Browsing Tag

padmapur news

ଉଦ୍ୟାନ କୃଷିର ବିହନ ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅନୁସାରେ ସହକାରୀ ଉଦ୍ୟାନ କୃଷି ବିଭାଗ ତରଫରୁ ଚାଷୀମାନଙ୍କୁ ପନିପରିବା ମଂଜି ବିତରଣ କରାଯାଇଛି । ପ୍ରଥମ ପର୍ୟ୍ୟାୟ ଝାରବନ୍ଧ ଗ୍ରାମ ପଞ୍ଚାୟତରୁ ଶୁଭାରମ୍ଭ କରାଯାଇଥିଲା । ସରପଞ୍ଚ ଶ୍ରୀମତୀ ଧନମତୀ ପାଣ୍ତେ, ଉଦ୍ୟାନ
Read More...

‘କୋଶଳ ପ୍ରବାହ‌’ର ପ୍ରଭାବ : ଗତକାଲି ଖବର ପ୍ରକାଶନ ପରେ ତୁରନ୍ତ ସାଂସଦ ସୁରେଶ ପୂଜାରୀଙ୍କ ତତ୍ପରତା

ଯୋଖିପାଲି ଗ୍ରାମ ହେବ ସାନିଆଟାଇଜ, ଲାଗିବ ଟ୍ରାନ୍ସଫର୍ମର : ଦୂର ହେବ ପନୀୟ ଜଳ ସମସ୍ୟାପଦ୍ମପୁର, (ନିରଂଜନ ତ୍ରିପାଠୀ) : ଗତକାଲି 'କୋଶଳ ପ୍ରବାହ‌’ରେ ଖବର ପ୍ରକାଶନ ପରେ ଯୋଖିପାଲି ଗ୍ରାମର ସମସ୍ୟାର ସମାଧାନ ନିମନ୍ତେ ଦୁର୍ନୀତି ବିରୋଧୀ ଯୁବ ସଙ୍ଗଠନ ୟୁଥ ଆଗେନଷ୍ଟ କରପସନ, ଯୋଖିପାଲିର
Read More...

ଧର୍ମପ୍ରାଣ ମହିଳା ବେଲମତୀ ସାହୁଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଡୁମ୍ବେରବାହାଲ ଗ୍ରାମ ସାମ୍ବାଦିକ ବନବାସ ସାହୁଙ୍କ ମାତା ଧର୍ମପ୍ରାଣା ମହିଳା ବେଲମତୀ ସାହୁ(୯୦)ଙ୍କ ଗତ ରାତିରେ ପରଲୋକ ହୋଇଯାଇଛି । ସ୍ୱର୍ଗୀୟା ସାହୁଙ୍କ ପରିବାର ଗତ ୨୩ ବର୍ଷ ହେଲା ଅତାବିରା ଥାନା ଜହ୍ନାପଡା କର୍ଣ୍ଣାଟିକା ଗ୍ରାମରୁ
Read More...

ଯୋଖିପାଲି ଗ୍ରାମ ୭ ଦିନ ପାଇଁ ସଟ୍‌ ଡାଉନ ଘୋଷଣା କଲେ ସରପଞ୍ଚ : ଗାଁକୁ ସାନିଟାଇଜ କରିବା ପାଇଁ ଦାବୀ କଲେ ଯୁବ ସଙ୍ଗଠନ

ଟ୍ରାନ୍ସଫର୍ମର ପୋଡି ଯାଇଥିବାରୁ ପାନୀୟ ଜଳଯୋଗାଣ ଠପବରଗଡ଼, (ନିରଂଜନ ତ୍ରିପାଠୀ) ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମକୁ ଆସନ୍ତା କାଲିଠାରୁ ଅଗାମୀ ୧୫ ତାରିଖ ପର୍ୟ୍ୟନ୍ତ ସଟ୍‌ ଡାଉନ ଘୋଷଣା କଲେ ଯୋଖିପାଲି ଗ୍ରାମର ସରପଞ୍ଚ ତୀର୍ଥବାସୀ ବରିହା । ଏନେଇ ବିଧିବଦ୍ଧ ଭାବେ ପତ୍ର
Read More...

କୋଭିଡ ସୁରକ୍ଷା ପାଇଁ ବଣିକ ସଂଘର ସ୍ମାରକ ପତ୍ର : ଅପରାହ୍ନ ୨ଟାରୁ ଦୋକାନ ବନ୍ଦ ପାଇଁ ନିଷ୍ପତ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : କରୋନା ସଂକ୍ରମଣ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଛି । ତେଣୁ ଜନ ସାଧାରଣ ଆଶା ଆଶଙ୍କା ମଧ୍ୟରେ ଦିନ ଅତିବାହିତ କରୁଛନ୍ତି । ଏହାକୁ ଦୃଷ୍ଟି ଦେଇ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ବିଜେପୁର ବଣିକ ସଂଘ ପକ୍ଷରୁ ବିଡିଓଙ୍କୁ ମଙ୍ଗଳବାର ସ୍ମାରକ ପତ୍ର ପ୍ରଦାନ
Read More...

