ନୂଆବର୍ଷ ପୂର୍ବରୁ ସରକାରଙ୍କ ଭେଟି : ଶସ୍ତା ହେଲା କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର
ନୂଆଦିଲ୍ଲୀ : ନୂଆବର୍ଷ ପୂର୍ବରୁ ଏଲ୍ପିଜି ଉପଭୋକ୍ତାଙ୍କୁ ସରକାରଙ୍କ ଭେଟି । ଶସ୍ତା ହେଲା କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର । ୧୯ କିଲୋଗ୍ରାମ୍ ଗ୍ୟାସ୍ ସିଲିଣ୍ଡର ଉପରେ ୩୯.୫୦ ଟଙ୍କା ଶସ୍ତା ହୋଇଛି । ନୂଆ ଦର ଆଜିଠାରୁ ଲାଗୁ ହେଉଥିବା ବେଳେ ଦିଲ୍ଲୀରେ ବର୍ତ୍ତମାନ ୧୭୫୭.୫୦ ଟଙ୍କାରେ ମିଳିବ!-->…
Read More...
Read More...