Browsing Tag

news of india

ଦୁଷ୍କର୍ମ ଘଟଣା ବିରୋଧରେ ୫ ଅକ୍ଟୋବରରେ କଂଗ୍ରେସ ପକ୍ଷରୁ ମୌନ ଧାରଣା ପ୍ରଦର୍ଶନ ହେବ

ଭୋପାଲ : ଦେଶରେ ମହିଳାମାନଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର ବଢ଼ି ଚାଲିଛି । ମହିଳାମାନଙ୍କ ପ୍ରତି ଦୁଷ୍କର୍ମ ତଥା ହତ୍ୟା ଘଟଣା ବି ବଢ଼ିବାରେ ଲାଗିଛି । ଏହାକୁ ବିରୋଧ କରି ମଧ୍ୟପ୍ରଦେଶ କଂଗ୍ରେସ ଅକ୍ଟୋବର ୫ ତାରିଖ ଦିନ ସାରା ରାଜ୍ୟରେ ମୌନ ଧାରଣା ପ୍ରଦର୍ଶନ କରି ବିଜେପି. ସରକାରକୁ ବିରୋଧ…
Read More...

ବିହାର ନିର୍ବାଚନ ପୂର୍ବରୁ ଏନ୍‌ଡିଏରେ ଫାଟ : ନୀତିଶଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିବ ନାହିଁ ଏଲ୍‌ଜେପି

ନୂଆଦିଲ୍ଲୀ : ବିହାର ବିଧାନସଭା ନିର୍ବାଚନ ପାଇଁ ନିର୍ଦ୍ଧାରିତ ତାରିଖ ଘୋଷଣା ହୋଇ ସାରିଛି । ଅଥଚ ଏନ୍‌ଡିଏରେ ଦଳମାନଙ୍କ ମଧ୍ୟରେ ଆସନ ଭାଗବଣ୍ଟା ଏବେ ବି ଛିଣ୍ଡିନି । ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ଆସନ ଭାଗବଣ୍ଟାକୁ ନେଇ ବାରମ୍ବାର ଚାପ ସୃଷ୍ଟି କରୁଛି । କିନ୍ତୁ ଏଲ୍‌ଜେପିକୁ ସଫଳତା…
Read More...

ମୋଦୀଙ୍କ ସରକାରକୁ ରାହୁଲଙ୍କ ବକ୍ରୋକ୍ତି : ସତ୍ତାକୁ ଆସିଲେ କୃଷି ଆଇନକୁ ରଦ୍ଦ କରିଦେବୁ

ଚଣ୍ଡୀଗଡ଼ : କଂଗ୍ରେସ ନେତା ରାହୁଲ ଗାନ୍ଧୀ କୃଷି ଆଇନ ବିରୋଧରେ ମୋଦୀ ସରକାରଙ୍କ ଉଦ୍ଦେଶ୍ୟରେ ବକ୍ରୋକ୍ତି ପ୍ରୟୋଗ କରିଛନ୍ତି । ପଞ୍ଜାବରେ ଆଜି 'କ୍ଷେତି ବଚାଓ' ଅଭିଯାନରେ ଯୋଗ ଦେବାବେଳେ ସେ କହିଛନ୍ତି ଯେ, ଯଦି ତାଙ୍କ ସରକାର ସତ୍ତାକୁ ଆସେ ତେବେ ଏହି ବିଲ୍‌କୁ ରଦ୍ଦ କରିଦେବେ । ମୋଦୀ…
Read More...

ଗିରଫ ହେଲା ଆଇଏସ୍‌ଆଇ ଏଜେଣ୍ଟ

କୋଟା : ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସ୍‌ଆଇର ଜଣେ ଏଜଣ୍ଟକୁ ଗିରଫ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ସ୍ଥାନୀୟ ଭାରତୀୟ ସେନା ଶିବିର ଅଚଂଳରୁ ଗିରଫ କରାଯାଇଛି ସଂପୃକ୍ତ ସନ୍ଦିଗ୍ଧ ବ୍ୟକ୍ତିକୁ । ଏହି ଗୁପ୍ତଚର ଜଣକ ସେନାର ଗୁପ୍ତତଥ୍ୟ ନେଇ ପାକିସ୍ତାନର ଗୁପ୍ତଚର ସଂସ୍ଥା…
Read More...

ଦିଲ୍ଲୀରେ ଏବେ ୩୧ ଅକ୍ଟୋବର ଯାଏଁ ବନ୍ଦ ରହିବ ସ୍କୁଲ

ନୂଆଦିଲ୍ଲୀ : ସାରା ଦେଶରେ କରୋନା ସଂକ୍ରମଣ ବଢ଼ି ଚାଲିଛି । ତେବେ ନୂଆଦିଲ୍ଲୀରେ ମଧ୍ୟ ସଂକ୍ରମଣ ହାତ କମିନାହିଁ । ଏଭଳି ପରିସ୍ଥତିରେ ଅନାବଶ୍ୟକ ଭାବେ ବାହାରକୁ ବାହାରିବା ବିପଦମୁକ୍ତ ନୁହେଁ । ଏଣୁ ଦିଲ୍ଲୀ ସରକାର ସମସ୍ତ ସ୍କୁଲକୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ନିଷ୍ପତ୍ତି…
Read More...

