ତବଲା ବାଦକ ଭବାନୀ ଶଙ୍କରଙ୍କ ଦେହାନ୍ତ
ମୁମ୍ଵାଇ : ମ୍ୟୁଜିକ୍ ଇଣ୍ଡଷ୍ଟ୍ରିରୁ ଦୁଃଖଦ ଖବର ସାମ୍ନାକୁ ଆସିଛି । ସଙ୍ଗୀତ ଦୁନିଆର ବଡ ମହାରଥୀ ଭବାନୀ ଶଙ୍କରଙ୍କ ଦେହାନ୍ତ ହୋଇଯାଇଥିବା ଖବର ମିଳିଛି । ହୃଦ୍ଘାତ କାରଣକୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତାଙ୍କ ଦେହାନ୍ତ ଖବର ଆସିବା ମାତ୍ରେ ଇଣ୍ଡଷ୍ଟ୍ରିରେ ଶୋକର ଛାୟା!-->…
Read More...
Read More...