ଦୁର୍ଗାପୂଜା,କାଳୀପୂଜା, ଲକ୍ଷ୍ମୀପୂଜାରେ କଳାକାରମାନଙ୍କୁ ସହାୟତା ଦାବୀ
ପଦ୍ମପୁର, (ନିରୋଜ କୁମାର ପାଣୀ) : ମହାମାରୀ କରୋନା ଭାଇରସ ରାଜ୍ୟ, ଦେଶ ତଥା ସାରା ବିଶ୍ୱରେ ବ୍ୟାପିବାରେ ଲାଗିଛି । ଛାଡିବାର ନାଁ ନାହିଁ । କେବେ ଛାଡିବ ତାହା ଜଣା ପଡୁ ନାହିଁ । ବହୁତ କ୍ଷୟ କ୍ଷତି ହେବା ସହ ଜୀବନ ଚାଲିଯାଉଛି । ବିଶେଷ କରି କଳାକାରମାନଙ୍କର ଜୀବନ ଜୀବିକା ଉପରେ ବେଶି!-->…
Read More...
Read More...