pakka

ଗାନ୍ଧୀ ମାର୍ଗରେ ମାଧ୍ୟମିକ ସ୍କୁଲ୍‌ ଶିକ୍ଷକ ସଂଘର ଧାରଣା

bbehera

ଭୁବନେଶ୍ୱର : ରାତି ପାହିଲେ ମାଟ୍ରିକ ପରୀକ୍ଷା । ହେଲେ ରାଜରାସ୍ତାରେ ବସିଛନ୍ତି ମାଧ୍ୟମିକ ସ୍କୁଲ ଶିକ୍ଷକ । ନିଜର ଦାବି ପୂରଣ ପାଇଁ ୧୩ ଦିନ ହେଲା ଗାନ୍ଧୀ ମାର୍ଗରେ ଅହୋରାତ୍ର ଧାରଣା ଦେଇଛନ୍ତି ଶିକ୍ଷକ ସଂଘ । ଦାବି ପୂରଣ କରା ନଗଲେ ଆମେ ପରୀକ୍ଷାରେ ଅସହଯୋଗ କରିବୁ ଏପରି କହି ଶିକ୍ଷକ ସଂଘ ଧାରଣାସ୍ଥଳରୁ ଚେତାବନୀ ଦେଇଛନ୍ତି । ଆହୁରି କହିଛନ୍ତି ଆଲୋଚନା ଯଦି ନ ହୁଏ ତେବେ ପରୀକ୍ଷା ପରିଚାଳନାଠାରୁ ଆରମ୍ଭ କରି ଖାତା ଦେଖିବା ଯାଏଁ ସମସ୍ୟା ଉପୁଜିବାର ଆଶଙ୍କା ରହିଛି । ୨୧ ଦଫା ଦାବିରେ ଗତ ୧୩ ଦିନ ହେଲାଣି ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ଲୋୟର ପିଏମ୍‌ଜିରେ ଧାରଣା ଦିଆଯାଇଛି ।

jay balangir
Leave A Reply

Your email address will not be published.

8 − five =

error: Content is protected !!