Browsing Tag

koraput news

ନୂଆପୁଟ ନଦୀ ଘାଟ ନିକଟରୁ ଗଞ୍ଜେଇ ଜବତ

କୋରାପୁଟ : ନୂଆପୁଟ ନଦୀ ଘାଟ ନିକଟରୁ ଗଞ୍ଜେଇ ଜବତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଓଡ଼ିଶା ବାହାରକୁ ଚୋରା ଚାଲାଣ ପାଇଁ ନିଆଯାଉଥିବା ଗଞ୍ଜେଇକୁ ଜବତ କରିଛି ମାଛକୁଣ୍ଡ ପୁଲିସ । ନୂଆପୁଟ ନଦୀ ଘାଟ ନିକଟରେ ଅଭିଯୁକ୍ତମାନେ ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ହେଉଥିଲେ ।…
Read More...

ଆଜି କୋଟିଆ ଆସିବେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ

କୋରାପୁଟ : ଆଜି କୋଟିଆ ଆସିବେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ । ସୂଚନା ଅନୁସାରେ ପୂର୍ବରୁ ଶେଷ ମୁହୂର୍ତ୍ତରେ କୋଟିଆ ଗସ୍ତ ବାତିଲ କରିଥିବା ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ପିଡିକା ରାଜନ୍ନା ଦୋରା ଆଜି ଆସୁଥିବା ସୂଚନା ମିଳିଛି । କୋଟିଆ ଗ୍ରାମପୁଞ୍ଜର ଫଗୁଣସେନେରୀ ଓ ଫାଟୁସେନେରୀଠାରେ…
Read More...

ଗଞ୍ଜେଇ ଧରିବାକୁ ଚଢ଼ାଉ ବେଳେ ମିଳିଲା ଚନ୍ଦନ କାଠ

କୋରାପୁଟ : ଗଞ୍ଜେଇ ଧରିବାକୁ ଧରପଗଡ଼ ବେଳେ ପୋଲିସକୁ ଚନ୍ଦନ କାଠ ମିଳିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ବିଶେଷ ସୂତ୍ରରୁ ଖବର ପାଇଁ ମାଛକୁଣ୍ଡ, ଯଲାପୁଟ ଓ ଲମତାପୁଟ ପୋଲିସ ମିଳିତ ଭାବେ ଖିଲପୁଟ ଗାଁର ଖଗପତି ଖିଲଙ୍କ ଘରେ ଗଞ୍ଜେଇ ଥିବା ଖବର ପାଇ ରେଡ୍ କରିଥିଲେ । ହେଲେ ରେଡ୍ ବେଳେ…
Read More...

ମୁଖ୍ୟ ଶାସନ ସଚିବଙ୍କ ଦେଓମାଳି ଗସ୍ତ

କୋରାପୁଟ : କୋରାପୁଟ ଜିଲ୍ଲା ଦେଓମାଳିରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ସେଠାରେ ସେ ପାଇନ ଚାରା ପ୍ରତିରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହାସହିତ ସେଠାରେ ହେଉଥିବା ଇକୋ ଟୁରିଜିମ୍ କଟେଜ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପର୍ଯ୍ୟଟକଙ୍କୁ ଆକୃଷ୍ଟ ପାଇଁ ଆଗକୁ ସେଠାରେ…
Read More...

ଯାତ୍ରୀ ବିଶ୍ରାମଗାରରୁ ଯୁବକଙ୍କ ମୃତଦେହ ଉଦ୍ଧାର

କୋରାପୁଟ : କୋରାପୁଟ ଡୁମିରିପୁଟ ରେଳ ଷ୍ଟେସନର ଯାତ୍ରୀ ବିଶ୍ରାମଗାରରେ ଥିବା ଏକ ଶୌଚାଳୟରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ରେଳପଥ ଦୋହରିକରଣ କାର୍ଯ୍ୟରେ ସେ ନିୟୋଜିତ ଥିବା ଜଣାପଡିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଯୁବକଙ୍କ ପରିଚୟ ମିଳିପାରି ନାହିଁ । ଜିଆରପି…
Read More...

