ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ

କୋରାପୁଟ : ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ । କୋରାପୁଟ ଶିବଲିଙ୍ଗପୁରମ୍ ଠାରେ ଏକ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଟ୍ରେନ୍‌ର ୧୧ଟି ବଗି ଟ୍ରାକ୍‌ରୁ ବାହାରି ଯାଇଛି । ସୂଚନା ଅନୁଯାୟୀ, କୋତାବାଲସାରୁ ଆଡକୁ ଯାଉଥିବା ବେଳେ ଏକ ମାଲବାହୀ ଟ୍ରେନ୍‌ ଶିବଲିଙ୍ଗପୁରମ୍ ଠାରେ ଲାଇନଚ୍ୟୁତ ହୋଇଛି । ଫଳରେ ବିଶାଖାପାଟଣା-ଜଗଦଲପୁର ପାସେଞ୍ଜର ଟ୍ରେନ୍ ବାତିଲ ହୋଇଯାଇଛି । ଘଟଣା ସ୍ଥଳରେ ଆରପିଏଫ୍ ଓ ଉଦ୍ଧାରକାରୀ ଦଳ ପହଞ୍ଚିଛନ୍ତି ।

Leave A Reply

Your email address will not be published.

three × 2 =