Browsing Tag

news of india

ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କଲା

● କ୍ରମାଗତ ଦୁଇ ସପ୍ତାହ ଧରି କରୋନା ସକ୍ରିୟ ମାମଲା ୧୦ ଲକ୍ଷରୁ ତଳେ ରହିଛିନୂଆଦିଲ୍ଲୀ, (ପିଆଇବି) : ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି । କ୍ରମାଗତ ୧୪ ଦିନ ପାଇଁ କରୋନା ସକ୍ରିୟ ମାମଲା ୧୦ ଲକ୍ଷରୁ ତଳେ ରହିପାରିଛି ।କ୍ରମାଗତ ଦୁଇ ସପ୍ତାହ ସକ୍ରିୟ ମାମଲା ୧ ନିୟୁତ…
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ମିଷ୍ଟର ବେଞ୍ଜାମିନ ନେତାନ୍ୟାହୁଙ୍କ ମଧ୍ୟରେ ଟେଲିଫୋନ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ମହାମହିମ ମିଷ୍ଟର ବେଞ୍ଜାମିନ ନେତାନ୍ୟାହୁଙ୍କ ସହିତ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି ।ପ୍ରଧାନମନ୍ତ୍ରୀ ମୋଦୀ ଇହୁଦୀ ନୂତନ ବର୍ଷ ଏବଂ ସୁକୋଟ ଇହୁଦୀ ପର୍ବ ପାଇଁ ପ୍ରଧାନମନ୍ତ୍ରୀ…
Read More...

ସ୍ମାର୍ଟର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ, (ପିଆଇବି) : ସୁପରସୋନିକ କ୍ଷେପଣାସ୍ତ୍ର ସହାୟତାରେ ନିକ୍ଷେପ କରାଯାଉଥିବା ଟୋର୍ପିଡୋ (ସ୍ମାର୍ଟ)ର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି । ଗତକାଲି ଦିନ ୧୧.୪୫ ମିନିଟରେ ଓଡିଶା ଉପକୂଳ ହ୍ୱିଲର ଦ୍ୱୀପରୁ ଏହାକୁ ପରୀକ୍ଷା କରାଯାଇଥିଲା। କ୍ଷେପଣାସ୍ତ୍ର ଦୂରତା ଓ ଉଚ୍ଚତା ସହ ଏହାର…
Read More...

ହେପାଟାଇଟିସ୍‌-ସି ଭାଇରସ୍‌ର ସଂଧାନ କରିଥିବା ତିନି ଜଣ ବୈଜ୍ଞାନିକଙ୍କୁ ମିଳିଲା ଚଳିତ ବର୍ଷ ନୋବେଲ ପୁରସ୍କାର

ନୂଆଦିଲ୍ଲ : ହେପାଟାଇଟିସ୍‌-ସି ଭାଇରସ୍‌ର ସଂଧାନ କରିଥିବା ତିନି ଜଣ ବୈଜ୍ଞାନିକଙ୍କୁ ଚଳିତ ବର୍ଷ ନୋବେଲ ପୁରସ୍କାର ଦିଆଯାଇଛି । ଆମେରିକାର ବୈଜ୍ଞାନିକ ହାର୍ବି ଜେ ଆଲ୍‌ଟର୍‌, ଚାଲ୍‌ର୍ସ ଏମ୍‌ ରାଇସ୍‌ ଏବଂ ବ୍ରିଟେନ୍‌ର ମାଇକଲ ହାଗଟନ୍‌ଙ୍କୁ ୨୦୨୦ ବର୍ଷ ପାଇଁ ନୋବେଲ ପୁରସ୍କାର ପ୍ରଦାନ…
Read More...

ବିହାର ବିଧାନସଭା ନିର୍ବାଚନ : ଜଣେ କିନ୍ନର ହେବେ ପ୍ରିଜାଇଡ଼ିଂ ଅଫିସର

ପାଟନା : ବିହାର ବିଧାନସଭା ନିର୍ବାଚନର ବିଗୁଲ୍‌ ବାଜି ସାରିଛି । ଅକ୍ଟୋବର ୨୮ ତାରିଖ ଆରମ୍ଭ ହେବ ନିର୍ବାଚନ । ନିର୍ବାଚନକୁ ନେଇ ସମସ୍ତ ପ୍ରକାର ନିର୍ଦ୍ଧାରିତ ତାରିଖ ଘୋଷଣା ହୋଇ ସାରିଥିବା ବେଳେ ନିର୍ବାଚନ କମିଶନ ପ୍ରଥମ ଥର ପାଇଁ ଜଣେ ମହିଳା କିନ୍ନର ମୋନିକା ଦାସଙ୍କୁ ନିର୍ବାଚନରେ…
Read More...

କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଡି.କେ.ଶିବକୁମାରଙ୍କ ଘରେ ସିବିଆଇ ଚଢ଼ଉ : ଆୟ ବହିର୍ଭୁତ ସଂପତ୍ତି ଠୁଳ ମାମଲା

ବାଙ୍ଗାଲୁରୁ : ଆୟ ବହିର୍ଭୁତ ସଂପତ୍ତି ଠୁଳ ମାମଲାର ତଦନ୍ତ ପାଇଁ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଡି.କେ.ଶିବକୁମାରଙ୍କ ଘରେ ଆଜି ସିବିଆଇ ଚଢ଼ଉ ଜାରି ରହିଛି । ସୂଚନା ଅନୁସାରେ ଆଜି ସକାଳୁ ବାଙ୍ଗାଲୁରୁର ସଦାଶିବନଗରରେ ଥିବା ଡି.କେ.ଶିବକୁମାରଙ୍କ ଘର ଉପରେ ଚଢ଼ଉ ଚାଲିଥିବା…
Read More...

କ୍ରମାଗତ ୧୩ ଦିନ ଧରି ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷରୁ କମ

• କ୍ରମାଗତ ୩ ଦିନ ଧରି ଦେଶରେ ୧୦ ଲକ୍ଷରୁ ଉର୍ଦ୍ଧ୍ଵ ନମୁନା ପରୀକ୍ଷଣ ନୂଆଦିଲ୍ଲୀ, (ପିଆଇବି) : କ୍ରମାଗତ ଭାବେ ୧୩ ଦିନ ଧରି ଦେଶରେ ସକ୍ରିୟ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷରୁ କମ ରହିଛି । ଗତ ୦୪.୧୦.୨୦୨୦ ସୁଦ୍ଧା ୯,୩୭,୬୨୫ ମାମଲା ଥିବା ବେଳେ ଗତକାଲି ତୁଳନାରେ ଏହା ୭,୩୭୧…
Read More...

ସନ୍‌ଡେ ସମ୍ବାଦ-୪ ଅବସରରେ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କ ସହିତ ଆଲୋଚନା କଲେ ଡ. ହର୍ଷବର୍ଦ୍ଧନ

• ୪୦୦-୫୦୦ ନିୟୂତ କୋଭିଡ-୧୯ ଟୀକା ହାସଲ କରିବା ଏବଂ ସେଗୁଡ଼ିକୁ ଉପଯୋଗ କରିବା କରିବା ଲାଗି ସରକାର ଯୋଜନା କରିଛନ୍ତି : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ• ଜୁଲାଇ ୨୦୨୧ ସୁଦ୍ଧା ୨୦-୨୫ କୋଟି ଲୋକଙ୍କୁ କଭର କରିବାକୁ ସରକାରଙ୍କ ଲକ୍ଷ୍ୟ• ଅକ୍ଟୋବର ଶେଷ ସୁଦ୍ଧା ପ୍ରଥମେ ଟୀକା ପାଇବାକୁ ଥିବା…
Read More...

ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିବ ବିଜେପି ଆଜି

ନୂଆଦିଲ୍ଲୀ : ବିହାର ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ତାଲିକା ଘୋଷଣା କରିବ ବିଜେପି । ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇ ସାରିଥିବା କୁହାଯାଇଛି । ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ଗତକାଲି ପ୍ରାର୍ଥୀ ତାଲିକା ପ୍ରସ୍ତୁତି ସଂପର୍କରେ ଆଲୋଚନା ପର୍ଯ୍ୟାଲୋଚନା…
Read More...

ହାଥ୍‌ରସ ଘଟଣାକୁ ନେଇ ଦଙ୍ଗା କରିବାକୁ ଚାହୁଁଛନ୍ତି ବିରୋଧୀ : ମୁଖ୍ୟମନ୍ତ୍ରୀ ଯୋଗୀ

ଲଖ୍‌ନଉ : ଉତ୍ତର ପ୍ରଦେଶର ହାଥ୍‌ରସ୍‌ ଜିଲ୍ଲାର ବୁଲ୍‌ଗଢ଼ି ଗାଁରେ ହୋଇଥିବା ଲଜ୍ଜାଜନକ ଘଟଣା ପରେ ଏବେ ଉତ୍ତେଜନା ପୂର୍ଣ୍ଣ ସ୍ଥତି ଦେଖାଦେଇଛି । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଗାଁକୁ ପୋଲିସ ଛାଉଣୀରେ ରଖାଯାଇଛି । ମାମଲାର ତଦନ୍ତ କରିବା ନିମନ୍ତେ ଏସ୍‌ଆଇଟି ଆଜି ଗାଁକୁ ପହଂଚିଛି…
Read More...