ଦେଶର ଦୀର୍ଘତମ ବ୍ରିଜ୍ ‘ଅଟଳ ସେତୁ’ର ହେବ ଲୋକାର୍ପଣ
ମୁମ୍ବାଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୁମ୍ବାଇର ସବୁଠୁ ଲମ୍ବା ସେତୁର ଉଦ୍ଘାଟନ କରିବେ । ଆଜି ଦିନ ସାଢେ ୩ଟାରେ ଦେଶବସୀଙ୍କ ପାଇଁ ଏହାକୁ ଉନ୍ମୋଚନ କରିବେ ମୋଦି । ୨୧.୮ କିଲୋମିଟର ବିଶିଷ୍ଟ ଏହି ସେତୁର ନାମ ‘ଅଟଳ ସେତୁ’ ରଖାଯାଇଛି । ଉଦ୍ଘାଟନୀ ଉତ୍ସବରେ ମହାରାଷ୍ଟ୍ର!-->…
Read More...
Read More...