Browsing Tag

news of india

ନାଗପୁର ସୋଲାର ଇଣ୍ଡଷ୍ଟ୍ରିଜରେ ବିସ୍ଫୋରଣ

ନାଗପୁର : ମହାରାଷ୍ଟ୍ରର ନାଗପୁରରେ ବିସ୍ଫୋରଣ । ବାଜାରଗାଓଁସ୍ଥିତ ସୋଲାର ଇଣ୍ଡଷ୍ଟ୍ରିଜ ଇଣ୍ଡିଆ ଲିମିଟେଡରେ ବିସ୍ଫୋରଣ ଘଟିଛି । ଏଥିରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନେକ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରି…
Read More...

ଟ୍ରକ୍‌-କାର ଧକ୍କାରେ ୬ ମୃତ

ମହାରାଷ୍ଟ୍ର : ମହାରାଷ୍ଟ୍ର ନାଗପୁରରେ ଭୟଙ୍କର ସଡକ ଦୁର୍ଘଟଣା । ଟ୍ରକ୍ ଓ କାର ଧକ୍କାରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ବିଳମ୍ୱିତ ରାତ୍ରିରେ କାଟୋଲ-କଲମେଶ୍ୱର ରାସ୍ତାର ସୋନଖମ୍ବ ଗ୍ରାମ ନିକଟରେ ଘଟିଛି ଏହି ଦୁର୍ଘଟଣା । ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ବିବାହ ସମାରୋହରେ ଯୋଗଦେଇ…
Read More...

ଅଭିନେତା ଶ୍ରେୟସ୍‌ ତଲପଡେ ହୃଦଘାତର ଶିକାର

ନୂଆଦିଲ୍ଲୀ : ଅଭିନେତା ଶ୍ରେୟସ୍‌ ତଲପଡେ ହୃଦଘାତର ଶିକାର । ସେ ମରାଠୀ ଚଳଚ୍ଚିତ୍ର ସହିତ ହିନ୍ଦୀରେ କାମ କରିଛନ୍ତି । ଗୁରୁବାର ଦିନ ସନ୍ଧ୍ୟାରେ ସୁଟିଂ ସାରି ଘରକୁ ଯିବା ପରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଶ୍ରେୟାସଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ମୁମ୍ବାଇର…
Read More...

ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ରେଳ ପ୍ରକଳ୍ପର ଭୂମି ପୂଜନ : ଶିଳାନ୍ୟାସ କରିବା ପାଇଁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ…

ନୂଆଦିଲ୍ଲୀ : କେନ୍ଦ୍ରରେ ନରେନ୍ଦ୍ର ମୋଦି ଶାସନ ସମୟରେ ବିଶେଷ କରି ଅଶ୍ୱିନୀ ବୈଷ୍ଣବ ରେଳମନ୍ତ୍ରୀ ଦାୟିତ୍ୱ ନେବା ପରଠାରୁ ସୁନ୍ଦରଗଡ ଜିଲ୍ଲାରେ ରେଳ ପଥର ବିକାଶ ପାଇଁ ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେଇ ଆସୁଛନ୍ତି । ଏହି କ୍ରମରେ ନୂଆଦିଲ୍ଲୀଠାରେ ସୁନ୍ଦରଗଡ଼ ସାଂସଦ ତଥା ସଂସଦୀୟ ପ୍ରତିରକ୍ଷା…
Read More...

ପୃଥିବୀର ଦ୍ୱିତୀୟ ବୟସ୍କା ମହିଳାଙ୍କ ଦେହାନ୍ତ

ଟୋକିଓ : ପୃଥିବୀର ଦ୍ୱିତୀୟ ବୟସ୍କା ମହିଳା ଜାପାନର ଫୁସା ତତ୍ସୁମୀଙ୍କ ୧୧୬ ବର୍ଷ ବୟସରେ କାଶିୱାରାସ୍ଥିତ ଏକ ମେଡିକାଲରେ ଦେହାନ୍ତ ହୋଇଛି । ଡିସେମ୍ବର ୧୨, ମଙ୍ଗଳବାର ଦିନ ସେ ତାଙ୍କର ପ୍ରିୟ ଖାଦ୍ୟ, ବିନ ପେଷ୍ଟ ଜେଲି ଖାଇବା ପରେ ଦେହତ୍ୟାଗ କରିଥିଲେ । ଗତ ବର୍ଷ ୧୧୯ ବର୍ଷିୟ କେନ…
Read More...

ଓସାକା ହାଇଦ୍ରାବାଦର ନୂତନ କର୍ମକର୍ତ୍ତା ଚୟନ ସହ ସେମିନାରୟ ଆୟୋଜନ ଘୋଷଣା

ହାଇଦ୍ରାବାଦ, (କେପିଏନ୍‌ଏସ୍‌) : ଇତି ମଧ୍ୟରେ ହାଇଦ୍ରାବାଦ ସ୍ଥିତ ପ୍ରବାସୀ ପଶ୍ଚିମ ଓଡିଶାବାସୀଙ୍କ ଅଗ୍ରଣୀ ଅନୁଷ୍ଠାନ 'ଓସାକା' ହାଇଦ୍ରାବାଦର ବାର୍ଷିକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଗାମୀ ଦୁଇ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ ଏବଂ ନୂଆଁ କାର୍ଯ୍ୟକାରୀ କମିଟି ଗଠନ…
Read More...

ଶରଦ ପାୱାରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଏନସିପି ନେତା ଶରଦ ପାୱାରଙ୍କୁ ତାଙ୍କ ୮୩ତମ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି । ଏକ୍ସରେ ଏକ ପୋଷ୍ଟ ମାଧ୍ୟମରେ ଦିଆଯାଇଥିବା ଶୁଭେଚ୍ଛା ଜଣାଇ ମୋଦି ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ପାଇଁ କାମନା କରିଛନ୍ତି । ସେ ସୋସିଆଲ ମିଡିଆରେ…
Read More...

ଆସନ୍ତାକାଲି ଶପଥ ନେବେ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଡକ୍ଟର ମୋହନ ଯାଦବ ଆସନ୍ତାକାଲି ଶପଥ ଗ୍ରହଣ କରିବେ । ଗତକାଲି ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ଶ୍ରୀ ଯାଦବ ରାଜଭବନ ଯାଇ ରାଜ୍ୟପାଳ ମଙ୍ଗୁଭାଇ ପଟେଲଙ୍କୁ ସାକ୍ଷାତ କରି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ ।…
Read More...

ମୋହନ ଯାଦବ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ

ରାଜେଶ ଶୁକ୍ଳା ଓ ଜଗଦୀଶ ଦେଓଡ଼ା ହେବେ ଉପମୁଖ୍ୟମନ୍ତ୍ରୀ ଭୋପାଳ : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ନାଁକୁ ନେଇ ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ମୋହନ ଯାଦବ ହେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ । ବିଜେପି ବିଧାୟକ ଦଳ ବୈଠକରେ ସର୍ବସମ୍ମତି କ୍ରମେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ…
Read More...