ହାଥ୍‌ରସ୍‌ ମାମଲାରେ କେବଳ ପୁଲିସ ଉପରେ ଏକ୍ସନ, ଡିଏମ୍‌ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଶୂନ୍‌ : ଆଇପିଏସ୍‌…

ଲଖ୍‌ନଉ : ହାଥ୍‌ରସ୍‌ ମାମଲାରେ କେବଳ ପୁଲିସ୍‌ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ଡିଏମ୍‌ଙ୍କ ଉପରେ ଏକ୍ସନ ଶୂନ୍‌ ରହିଥିବା ବେଳେ ଆଇପିଏସ୍‌ ଏସୋସିଏସନ୍‌ ଅସନ୍ତୋଷ ପ୍ରକାଶ କରିଛି । ଏସୋସିଏସନ୍‌ ପକ୍ଷରୁ କୁହାଯାଇଛି ଯେ, ଯଦି ଏସ୍‌ପି.ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ…
Read More...

ପୁଣି ଲଜ୍ଜାଜନକ ଘଟଣା : ୪ ଯୁବକଙ୍କ ଦ୍ୱାରା ମହିଳା ଗଣ ଦୁଷ୍କର୍ମର ଶିକାର, ମହିଳାଙ୍କ ମୁଣ୍ଡରେ ଗଭୀର ଆଘାତ

ନୂଆଦିଲ୍ଲୀ : ପୁଣି ଘଟିଲା ଲଜ୍ଜାଜନକ ଘଟଣା । ହାଥ୍‌ରସ୍‌ ଗଣ ଦୁଷ୍କର୍ମ ଘଟଣା ସାରା ଦେଶକୁ ବିଚଳିତ କରି ଦେଇଥିବା ବେଳେ ଦିଲ୍ଲୀ ନିକଟବର୍ତ୍ତୀ ଗୁରୁଗ୍ରାମରେ ୩୨ ବର୍ଷୀୟ ଜଣେ ମହିଳାଙ୍କ ସହ ୪ ଜଣ ଯୁବକ ଗଣ ଦୁଷ୍କର୍ମ କରିଥିବା ଖବର ଏବେ ସାରା ଦେଶରେ ପୁଣି ଚର୍ଚ୍ଚାର ନିଆଁରେ ଘିଅ ଢ଼ାଳିଛି…
Read More...

ଝିଅକୁ ମାଟି ମୁଠାଏ ବି ଦେବାକୁ ଦେଲେନି : ହାଥ୍‌ରସ୍‌ ପୀଡ଼ିତାଙ୍କ ମା’

ଲଖ୍‌ନଉ : ସାରା ଦେଶରେ ହାଥ୍‌ରସ୍‌ ଗଣ ଦୁଷ୍କର୍ମ ଘଟଣାର ପୀଡ଼ିତାଙ୍କୁ ନ୍ୟାୟ ଦିଆଯିବାକୁ ଦାବୀ ହେଉଛି । ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦିଆଯିବାକୁ କଥା ଦେଇଛନ୍ତି । କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ କେତେକ ପୋଲିସ…
Read More...

ଯୋଗୀଙ୍କ ଉପରେ ଦିଗ୍‌ବିଜୟ ସିଂହଙ୍କ ସିଧା ଆକ୍ରମଣ : ଗୁରୁ ଗୋରଖନାଥଙ୍କ ନାଁକୁ କଳଙ୍କିତ କରିଦେଲେ

ନୂଆଦିଲ୍ଲୀ : କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂହ ଆଜି ସାମ୍ବାଦିକମାନଙ୍କ ସହ କାଥାବାର୍ତ୍ତା ବେଳେ ହାଥ୍‌ରସ୍‌ ଘଟଣାକୁ ନେଇ ଯୋଗୀ ଆଦିତ୍ୟନାଥଙ୍କୁ ଦାୟୀ କରିଛନ୍ତି ଏବଂ ସେ କହିଛନ୍ତି ଯେ, ଯୋଗୀ ଆଦିତ୍ୟନାଥ ଗୁରୁ ଗୋରେଖନାଥଙ୍କ ନାଁକୁ କଳଙ୍କିତ କରିଦେଲେ ।…
Read More...

ହାଥ୍‌ରସ କାଣ୍ଡରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କଡ଼ା ବକ୍ରୋକ୍ତି : ବିଜେପି ସବୁଠୁ ବଡ଼ ମହାମାରୀ

କୋଲକତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହାଥ୍‌ରସ୍‌ କାଣ୍ଡ ଉପରେ ନିଜର ବକ୍ରୋକ୍ତି ରଖି ବିଜେପି ସବୁଠୁ ବଡ଼ ମହାମାରୀ ବୋଲି ଆକ୍ଷେପ କରିଛନ୍ତି । ସେ କହିଛନ୍ତି ଯେ, ସାମ୍ବାଦିକ ତଥା ମିଡ଼ିଆ ହାଉସ୍‌କୁ ଏହି ଘଟଣାରେ ଧମକ୍‌ ଦିଆଯାଉଥିବା ଖବର ଆସୁଛି । ମାତ୍ର ମୁଁ ବିଜେପିକୁ…
Read More...