Browsing Tag

news of india

କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍‌ : ଗତ ୪ ବର୍ଷରେ ଓଡିଶାକୁ ପୋଷଣୀୟ କୃଷି ପାଇଁ କେନ୍ଦ୍ର ଦେଇଛି ୭.୭୫ କୋଟି –…

• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଧନ୍ୟବାଦ• ଏହି ଆର୍ଥିକ ଅନୁଦାନ ଜଙ୍ଗଲ କୃଷି ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବ• ରାଜ୍ୟର ମହିଳା, କ୍ଷୁଦ୍ର, ମଧ୍ୟମ କୃଷକ ମାନଙ୍କୁ ସଶକ୍ତ କରିବ• ଓଡିଶାରେ ଜଙ୍ଗଲ କୃଷିର ଅପାର ସମ୍ଭାବନା…
Read More...

ସକ୍ରିୟ ମାମଲାଗୁଡିକୁ ହ୍ରାସ କରିବା ପଥରେ ଭାରତ

● ମୋଟ କରୋନା ପଜିଟିଭ୍ ମାମଲାର କେବଳ ୧୩.୭୫% ସକ୍ରିୟ ମାମଲା● ୭୪% ନୂତନ ସୁସ୍ଥ ୧୦ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳରୁ● ୨୫ଟି ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳରେ ନୂତନ ସୁସ୍ଥଙ୍କ ସଂଖ୍ୟା ନୂତନ ପଜିଟିଭ ମାମଲାଠାରୁ ଅଧିକନୂଆଦିଲ୍ଲୀ, (ପିଆଇବି) : ଭାରତରେ ମୋଟ ପଜିଟିଭ୍ ମାମଲା ତୁଳନାରେ…
Read More...

ଚଳଚ୍ଚିତ୍ର ପ୍ରଦର୍ଶନ ପାଇଁ ଏସଓପି ଜାରି କଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର

● ୫୦% ଦର୍ଶକଙ୍କ ସହ ସିନେମା ହଲ୍ ଖୋଲିବାକୁ ଅନୁମତିନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଗତକାଲି ଚଳଚ୍ଚିତ୍ର ପ୍ରଦର୍ଶନ ପାଇଁ ମାନକ ସଞ୍ଚାଳନ ପ୍ରକ୍ରିୟା (ଏସଓପି) ଜାରି କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହ…
Read More...

ଆୟୁର୍ବେଦ ଓ ଯୋଗ ଉପରେ ପର୍ୟ୍ୟବେଶିତ କୋଭିଡ-୧୯ ପରିଚାଳନା ସଂକ୍ରାନ୍ତ ଜାତୀୟ କ୍ଲିନିକାଲ ପ୍ରବନ୍ଧନ ନିୟମାବଳୀ ଜାରି…

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନ ଗତକାଲି ଆୟୁର୍ବେଦ ଓ ଯୋଗ ଉପରେ ପର୍ୟ୍ୟବେଶିତ କୋଭିଡ-୧୯ ପରିଚାଳନା ସଂକ୍ରାନ୍ତ ଜାତୀୟ କ୍ଲିନିକାଲ ପ୍ରବନ୍ଧନ ନିୟମାବଳୀ ଉନ୍ମୋଚନ କରିଛନ୍ତି । କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ (ସ୍ଵାଧୀନ)…
Read More...

ବ୍ୟାଙ୍କକୁ ୯୭ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗରେ ୧ ଗିରଫ୍‌

ନୂଆଦିଲ୍ଲୀ : ନକଲି ଦସ୍ତାବିଜ ଆଧାରରେ ଋଣ ନେଇ ଏକ ଘରୋଇ ବ୍ୟାଙ୍କକୁ ୯୭ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗରେ ଜଣେ ବ୍ୟକ୍ତି ଗିରଫ୍‌ ହୋଇଛି । ପୁଲିସ ପକ୍ଷରୁ କୁହାଯାଇଛି ଯେ, ରାଜେଶ ଶର୍ମା ନାମକ ଜଣେ ବ୍ୟକ୍ତି ଏହି ବ୍ୟାଙ୍କରୁ ଋଣ ନେବା ପାଇଁ ନକଲି ପରିଚୟ ପତ୍ରର ବ୍ୟବହାର କରିଛି । ପୋଲିସ…
Read More...

ହାଥ୍‌ରସ କାଣ୍ଡ : ପିଏଫ୍‌ଆଇ.ର ୪ କର୍ମକର୍ତ୍ତା ଗିରଫ, ଜାମିୟା ଛାତ୍ରକୁ କହିଲେ ମାଷ୍ଟର ମାଇଣ୍ଡ

ଲଖ୍‌ନଉ : ହାଥ୍‌ରସ କାଣ୍ଡ ପରେ ହିଂସା ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଥିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ୍‌ କରାଯାଇଛି । ସେମାନଙ୍କୁ ମଥୁରାରୁ ଗିରଫ୍‌ କରାଯାଇଥିବା କୁହାଯାଇଛି । ଚାରି ଜଣ ଯାକ ଦିଲ୍ଲୀରୁ ହାଥ୍‌ରସ୍‌ ଅଭିମୁଖେ ଯାଉଥିଲେ । ତାଙ୍କ ସହ ଏକ ଜାମିୟା ଛାତ୍ର ବି ସାମିଲ୍‌…
Read More...

