ସର୍ବ ଭାରତୀୟ ଭାର ଉତ୍ତୋଳନ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କଲେ ଶୁଭସ୍ମିତା ମହାନ୍ତି
କୋରାପୁଟ : ସର୍ବ ଭାରତୀୟ ଭାର ଉତ୍ତୋଳନ ପ୍ରତିଯୋଗିତାରେ ଭାଗ ନେଇ ଦ୍ଵିତୀୟ ସ୍ଥାନ ହାସଲ କରି ରୌପ୍ୟ ପଦକ ହାସଲ କରିଛନ୍ତି ଶୁଭସ୍ମିତା ମହାନ୍ତି । କୋରାପୁଟ ଜିଲ୍ଲା ପୁଲିସ ବିଭାଗରେ ସେ କନଷ୍ଟେବଳ ଭାବେ କାର୍ୟ୍ୟ କରୁଛନ୍ତି । ସ୍ଥାନୀୟ ପୋଲିସ ମୁଖ୍ୟାଳୟରେ ତାଙ୍କୁ ସମ୍ବର୍ଦ୍ଧିତ!-->…
Read More...
Read More...