Browsing Tag

koraput news

ଭାରତ ଯୋଡ଼ୋ କାର୍ଯ୍ୟକ୍ରମରେ ସାମିଲ ହେଲେ ପିସିସି ସଭାପତି

କୋରାପୁଟ : କୋରାପୁଟରେ କଂଗ୍ରେସର ଭାରତ ଯୋଡ଼ୋ କାର୍ଯ୍ୟକ୍ରମ ଚାଲିଛି । ଏଥିରେ ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଯୋଗ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କୋରାପୁଟ ଏମ୍‌ପି ଶପ୍ତଗିରି ଉଲାକା, କୃଷ୍ଣ କୁଳଦୀପ, ନିମାଇ ସରକାର, ମନୋଜ ଆଚାର୍ଯ୍ୟଙ୍କ ସମେତ ଶତାଧିକ ଦଳୀୟ କର୍ମୀ…
Read More...

କୋରାପୁଟରେ ସାଧାରଣତନ୍ତ୍ର ଦିବସ ପାଳିତ

କୋରାପୁଟ : କୋରାପୁଟରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ପୁଲିସ ପରେଡ ପଡିଆ ଠାରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ ସୂଚନା ଓ ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବ ସେବା ତଥା ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି…
Read More...

ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ବେଳେ ଜବତ ହେଲା ଗଞ୍ଜେଇ, ୭ ଗିରଫ

କୋରାପୁଟ : ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ବେଳେ ଜୟପୁର ସଦର ପୋଲିସ ଚଢାଉ କରି ୭ ଜଣଙ୍କୁୁ ଗିରଫ କରିଥିବା ଜଣାପଡିଛି । ସେମାନଙ୍କ ଠାରୁ ୩୩୦ କେଜି ଗଞ୍ଜେଇ ଜବତ କରିଛି । ଏଥିସହ ୬ଟି ମୋବାଇଲ, ୨୨ ହଜାର ୧ ଶହ ଟଙ୍କା ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ବୈପାରିଗୁଡାର ବିଭୀଷଣ…
Read More...

ବିଶାଖାପାଟଣାରୁ କୋରାପୁଟ ଆସୁଥିବା ଟ୍ରେନ୍‌ ଲାଇନଚ୍ୟୁତ

କୋରାପୁଟ : ବିଶାଖାପାଟଣାରୁ କୋରାପୁଟ ଆସୁଥିବା ଟ୍ରେନ୍‌ ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ବିଶାଖାପାଟଣା-କିରଣ୍ଡୁଲ ପାସେଞ୍ଜର୍‌ ଟ୍ରେନ ଆଜି ଲାଇନଚ୍ୟୁତ ହୋଇଛି । କୋଟାୱାଲସା-ଆରକୁ ଶିବଲିଙ୍ଗପୁରମ୍ ନିକଟରେ ଏହି ଅଘଟଣ ଘଟିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ହଠାତ୍‌ ବଡ ଶବ୍ଦ…
Read More...

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା : ଜଣେ ମୃତ, ୩ ଆହତ

କୋରାପୁଟ : କୋରାପୁଟ ୨୬ ନମ୍ବର ଜାତୀୟ ରାଜପଥର ଭବାନୀନଗରଠାରେ ରବିବାର ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବା ଜରାପଡିଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ବିଲ୍‌ କୁଲଦୀପ, ତାଙ୍କ ଘର କୋରାପୁଟର ଝଡିଗୁଡ଼ା ଗ୍ରାମ ବୋଲି…
Read More...

