାୟତ ଅଧୀନସ୍ଥ ଯୁବାଖୋଲରେ ଚନ୍ଦ୍ରକାନ୍ତୀ ବିବାହ କରିଥିଲେ । ସ୍ୱାମୀ ଚନ୍ଦ୍ରମଣି ସାହୁ ନିଜ ଗାଁରେ ଚାଷବାସ କରି କେତେ ହସଖୁସିରେ ତାଙ୍କ ପରିବାର ଚଳି ଆସୁଥିଲେ, ହେଲେ ଦଇବ ସହିପାରିଲା ନାହିଁ ।…
Read More...

ସ୍ୱାବଲମ୍ବୀ ହେବା ନିମନ୍ତେ ଦିବ୍ୟାଙ୍ଗଙ୍କ ବ୍ୟାଟେରୀ ଚାଳିତ ଟ୍ରାଇସାଇକେଲ ଦାବୀ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଭିନ୍ନକ୍ଷମମାନଙ୍କ ସଶକ୍ତିକରଣ ନିମନ୍ତେ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ତାଙ୍କୁ ସ୍ୱାବଲମ୍ବୀ ହେବା ନିମନ୍ତେ ବିଭିନ୍ନ ଋଣ ମଧ୍ୟ ଯୋଗେଇବା ନିମନ୍ତେ ସରକାର ବ୍ୟବସ୍ଥା କରିଛନ୍ତି । କିନ୍ତୁ ବ୍ଲକ ସ୍ତରୀୟ ସରକାରୀ…
Read More...

ପୂର୍ତ୍ତ ବିଭାଗର ମନ୍ଥର କାମ : ଅଂଚଳବାସୀ ହଇରାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ୨୦୧୪ ମସିହାରେ ପଶ୍ଚିମ ଓଡିଶାର ଗଣପର୍ବ ଓ ନିର୍ବାଚନକୁ ଆଖି ଆଗରେ ରଖି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବିକେ ଓ ପଶ୍ଚିମ ଓଡିଶାବାସୀ ସିଧା ସଳଖ ରାଜ୍ୟରେ ଯୋଗାଯୋଗ କରିବା ପାଇଁ ନୂଆଁଖାଇ ଭେଟି ସ୍ୱରୂପ ଚଉତିରିଶି କୋଟି ଟଙ୍କାର ଅଟକଳ…
Read More...

ଟ୍ରାନ୍ସଫର୍ମର୍ ସ୍ଥାନାନ୍ତରିତ କରାଯାଉ : ବିପଦଶଙ୍କୁଳ ଅବସ୍ଥାରେ ଗ୍ରାମବାସୀ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପୁଢ଼େରଖେର ଗ୍ରାମ ମଧ୍ୟରେ ୧୧କେଭି ତାର ଟଣାଯାଇଛି । ଯାହାଦ୍ୱାରା ଲୋକଙ୍କ ଜୀବନ ବିପଦରେ ଅଛି । ସୂଚନା ଅନୁଯାୟୀ ଗାଁରେ ଲାଗିଥିବା ୬୩ କେଭି ଟ୍ରାନ୍ସଫର୍ମର, ସେଠାକୁ ସଂଯୋଗ କରୁଥିବା ତାର ଗାଁ ମଧ୍ୟ ଦେଇ…
Read More...

ଦୁର୍ଗାପୂଜା,କାଳୀପୂଜା, ଲକ୍ଷ୍ମୀପୂଜାରେ କଳାକାରମାନଙ୍କୁ ସହାୟତା ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମହାମାରୀ କରୋନା ଭାଇରସ ରାଜ୍ୟ, ଦେଶ ତଥା ସାରା ବିଶ୍ୱରେ ବ୍ୟାପିବାରେ ଲାଗିଛି । ଛାଡିବାର ନାଁ ନାହିଁ । କେବେ ଛାଡିବ ତାହା ଜଣା ପଡୁ ନାହିଁ । ବହୁତ କ୍ଷୟ କ୍ଷତି ହେବା ସହ ଜୀବନ ଚାଲିଯାଉଛି । ବିଶେଷ କରି କଳାକାରମାନଙ୍କର ଜୀବନ ଜୀବିକା ଉପରେ ବେଶି…
Read More...

