Browsing Tag

padmapur news

ହାରି ଗୁହାରି କରିବା ସତ୍ୱେ ମିଳିଲା ନାହିଁ ଘର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବିଞାପିତ ଅଞ୍ଚଳ ପରିଷଦ ବଡପଡାଠାରେ ବସବାସ କରୁଥିବା ଜଣେ ଭିନ୍ନକ୍ଷମ ( ଶତପ୍ରତିଶତ ) ବ୍ୟକ୍ତି ଘର ଘଣ୍ତିଏ ପାଇବା ପାଇଁ ପଦ୍ମପୁର ଉପ ଜିଲ୍ଲାପାଳ, ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ୟ୍ୟ ନିର୍ବାହୀ ଅଧିକାରୀ, ତହସିଲଦାର, ଆରଆଇଙ୍କ…
Read More...

କାମ ଯୋଗାଇବାରେ ଝାରବନ୍ଧ ବ୍ଲକ ପ୍ରଶାସନ ବିଫଳ : ଦାଦନଙ୍କ ଲେଉଟାଣି ଆରମ୍ଭ

ଦାଦାନର ଦୁଃଖ, ସରକାରୀ ମହଲରେ ସୁଖ ?ଦାଦନ ରୋକିବା ପାଇଁ କେନ୍ଦ୍ର ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାଦନ ପ୍ରବଣ ଅଞ୍ଚଳ ମାନଙ୍କରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ୧୦୦ ଦିନରୁ ୨୦୦ ଦିନକୁ କର୍ମ ଦିବସ ବୃଦ୍ଧି କରିଥିଲେ । କିନ୍ତୁ…
Read More...

କଟକଣା କୋହଳ ପରେ ପୁଣି ଦାଦନ ଚାଲାଣ ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ସରକାର ଙ୍କ କୋଭିଡ ଗାଇଡ଼ଲାଇନ ଅନଲକ -୪ରେ କଟକଣା କୋହଳ ହେବା ପରେ ସାଧାରଣ ଜୀବନ ଯାତ୍ରା ସ୍ୱଭାବିକ ହେବାରେ ଲାଗିଛି । ରାଜ୍ୟ ସରକାର ମଧ୍ୟ କରୋନା ଆଇନରେ କେତେକ କଟକଣା କୋହଳ କରିଥିବା ଯୋଗୁଁ ବିଭିନ୍ନ କ୍ଷେତ୍ରରେ ପୂର୍ବରୁ ଦେଖା ଯାଉଥିବା…
Read More...

ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଆହତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ବିଜେପୁର ଥାନା ଅନ୍ତର୍ଗତ କଲେଜ ଛକରେ ଏକ ଅଜଣା ଗାଡି ଧକ୍କାରେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇ ଯାଇଛି । ମୃତକ ଜଣକ ହେଲେ ଏହି ଥାନା ଅନ୍ତର୍ଗତ କର୍ଲେ ଗାଁର କାର୍ତ୍ତିକ ନାଏକ (୨୫) । ଅନ୍ୟପକ୍ଷରେ ବାଇକରେ ବସିଥିବା…
Read More...

ଉଦ୍ୟାନ କୃଷିର ବିହନ ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅନୁସାରେ ସହକାରୀ ଉଦ୍ୟାନ କୃଷି ବିଭାଗ ତରଫରୁ ଚାଷୀମାନଙ୍କୁ ପନିପରିବା ମଂଜି ବିତରଣ କରାଯାଇଛି । ପ୍ରଥମ ପର୍ୟ୍ୟାୟ ଝାରବନ୍ଧ ଗ୍ରାମ ପଞ୍ଚାୟତରୁ ଶୁଭାରମ୍ଭ କରାଯାଇଥିଲା । ସରପଞ୍ଚ ଶ୍ରୀମତୀ ଧନମତୀ ପାଣ୍ତେ, ଉଦ୍ୟାନ…
Read More...

‘କୋଶଳ ପ୍ରବାହ‌’ର ପ୍ରଭାବ : ଗତକାଲି ଖବର ପ୍ରକାଶନ ପରେ ତୁରନ୍ତ ସାଂସଦ ସୁରେଶ ପୂଜାରୀଙ୍କ ତତ୍ପରତା

ଯୋଖିପାଲି ଗ୍ରାମ ହେବ ସାନିଆଟାଇଜ, ଲାଗିବ ଟ୍ରାନ୍ସଫର୍ମର : ଦୂର ହେବ ପନୀୟ ଜଳ ସମସ୍ୟାପଦ୍ମପୁର, (ନିରଂଜନ ତ୍ରିପାଠୀ) : ଗତକାଲି 'କୋଶଳ ପ୍ରବାହ‌’ରେ ଖବର ପ୍ରକାଶନ ପରେ ଯୋଖିପାଲି ଗ୍ରାମର ସମସ୍ୟାର ସମାଧାନ ନିମନ୍ତେ ଦୁର୍ନୀତି ବିରୋଧୀ ଯୁବ ସଙ୍ଗଠନ ୟୁଥ ଆଗେନଷ୍ଟ କରପସନ, ଯୋଖିପାଲିର…
Read More...