କୋରାପୁଟ ଉପଖଣ୍ଡର ୬ଟି ବନାଞ୍ଚଳରେ ପକ୍ଷୀ ଗଣନା ଆରମ୍ଭ

କୋରାପୁଟ : ଆଜି କୋରାପୁଟ ଉପଖଣ୍ଡରେ ଥିବା ୬ଟି ବନାଞ୍ଚଳରେ ପକ୍ଷୀ ଗଣନା ଆରମ୍ଭ ହୋଇଛି । ମୋଟ ୨୪ଟି ଜଳାଶୟରେ ଏହି ଗଣନା କାର୍ଯ୍ୟରେ ବନବିଭାଗର ୧୨୦ କର୍ମଚାରୀ ନିୟୋଜିତ ହୋଇଛନ୍ତି । କୋରାପୁଟ ବନାଞ୍ଚଳର ୫ଟି, ସେମିଳିଗୁଡାର ୬ଟି, ନାରାୟଣପାଟଣାର ୩ ଟି, ଲକ୍ଷ୍ମୀପୁରର ୨ଟି, ଲମତାପୁଟର…
Read More...

ଭାରସାମ୍ୟ ହରାଇ ଦୋକାନ ଭିତରେ ପଶିଗଲା ଟ୍ରକ, ୩ ଗୁରୁତର

କୋରାପୁଟ : କୋରାପୁଟ ସହର ମାଉସୀ ମା' ଛକରେ ଏକ ଦୋକାନ ଭିତରକୁ ଏକ ଟ୍ରକ ପଶି ଯାଇଥିବା ଖବର ମିଳିଛି । ରାୟଗଡ଼ା ପଟୁ ଆସୁଥିବା ଟ୍ରକ ଭାରସାମ୍ୟ ହରାଇ ଦୋକାନ ଭିତରେ ପଶିଯାଇଥିଲା । ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ହୋଇଥିବାରୁ ଦୋକାନ ବନ୍ଦ ଥିଲା । ତେବେ ଟ୍ରକ ମଧ୍ୟରେ ଥିବା ୩ ଜଣ…
Read More...

କୋରାପୁଟ ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କୋରାପୁଟ : କୋରାପୁଟ ଗସ୍ତରେ କେନ୍ଦ୍ର ସରକାରଙ୍କ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହୀରାଖଣ୍ଡ ଟ୍ରେନ୍ ଯୋଗେ ଭୁବନେଶ୍ୱରରୁ କୋରାପୁଟ ରେଳ ଷ୍ଟେସନରେ ପହଞ୍ଚିବା ପରେ ଦଳୀୟ ପଦାଧିକାରୀ ଓ କର୍ମକର୍ତ୍ତା ଭବ୍ୟ ସ୍ଵାଗତ କରିଛନ୍ତି । ପାରମ୍ପରିକ ନାଚ ସହ…
Read More...

ଚନ୍ଦନକାଠ ଜବତ : ୨ ଗିରଫ

କୋରାପୁଟ : କୋରାପୁଟ ବନ ବିଭାଗ ପକ୍ଷରୁ ସଦର ବ୍ଲକର ବାରିଗୁଡା ଜଙ୍ଗଲରେ ଚଢାଉ କରାଯାଇ ୨୦ହଜାର ଟଙ୍କାର ଚନ୍ଦନକାଠ ସହ ୨ଜଣ ଚନ୍ଦନ ବେପାରୀଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରାଯାଇଛି । କୋରାପୁଟ ରେଞ୍ଜ ଅଧିକାରୀ ରୋହିତ କୁମାର ଏନେଇ ସୂଚନା ଦେଇଛନ୍ତି । ବନବିଭାଗ ସେମାନଙ୍କଠାରୁ…
Read More...

ହୋମଗାର୍ଡ ସଙ୍ଗଠନ ପକ୍ଷରୁ ଗୃହରକ୍ଷୀ ଦିବସ ପାଳିତ

କୋରାପୁଟ : କୋରାପୁଟ ଜିଲ୍ଲା ହୋମଗାର୍ଡ ସଙ୍ଗଠନ ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ପୁଲିସ ପଡିଆ ଠାରେ ହୋମଗାର୍ଡ ଦିବସ ପାଳିତ ହୋଇଯାଇଛ । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଠୁପାଲ୍ଲି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ ।…
Read More...