pakka

ହୀରାକୁଦ ପେଟ୍ରୋଲ ପମ୍ପ୍ ନିକଟରେ ଦୁର୍ଘଟଣା

bbehera

ସମ୍ବଲପୁର : ହୀରାକୁଦ ପେଟ୍ରୋଲ ପମ୍ପ୍ ନିକଟରେ ଟ୍ରକ୍ ଚାପାରେ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସୋମବାର ସକାଳୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଯୁବକଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଥିଲା । ତେବେ କ୍ଷତିପୂରଣ ଦାବିରେ ପେଟ୍ରୋଲ ପମ୍ପ୍‌ ସମ୍ମୁଖରେ ରାସ୍ତାରୋକ ଆରମ୍ଭ କରିଛନ୍ତି ସ୍ଥାନୀୟ ଲୋକେ । ତେବେ ମୃତକ ଜଣଙ୍କ ରାମ ଖଡିଆ ବୋଲି ପୋଲିସ କହିଛି । ସେ ଜଣେ ଟ୍ରାକ୍ଟର ଡ୍ରାଇଭର ବୋଲି ଜଣାପଡିଛି ।

Leave A Reply

Your email address will not be published.

4 × 4 =