କୃଷି ଆଇନ ବିରୁଦ୍ଧରେ ରାହୁଲ ଗାନ୍ଧୀଙ୍କ ଟ୍ରାକ୍ଟର ର‍୍ୟାଲିକୁ ହରିୟାଣା ଆସିବା ପୂର୍ବରୁ ଅଟକାଇ ଦେଲା ପୋଲିସ

ନୂଆଦିଲ୍ଲୀ : କୃଷି ଆଇନ ବିରୁଦ୍ଧରେ ରାହୁଲ ଗାନ୍ଧୀଙ୍କ ଟ୍ରାକ୍ଟର ର‍୍ୟାଲିକୁ ହରିୟାଣା ଆସିବା ପୂର୍ବରୁ ଅଟକାଇ ଦେଇଛି ପୋଲିସ । ସୂଚନା ଅନୁସାରେ ଆଜି ରାହୁଲ ଗାନ୍ଧୀ ଟ୍ରାକ୍ଟର ର‍୍ୟାଲିରେ ପଞ୍ଜାବରୁ ହରିୟାଣା ବାହାରିଥିଲେ । ଉଲ୍ଲେଖଯୋଗ୍ୟ ଯେ, କୃଷି ଆଇନକୁ ବିରୋଧ କରି ତିନି ଦିନ ପାଇଁ…
Read More...

ରାତିରେ ଅନ୍ତିମ ସଂସ୍କାର କରି ନଥିଲେ ସକାଳୁ ଜଳି ଉଠିଥାନ୍ତା ଜାତୀୟ ଦଙ୍ଗା : କୋର୍ଟକୁ କହିଲେ ୟୁପି ସରକାର

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ବହୁଚର୍ଚ୍ଚିତ ଗଣ ଦୁଷ୍କର୍ମ ସହ ସଂପୃକ୍ତ ଏକ ଜନହିତ ଯାଚିକା ସମ୍ବନ୍ଧରେ ଦାୟର ହୋଇଥିବା ମାମଲାରେ ୟୁପି ସରକାର ନିଜର ପକ୍ଷ ରଖିଛନ୍ତି । ତେବେ ଡିଏମ୍‌ଙ୍କ ଦ୍ୱାରା ବିଳମ୍ବିତ ରାତିରେ ଶବ ଦାହ କରାଯିବା ବିଷୟରେ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ରାତିରେ ଶବ…
Read More...

ଦେଶରେ ଗତ ୨୪ ଘଂଟାରେ ୭୫,୮୨୯ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ : ଭାରତରେ କରୋନା ମହାମାରୀରେ ମୃତକଙ୍କ ସଂଖ୍ୟା ଏକ ଲକ୍ଷ ଟପି ଯାଇଛି । ସଂକ୍ରମଣ କ୍ଷେତ୍ରରେ ଭାରତ ଯଦିବି ସାରା ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି, କିନ୍ତୁ ମୃତ୍ୟୁ କ୍ଷେତ୍ରରେ ତୃତୀୟ ସ୍ଥାନରେ ଅଛି । ଆଶ୍ୱସ୍ତର କଥା ଯେ, ଆଜି ଯାଏଁ ଦେଶରେ ୫୫୦୯୯୬୬ ଜଣ କରୋନାକୁ ପରାସ୍ତ…
Read More...

କୋଭାସ୍କିନ ଭେକ୍‌ସିନ୍‌କୁ ଅଧିକ ପ୍ରଭାବୀ କରିବା ପାଇଁ ଏହି ଔଷଧ ବ୍ୟବହାର କରିବ ଭାରତ ବାୟୋଟେକ୍‌

ନୂଆଦିଲ୍ଲୀ : କରୋନାର ଭେକ୍‌ସିନ୍‌ ତିଆରୁଥିବା ଇଣ୍ଡିଆନ୍‌ ମେଡ଼ିକାଲ୍‌ କଂପାନୀ ଭାରତ ବାୟୋଟେକ୍‌ କହିଛି ଯେ, ନିଜର କରୋନା ଭେକ୍‌ସିନ୍‌ କୋଭାସ୍କିନ୍‌ରେ ଏକ ପ୍ରକାର ଏଭଳି ଔଷଧ ମିଶାଇବ, ଯାହାଫଳରେ ପ୍ରତିରୋଧ କ୍ଷମତା ଆହୁରି ଶକ୍ତିଶାଳୀ ହେବ ଓ ଏହାଦ୍ୱାରା ଦୀର୍ଘ ସମୟ ପର୍ଯ୍ୟନ୍ତ…
Read More...