ଅଜଣା ରୋଗରେ ଚାଷୀ ହତାଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ କୃଷି କାର୍ୟ୍ୟାଳୟରୁ ୧୪ କିଲୋମିଟର ଦୂରରେ ଅବସ୍ଥିତ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତର ସଦାନନ୍ଦପୁର, ରସମୁଣ୍ତା, ଡେଙ୍ଗନାଡିହି ଗ୍ରାମରେ ଶତକଡା ୪୦ ଭାଗ ଧାନ ଚାଷ ଜମିରେ ପତ୍ର ପୋଡ଼ା, ବଙ୍କି, ମହିସା, ଗଣ୍ଠି…
Read More...

କୋଭିଡ ଯୋଦ୍ଧାଙ୍କୁ ଅସମ୍ମାନ ଅଭିଯୋଗ : ସମ୍ବେଦନହୀନ ବରଗଡ଼ ଜିଲ୍ଲା ପ୍ରଶାସନ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ସ୍ୱର୍ଗତ ପ୍ରକାଶ ଚନ୍ଦ୍ର ଗିରି, ଜିଲ୍ଲା ପରିଷଦ ଶିକ୍ଷକ, ସରକାରୀ ପ୍ରାଥମିକ ବିଦ୍ୟାଳୟ, ଗଙ୍ଗେଇ, ଅମ୍ବାଭୋନା, ବରଗଡ । ଜଣେ ଛାତ୍ରବତ୍ସଳ ପ୍ରଖ୍ୟାତ ଶିକ୍ଷକ ସାଙ୍ଗକୁ ଅନେକ କଳା ପ୍ରତିଭାର ଅଧିକାରୀ ସ୍ୱର୍ଗତ ପ୍ରକାଶ ଚନ୍ଦ୍ର ଗିରିଙ୍କ ହଠାତ୍ ୨୦…
Read More...

ପଦ୍ମପୁର ଅଞ୍ଚଳରେ ପୁଅ ଜିଉନ୍ତିଆ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ସମୟରେ ସମଗ୍ର ଓଡ଼ିଶା ଓ ଭାରତ ବର୍ଷରେ କରୋନା ମହାମାରୀ ଉଗ୍ରରୂପ ଧାରଣ କରିଛି । ତଥାପି ପଶ୍ଚିମ ଓଡିଶାର ମହିଳାମାନେ ନିଜ ସଂସ୍କୃତି ଓ ପରମ୍ପରାକୁ ନ ଭୁଲି ପୁଅ ଜିଉନ୍ତିଆ ବା ଦୁତି ବାହାନ ଓଷା ଘରେ ଘରେ ପାଳିନ କରିଛନ୍ତି । ପୁଅ ଝିଅର…
Read More...

ଉଦୟନାଥ ଫର୍ଣ୍ଣିଚରର ମାସିକ ଯୋଜନାର ଲକି ଡ୍ର ଉଠାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋଭିଡ କଟକଣାର ସମସ୍ତ ନିୟମକୁ ପାଳନ କରି ପଦ୍ମପୁର ସହରର କପସିଲା ରୋଡ ସ୍ଥିତ ଉଦୟନାଥ ଫର୍ଣ୍ଣିଚର ତରଫରୁ ଆରମ୍ଭ ହୋଇଥିବା ମାସିକ ଯୋଜନାର ଦଶମ ଲକି ଡ୍ର ଉଠାଣ ବିଜେତା ହେଉଛନ୍ତି ପାଟଣାଗଡ ଶୁଭେନ୍ଦୁ ସେଠ ।
Read More...

ଦିବ୍ୟାଙ୍ଗ ମହିଳା ପ୍ରେମବାଇ ରାସ୍ତା କଡ଼ରେ ପଡି ରହିଛନ୍ତି ଭୋକ ଉପବାସରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ କେହି ଭୋକିଲା ରହିବେ ନାହିଁ। ସାଧାରଣ ଗରିବ ଅସହାୟ ଗରିବ ଲୋକଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନାମାନ କରାଯାଇଛି । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ତ ଝାରବନ୍ଦ ବ୍ଲକ ଲଉଡିଦରହା ପଞ୍ଚାୟତ ଗୌଡ଼ମାଲ ଉପରମୁଣ୍ଡା ବରଗଛ…
Read More...