ଧର୍ମପ୍ରାଣ ମହିଳା ବେଲମତୀ ସାହୁଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଡୁମ୍ବେରବାହାଲ ଗ୍ରାମ ସାମ୍ବାଦିକ ବନବାସ ସାହୁଙ୍କ ମାତା ଧର୍ମପ୍ରାଣା ମହିଳା ବେଲମତୀ ସାହୁ(୯୦)ଙ୍କ ଗତ ରାତିରେ ପରଲୋକ ହୋଇଯାଇଛି । ସ୍ୱର୍ଗୀୟା ସାହୁଙ୍କ ପରିବାର ଗତ ୨୩ ବର୍ଷ ହେଲା ଅତାବିରା ଥାନା ଜହ୍ନାପଡା କର୍ଣ୍ଣାଟିକା ଗ୍ରାମରୁ…
Read More...

ଯୋଖିପାଲି ଗ୍ରାମ ୭ ଦିନ ପାଇଁ ସଟ୍‌ ଡାଉନ ଘୋଷଣା କଲେ ସରପଞ୍ଚ : ଗାଁକୁ ସାନିଟାଇଜ କରିବା ପାଇଁ ଦାବୀ କଲେ ଯୁବ ସଙ୍ଗଠନ

ଟ୍ରାନ୍ସଫର୍ମର ପୋଡି ଯାଇଥିବାରୁ ପାନୀୟ ଜଳଯୋଗାଣ ଠପବରଗଡ଼, (ନିରଂଜନ ତ୍ରିପାଠୀ) ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମକୁ ଆସନ୍ତା କାଲିଠାରୁ ଅଗାମୀ ୧୫ ତାରିଖ ପର୍ୟ୍ୟନ୍ତ ସଟ୍‌ ଡାଉନ ଘୋଷଣା କଲେ ଯୋଖିପାଲି ଗ୍ରାମର ସରପଞ୍ଚ ତୀର୍ଥବାସୀ ବରିହା । ଏନେଇ ବିଧିବଦ୍ଧ ଭାବେ ପତ୍ର…
Read More...

କୋଭିଡ ସୁରକ୍ଷା ପାଇଁ ବଣିକ ସଂଘର ସ୍ମାରକ ପତ୍ର : ଅପରାହ୍ନ ୨ଟାରୁ ଦୋକାନ ବନ୍ଦ ପାଇଁ ନିଷ୍ପତ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : କରୋନା ସଂକ୍ରମଣ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଛି । ତେଣୁ ଜନ ସାଧାରଣ ଆଶା ଆଶଙ୍କା ମଧ୍ୟରେ ଦିନ ଅତିବାହିତ କରୁଛନ୍ତି । ଏହାକୁ ଦୃଷ୍ଟି ଦେଇ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ବିଜେପୁର ବଣିକ ସଂଘ ପକ୍ଷରୁ ବିଡିଓଙ୍କୁ ମଙ୍ଗଳବାର ସ୍ମାରକ ପତ୍ର ପ୍ରଦାନ…
Read More...

ହାଇସ୍କୁଲ ଉପରେ ସରପଞ୍ଚଙ୍କ ଅନଧିକାର ଅକ୍ତିଆର ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଜମଲା ପଞ୍ଚାୟତର ନୋଡାଲ ପଞ୍ଚାୟତ ହାଇସ୍କୁଲ ଉପରେ ଜମଲା ସରପଞ୍ଚ ତୁଳାରାମ ବେହେରା ବେଆଇନ ଭାବେ ଅଧିକାର ସାବ୍ୟସ୍ତ କରୁଥିବା ବ୍ଳକ ଶିକ୍ଷାଧିକାରୀଙ୍କ ପାଖରେ ଅଭିଯୋଗ କରିଛନ୍ତି ନୋଡାଲ ପଞ୍ଚାୟତ ହାଇସ୍କୁଲର ପ୍ରଧାନ ଶିକ୍ଷକ ଓ ଏସଏମସି…
Read More...