ଟ୍ରକ-ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ୨ ମୃତ

କୋରାପୁଟ : କୋରାପୁଟ-ଜୟପୁର ୨୬ ନଂ ଜାତୀୟ ରାଜପଥର କଫି ବୋର୍ଡ ନିକଟରେ ବାଇକ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୨ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକମାନେ ହେଲେ କୋରାପୁଟ ସଦର ମାଛରା ଗ୍ରାମର ମଦନ ଭୋଇ ଓ ଶିବୋ ଭୋଇ । ସୂଚନା ଅନୁସାରେ କୋରାପୁଟ ସହରରୁ ମାଛରା…
Read More...

୭ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ : କୋରାପୁଟ ଜିଲ୍ଲାର ମାଛକୁଣ୍ଡ ପୋଲିସ ଦ୍ୱାରା ପାଟ୍ରୋଲିଂ ଚାଲିଥିବା ବେଳେ ବଡ ଡୁରାଲ ଗ୍ରାମ ନିକଟରୁ ୭ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ପୂର୍ବ ସୂଚନା ପାଇ ସୋମବାର ମାଛକୁଣ୍ଡ ଥାନା ପୋଲିସ ସ୍ଥାନୀୟ ବଡ ଡୁରାଲ ଗ୍ରାମ ନିକଟରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ…
Read More...

କୋରାପୁଟ ଗସ୍ତରେ ୫ଟି ସଚିବ ଭି.କେ ପଣ୍ଡିଆନ୍

କୋରାପୁଟ : କୋରାପୁଟ ଜିଲ୍ଲା ଗସ୍ତରେ ୫ଟି ସଚିବ ଭି.କେ ପଣ୍ଡିଆନ୍ । ସେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଛନ୍ତି । ପ୍ରଥମେ ବୈପାରିଗୁଡା ବ୍ଲକର ପ୍ରସିଦ୍ଧ ଶୈବପୀଠ ପରିଦର୍ଶନ କରିବା ପରେ ଗତକାଲି ବୋରିଗୁମ୍ମା ବ୍ଲକ ଗସ୍ତ କରିଛନ୍ତି । ଦକ୍ଷିଣ ଓଡ଼ିଶାର ସବୁଠାରୁ ପୁରାତନ…
Read More...

ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ

କୋରାପୁଟ : ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ । କୋରାପୁଟ ଶିବଲିଙ୍ଗପୁରମ୍ ଠାରେ ଏକ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଟ୍ରେନ୍‌ର ୧୧ଟି ବଗି ଟ୍ରାକ୍‌ରୁ ବାହାରି ଯାଇଛି । ସୂଚନା ଅନୁଯାୟୀ, କୋତାବାଲସାରୁ ଆଡକୁ ଯାଉଥିବା ବେଳେ ଏକ ମାଲବାହୀ ଟ୍ରେନ୍‌ ଶିବଲିଙ୍ଗପୁରମ୍ ଠାରେ…
Read More...

୭ ଫୁଟ୍‌ର ଅଜଗର ଉଦ୍ଧାର

କୋରାପୁଟ : କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ ବୋଦାପୁଟ ପଞ୍ଚାୟତ ମାଦି ଗ୍ରାମର ସମାରି ସୀସା ନାମକ ଜଣେ ବୃଦ୍ଧାଙ୍କ ଶୋଇବା ଘରୁ ୭ ଫୁଟ୍‌ର ଅଜଗର ସାପ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ, ରବିବାର ରାତିରେ ସମାରି ଏକୁଟିଆ ନିଜ ଶୋଇବା ଘରେ ଶୋଇଥିଲେ । ବିଳମ୍ବିତ ରାତିରେ…
Read More...