ହାଇସ୍କୁଲ ଉପରେ ସରପଞ୍ଚଙ୍କ ଅନଧିକାର ଅକ୍ତିଆର ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଜମଲା ପଞ୍ଚାୟତର ନୋଡାଲ ପଞ୍ଚାୟତ ହାଇସ୍କୁଲ ଉପରେ ଜମଲା ସରପଞ୍ଚ ତୁଳାରାମ ବେହେରା ବେଆଇନ ଭାବେ ଅଧିକାର ସାବ୍ୟସ୍ତ କରୁଥିବା ବ୍ଳକ ଶିକ୍ଷାଧିକାରୀଙ୍କ ପାଖରେ ଅଭିଯୋଗ କରିଛନ୍ତି ନୋଡାଲ ପଞ୍ଚାୟତ ହାଇସ୍କୁଲର ପ୍ରଧାନ ଶିକ୍ଷକ ଓ ଏସଏମସି
Read More...

ରାସ୍ତା ନୁହେଁ ବରଂ ଦୁର୍ଦ୍ଦଶା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସଦର ମହାକୁମ ସ୍ଥିତ ବିଜ୍ଞାପିତ ଅଞ୍ଚଳ ପରିଷଦ ପୁରୁଣା ବସ୍ତି ରାସ୍ତା ଏକ ଜନଗହଳିପୂର୍ଣ୍ଣ ତଥା ସହରର ବାଣିଜ୍ୟରେ ଏକ ମୁଖ୍ୟ ଯୋଗାଯୋଗର ରାସ୍ତା । ହେଲେ ବର୍ତ୍ତମାନ ଏହି ରାସ୍ତାର ଅବସ୍ଥା ବେହାଲ ହୋଇ ପଡିଛି । ମାତ୍ର ୩ ବର୍ଷ ଆଗରୁ ନିର୍ମିତ
Read More...

ନାଏବ ସରପଂଚ ଭାରପ୍ରାପ୍ତ ସରପଂଚ ଭାବେ ଦାୟୀତ୍ୱ ନେଲେ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମରୀ ପଞ୍ଚାୟତର ସରପଞ୍ଚ ନିରୂପମା ସିଂହଙ୍କୁ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ନିଲମ୍ବିତ କଲାପରେ ଆଜି ସକାଳ ୧୦ ଘଣ୍ଟା.୩୦ ମିନିଟ ମତେ ସରକାରୀ ନିର୍ଦ୍ଦେଶାନୁଯାୟୀ ଟେମରୀ ଗ୍ରାମ ପଂଚାୟତ କାର୍ୟ୍ୟାଳୟରେ ଉପସ୍ଥିତ ଥିବା
Read More...

କର୍ମଠ ଓ ସାଧୁତାର ପରିଚୟରେ ଡକ୍ଟରେଟ ଉପାଧି ପ୍ରାପ୍ତ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଲଖମରା ଗ୍ରାମପଂଚାୟତ ଅଧିନସ୍ଥ ପୂଝାରୀପାଲି ଗ୍ରାମର ସୁବାଷ ଚନ୍ଦ୍ର ସାହୁଙ୍କୁ ମହାତ୍ମାଗାନ୍ଧୀ ଗ୍ଲୋବାଲ ପିସ୍ ଫାଉଣ୍ଡେସନ୍, ଭାରତ ପକ୍ଷରୁ ଭାରଚୁଏଲି ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି । ଶ୍ରୀଯୁକ୍ତ ସାହୁ
Read More...

ଟେଲି ଫିଲ୍ମ ‘ନଦୀର୍ ପାଏନ୍ ନଏଦକେ ଯା’ର ଶୁଭ ମୁହରତ୍

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ବିଜେପୁର ଅଞ୍ଚଳର ଅଗ୍ରଣୀ ନାଟ୍ୟ ସଂସ୍ଥା ଆଲତି ସାଂସ୍କୃତିକ ସଂଘ ପକ୍ଷରୁ ଟେଲି ଫିଲ୍ମ 'ନଦୀର୍ ପାଏନ୍ ନଏଦକେ ଯା"ର ଶୁଭ ମୁହରତ୍ ରବିବାର ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ବୁଡାପାଲି ଶୈବପୀଠରେ ରୀତିନୀତି ଅନୁସାରେ
Read More...