pakka

ଉତ୍ତରପ୍ରଦେଶରେ ଶ୍ରୀ କଲ୍‌କୀ ଧାମ୍‌ ମନ୍ଦିରର ଶିଳାନ୍ୟାସ କଲେ ମୋଦୀ

bbehera

ଲ‌‌‌‌‌କ୍ଷ୍ନୌ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ସମ୍ଭାଲଠାରେ ଶ୍ରୀ କଲ୍‌କୀ ଧାମ୍‌ ମନ୍ଦିରର ଶିଳାନ୍ୟାସ କରିଛନ୍ତି । ତାଙ୍କ ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ବି ଉପସ୍ଥିିତ ଥିଲେ । ବୈଦିକ ମନ୍ତ୍ର ଉଚ୍ଚାରଣ ଭିତରେ କଳକୀ ଧାମ ମନ୍ଦିରର ଭୂମିପୂଜନ ଉତ୍ସବରେ ସାମିଲ ହୋଇଛନ୍ତି ମୋଦୀ ।

jay balangir
Leave A Reply

Your email address will not be published.

four + seventeen =