ଦିଲ୍ଲୀରେ ଏବେ ୩୧ ଅକ୍ଟୋବର ଯାଏଁ ବନ୍ଦ ରହିବ ସ୍କୁଲ

ନୂଆଦିଲ୍ଲୀ : ସାରା ଦେଶରେ କରୋନା ସଂକ୍ରମଣ ବଢ଼ି ଚାଲିଛି । ତେବେ ନୂଆଦିଲ୍ଲୀରେ ମଧ୍ୟ ସଂକ୍ରମଣ ହାତ କମିନାହିଁ । ଏଭଳି ପରିସ୍ଥତିରେ ଅନାବଶ୍ୟକ ଭାବେ ବାହାରକୁ ବାହାରିବା ବିପଦମୁକ୍ତ ନୁହେଁ । ଏଣୁ ଦିଲ୍ଲୀ ସରକାର ସମସ୍ତ ସ୍କୁଲକୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ନିର୍ଦ୍ଦେଶ ଦେଇଛନ୍ତି ଯେ, ରାଜଧାନୀରେ ୩୧ ଅକ୍ଟୋବର ଯାଏଁ ସମସ୍ତ ସ୍କୁଲ ବନ୍ଦ ରହିବ ।

Leave A Reply

Your email address will not be published.